ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌

ଭୁବନେଶ୍ୱର,୫।୬(ବ୍ୟୁରୋ): ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌। ରବିବାର ଲୋକ ସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୧୩ଜଣଙ୍କୁ କ୍ୟାବିନେଟ ପାହ୍ୟା ଓ ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିିଛି।

ଶପଥ ନେଇଥିବା ମନ୍ତ୍ରୀ:(କ୍ୟାବିନେଟ ପାହ୍ୟା
-ଜଗନ୍ନାଥ ସାରକା(କ୍ୟାବିନେଟ ମନ୍ତ୍ରୀ)
-ନିରଞ୍ଜନ ପୁଜାରୀ(କ୍ୟାବିନେଟ ମନ୍ତ୍ରୀ)
-ରଣେନ୍ଦ୍ର ପ୍ରତାପ ସ୍ବାଇଁ(କ୍ୟାବିନେଟ ମନ୍ତ୍ରୀ)
-ପ୍ରମିଳା ମଲ୍ଲିକ(କ୍ୟାବିନେଟ ମନ୍ତ୍ରୀ)
-ଉଷା ଦେବୀ(କ୍ୟବିନେଟ ମନ୍ତ୍ରୀ)
-ପ୍ରଫୁଲ୍ଲ କୁମାର ମଲ୍ଲିକ(କ୍ୟାବିନେଟ ମନ୍ତ୍ରୀ)
-ପ୍ରତାପ କେଶରୀ ଦେବ(କ୍ୟାବିନେଟ ମନ୍ତ୍ରୀ)
-ଅତନୁ ସବ୍ୟସାଚୀ ନାୟକ(କ୍ୟାବିନେଟ ମନ୍ତ୍ରୀ)
-ପ୍ରଦୀପ କୁମାର ଅମାତ(କ୍ୟାବିନେଟ ମନ୍ତ୍ରୀ)
-ନବ କିଶୋର ଦାସ(କ୍ୟାବିନେଟ ମନ୍ତ୍ରୀ)
-ଅଶୋକଚନ୍ଦ୍ର ପଣ୍ଡା(କ୍ୟାବିନେଟ ମନ୍ତ୍ରୀ)
-ଟୁକୁନି ସାହୁ (କ୍ୟାବିନେଟ ମନ୍ତ୍ରୀ)
-ରାଜେନ୍ଦ୍ର ଢ଼ୋଲକିଆ (କ୍ୟାବିନେଟ ମନ୍ତ୍ରୀ)

ରାଷ୍ଟ୍ରପାହ୍ୟା ମନ୍ତ୍ରୀ:
-ସମୀର ରଞ୍ଜନ ଦାଶ(ରାଷ୍ଟ୍ରମନ୍ତ୍ରୀ)
-ଅଶ୍ୱିନୀ କୁମାର ପାତ୍ର(ରାଷ୍ଟ୍ରମନ୍ତ୍ରୀ)
-ପ୍ରୀତିରଞ୍ଜନ ଘଡାଇ(ରାଷ୍ଟ୍ରମନ୍ତ୍ରୀ)
-ଶ୍ରୀକାନ୍ତ ସାହୁ (ରାଷ୍ଟ୍ରମନ୍ତ୍ରୀ)
-ତୁଷାରକାନ୍ତି ବେହେରା (ରାଷ୍ଟ୍ରମନ୍ତ୍ରୀ)
-ରୋହିତ ପୂଜାରୀ (ରାଷ୍ଟ୍ରମନ୍ତ୍ରୀ)
-ରୀତା ସାହୁ (ରାଷ୍ଟ୍ରମନ୍ତ୍ରୀ)
-ବାସନ୍ତୀ ହେମ୍ରମ (ରାଷ୍ଟ୍ରମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ପଡ଼ିଆରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।...

ପୁଣି କରୋନା ଚିନ୍ତା: ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ଓ ଏହାର...

ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ...

ସ୍କୁଲ ପିଲାଙ୍କୁ ଉନ୍ନତ ଶିକ୍ଷାରୁ ବଞ୍ଚିତ କରିବାକୁ ଭାଜପାର ଷଡ଼ଯନ୍ତ୍ର: ବିଜେଡି

ଭୁବନେଶ୍ୱର,୨୨ା୭(ଅନିଲ ଦାସ): ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳର ଏକ ସ୍କୁଲର ଅଫିସ ଗୃହ ଛାତରୁ ପ୍ଲାଷ୍ଟର ଖସି ୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଆହତ ହେବା ଘଟଣା...

ବିଜୟୱାଡାରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେ ୧୨୦୯ ପ୍ରବାସୀ

ଟିଟିଲାଗଡ଼, ୧୨।୫ (ଡି.ଏନ.ଏ.) ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ସୋମବାର ଅପରାହ୍ନ ୪ଟାରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଳଷ୍ଟେଶନରେ ପହଞ୍ଚିଥିଲା।...

ବର୍ଷା-ଅନୁଭବ ପାରିବାରିକ ବିବାଦର ଅନ୍ତ

କଟକ ଅଫିସ,୨୬ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ତଥା ଅଭିନେତା ସ୍ବାମୀ ଅନୁଭବଙ୍କ ପାରିବାରିକ ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ତ୍ୱରିତ ଶୁଣାଣି ପାଇଁ...

ନିରଞ୍ଜନଙ୍କୁ ବଡ଼ ଭାଇ କହି କଥା ବଦଳାଇଲେ ତାରା

ଭୁବନେଶ୍ୱର, ୩୧।୮(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସିଧାସଳଖ ବିଷୋଦ୍‌ଗାର କରୁଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ମତ ପରିବର୍ତ୍ତନ କରିଛନ୍ତି।...

ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଳେଶ୍ୱର,୨୪ା୬(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ  ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଜଳେଶ୍ବରସ୍ଥିତ ଜିଲା...

Advertisement
Archives

Model This Week