ପୂର୍ବତନ ବାଚସ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୬(ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ସ୍ବାସ୍ଥ୍ୟଗତ କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ବତନ ବାଚସ୍ପତି…
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ
ଭୁବନେଶ୍ୱର,୫ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ମଧ୍ୟ ଏଥର ମନ୍ତ୍ରୀ ହୋଇ…
ଆମେରିକାରେ ପୁଣି ଗୁଳିକାଣ୍ଡ, ଫିଲାଡେଲଫିଆରେ ୩ ମୃତ ୧୧ ଆହତ…
ନୂଆଦିଲ୍ଲୀ, ୫।୬ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। ଶନିବାର ବିଳମ୍ବିତ ରାତ୍ରରେ ଫିଲାଡେଲଫିଆର ସାଉଥ୍ ଷ୍ଟ୍ରିଟ୍ରେ ସପ୍ତାହ ଶେଷରେ ଅବସର ବିନୋଦନ ପାଇଁ ବହୁ ଲୋକ ଜମା ହୋଇଥିଲେ। ହଠାତ୍ ଜଣେ ଅଜ୍ଞାତ ବନ୍ଧୁଧାରୀ ପହଞ୍ଚି ଲୋକଙ୍କ ଉପରକୁ ଆଖିବୁଜା…
ହାଇବ୍ରିଡ୍ ଆତଙ୍କବାଦ ବିରୋଧରେ ନୂଆ ରଣନୀତି…
ଶ୍ରୀନଗର, ୫।୬ : ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀଙ୍କ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ପ୍ରତିହିଂସା ପରାୟଣ ହୋଇ ଆତଙ୍କବାଦୀମାନେ ବର୍ତ୍ତମାନ ଟାର୍ଗେଟ କିଲିଂ କରିବା ଜୋର ଦାର କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଏବଂ ଯୋଗାଇ ଦିଆଯାଉଥିବା ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଓଭର ଗ୍ରାଉଣ୍ଡ ଆତଙ୍କବାଦୀ…
କଶ୍ମୀରରେ ଚାଲିଛି ନରସଂହାର, ଦେଶବାସୀ ମାଗୁଛନ୍ତି ଜବାବ, ଭାଜପା ସରକାର ନୀରବ…
ନୂଆଦିଲ୍ଲୀ, ୫।୬ : କଶ୍ମୀରରେ ପୁଣି ଥରେ ଆରମ୍ଭ ହୋଇଥିବା ଟାର୍ଗେଟ କିଲିଂ ମାମଲା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ବିରୋଧରେ ସାରା ଦେଶରେ ସ୍ବର ଉତ୍ତୋଳନ କରାଯାଉଛି। ଏହି ପ୍ରସଙ୍ଗକଚ ନେଇ ରବିବାର ଆମ ଆଦମୀ ପାର୍ଟି…
ରାସାୟନିକ ପଦାର୍ଥ ମୁକ୍ତ ହେବ ଚାଷ ଜମି…
ନୂଆଦିଲ୍ଲୀ, ୫।୬ : ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତ୍ତିକା ସଂରକ୍ଷଣ ଆନ୍ଦୋଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଚାଷ ଜମିକୁ ରାସାୟନିକ ପଦାର୍ଥ ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ସେ ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ,ପରିବେଶର…
ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି…
ନୂଆଦିଲ୍ଲୀ, ୫।୬ : ଭାରତର ୪,୭୦୦ ସହରାଞ୍ଚଳ ମଧ୍ୟରୁ କେବଳ ୨୫୦୦ରେ ଜୁଲାଇ ୧ ସୁଦ୍ଧା ଏକକ ବ୍ୟବହାର ପ୍ଲାଷ୍ଟିକ ( ସିଙ୍ଗଲ ୟୁଜ ପ୍ଲାଷ୍ଟିକ) ଉପରେ ନିଷେଧାଦେଶ ଘୋଷଣା କରାଯାଇଛି। ଏ ବାବଦରେ ଅଧିକ ଧ୍ୟାନ ଦିଆ ଯାଉ ନ…
ଶପଥ ନେଲେ ନବୀନଙ୍କ ନୂଆ ଟିମ୍
ଭୁବନେଶ୍ୱର,୫।୬(ବ୍ୟୁରୋ): ଶପଥ ନେଲେ ନବୀନଙ୍କ ନୂଆ ଟିମ୍। ରବିବାର ଲୋକ ସେବା ଭବନର କନ୍ଭେନ୍ସନ୍ ହଲ୍ରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ…
କଶ୍ମୀରୀ ପଣ୍ଡିତଙ୍କ ଟ୍ରାନ୍ସଫର ତାଲିକା ସୋସିଆଲ ମିଡ଼ିଆରେ ଲିକ୍, ସରକାରଙ୍କ ବିରୋଧରେ ପ୍ରଦର୍ଶନ କଲେ ଲୋକେ…
ଶ୍ରୀନଗର, ୫।୬ : କଶ୍ମୀରରେ ଲଗାତାର ଟାର୍ଗେଟ କିଲିଂ ମଧ୍ୟରେ ସରକାର ଶ୍ରୀନଗରର ସୁରକ୍ଷିତ ବିବେଚନା କରାଯାଉଥିବା ସ୍ଥାନକୁ ୧୭୭ ଶିକ୍ଷକଙ୍କୁ ଟ୍ରାନ୍ସଫର କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ଏହି ଟ୍ରାନ୍ସଫର ତାଲିକାରେ ଥିବା ନାମ ମେସେଜିଂ ଆପ…
କଶ୍ମୀର ଜଳୁଛି, ସରକାର କରୁଛନ୍ତି ଫିଲ୍ମ ପ୍ରମୋଶନ, କହିଲେ ସଞ୍ଜୟ…
ମୁମ୍ବାଇ, ୫।୬ : ଜମ୍ମୁ-କଶ୍ମୀରରୁ ହିନ୍ଦୁମାନଙ୍କ ପଳାୟନ କରିବା ନେଇ ଶିବସେନା ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଶିବସେନା ପକ୍ଷରୁ ସଞ୍ଜୟ ରାଉତ କହିଛନ୍ତି ଯେ ଦିଲ୍ଲୀରେ ବସିଥିବା ସରକାର ଚଳଚ୍ଚିତ୍ର ପ୍ରମୋଟ କରିବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ କଶ୍ମୀରରେ ଆତଙ୍କ…
କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ: ୧୬ ମୃତ, ୪୫୦ରୁ ଅଧିକ ଆହତ
ଢାକା,୫ା୬: ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି,…
ସୋଲୋଗାମୀ, ନିଜ ସହିତ ନିଜର ବିବାହ କ୍ରେଜ୍ ବଢୁଛି, ନିଜଠୁ ନେଇ ହେବ କି ଛାଡ଼ପତ୍ର ?…
ନୂଆଦିଲ୍ଲୀ, ୫।୬ : ସୋଲୋଗାମୀ ଅର୍ଥ ହେଉଛି ନିଜ ସହିତ ନିଜର ବିବାହ କରିବା। ଯେଉଁମାନେ ଅନ୍ୟ କାହାକୁ ବିବାହ କରି ସେମାନଙ୍କର ସ୍ବାଧୀନତାକୁ ନଷ୍ଟ କରିବାକୁ ଚାହୁଁନାହାଁନ୍ତି, ସେମାନେ ସୋଲୋଗାମୀ ବିବାହକୁ ବାଛି ନେୁଛନ୍ତି। ଧିରେ ଧିରେ ଏଭଳି ବିବାହର…

