Posted inଜାତୀୟ

ସୁରକ୍ଷାରେ ପ୍ରଶ୍ନ ଚିହ୍ନ, ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଟୁଇଟର ଆକାଉଣ୍ଟ ହ୍ୟାକ୍‌…

ନୂଆଦିଲ୍ଲୀ, ୧୨।୧ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଟୁଇଟର ଆକାଉଣ୍ଟକୁ ବୁଧବାର (ଜାନୁୟାରୀ ୧୨) ସକାଳେ ହ୍ୟାକ୍‌ କରାଯାଇଥିଲା। ଯଦିଓ କିଛି ସମୟ ପରେ ଏହି ଆକାଉଣ୍ଟକୁ ପୁନଃସ୍ଥାପିତ କରାଯାଇଛି। ଆକାଉଣ୍ଟ ହ୍ୟାକ୍‌ ହେବା ପରେ, ଏକ ଲିଙ୍କ ଏଲୋନ ମସ୍କଙ୍କ ଫଟୋ ସହିତ କିଛି ଆଶ୍ଚର୍ଯ୍ୟଜନକ କ୍ୟାପଶନ ସହିତ ଶେୟାର କରାଯାଇଥିଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଆକାଉଣ୍ଟକୁ ହ୍ୟାକ୍‌ କରିବା ପରେ ପ୍ରୋଫାଇଲ ନାମରେ ଏଲୋନ ମସ୍କଙ୍କ ଲେଖାଯାଇଥିଲା। ହ୍ୟାକରମାନେ ଆକାଉଣ୍ଟର ପ୍ରୋଫାଇଲ ଫଟୋ ଏବଂ କଭର ଫଟୋ ମଧ୍ୟ ପରିବର୍ତ୍ତନ କରିଥିଲେ।

ଏହାପୂର୍ବରୁ ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟରେ ମଧ୍ୟ ହ୍ୟାକ୍‌ କରାଯାଇଥିଲା। ସୂଚନାଯୋଗ୍ୟ ଯେ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରିବା ପରେ ମଧ୍ୟ ଏଭଳି କିଛି ପୋଷ୍ଟ ଶେୟାର କରାଯାଇଥିଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ମଧ୍ୟ ସେହି ହ୍ୟାକର ହ୍ୟାକ୍‌ କରିଥିବାର ଆଶଙ୍କା କରାଯାଉଛି।
ଏନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬୦ବର୍ଷୀୟା ବୃଦ୍ଧା ୧ ମିନିଟରେ ୬ଟି ଇଡ୍‌ଲୀ ଖାଇ ଜିତିଲେ ପ୍ରତିଯୋଗିତା

ବେଙ୍ଗାଲୁରୁ,୨।୧୦:କର୍ନାଟକ ହୁଲହଲ୍ଲୀରେ ଜଣେ ୬୦ ବର୍ଷୀୟ ବୃଦ୍ଧା ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲୀ ଖାଇ ଏକ ଖାଦ୍ୟ ପ୍ରତିଯୋଗିତା ଜିତିଛନ୍ତି। ମହୀଶୂରରେ ଦଶହରା ଉପଲକ୍ଷେ ଏକ...

ଅରାଜକତା ସୃଷ୍ଟି କରିବ ବିକ୍ଷୋଭ

ନୂଆଦିଲ୍ଲୀ,୭-୨(ପି.ଟି.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନକୁ ବିପକ୍ଷ ଦଳଗୁଡ଼ିକ ଉସୁକାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ କିମ୍ବା ରାଜ୍ୟ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ, ୯।୮-କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ବି. ଶ୍ରୀରାମୁଲୁ ଟୁଇଟ...

ମୋଦି ପାଳନ କରନ୍ତୁ ରାଜଧର୍ମ: ଅଟଳଙ୍କ ପରାମର୍ଶ ମନେ ପକାଇଲେ ସୋନିଆ

ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୃଷକଙ୍କ ସମର୍ଥନରେ ଦଳ ଛାଡିଲେ ଭାଜପା ନେତା !

ସିରସା,୪ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକମାନେ କରିଥିବା ଆନ୍ଦୋଳନ ବେଳକୁ ବେଳ ରାଜନୈତିକ ରୂପ ନେବାରେ ଲାଗିଛି । ପ୍ରଥମେ କୃଷକଙ୍କୁ...

କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ: ଆଇସିୟୁରେ ଥିଲେ ୭୦ ରୋଗୀ

ଗାନ୍ଧୀନଗର,୧୨।୫: ଗୁଜରାଟର ଭବନଗରରେ ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୨ ଟା ସମୟରେ ହୋଟେଲର ତୃତୀୟ ମହଲାର ଏକ କୋଠରୀରେ ନିଆଁ...

ଉଦ୍ଧବଙ୍କ ଉପରେ ଖପ୍ପା: ଭାଜପାରେ ଯୋଗଦେଲେ ୪୦୦ ଶିବସେନା କାର୍ଯ୍ୟକର୍ତ୍ତା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଶିବସେନାକୁ ଝଟ୍‌କା ଲାଗିଛି। ଦଳର ୪୦୦ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେଇଛନ୍ତି। ରାଜ୍ୟରେ ଶିବସେନା ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଢିବାକୁ...

ଶ୍ରୀନଗର ପହଞ୍ଚିଲେ ୟୁରୋପିଆନ୍‌ ପ୍ରତିନିଧି ଦଳ

ଜମ୍ମୁ,୨୯।୧୦: ୟୁରୋପିଆନ୍‌ ୟୁନିୟନର ୨୮ ଜଣ ସାଂସଦ ଜମ୍ମୁ-କଶ୍ମୀର ଗସ୍ତକୁ ନେଇ ମଙ୍ଗଳବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା...

Advertisement
Archives

Model This Week