Home Middle

୨ ହଜାର କୋଟି ଛାତ୍ରବୃତ୍ତି ଦୁର୍ନୀତି, ପଞ୍ଜାବ ସରକାରଙ୍କୁ କେନ୍ଦ୍ର ମାଗିଲା ଜବାବ…

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୧।୭ : ପଞ୍ଜାବର ପ୍ରାୟ ୨ ଲକ୍ଷ ଦଳିତ ଛାତ୍ର କଲେଜ ପାଠପଢ଼ା ବନ୍ଦ କରିଛନ୍ତି। କାରଣ ପଞ୍ଜାବ ସରକାର କଲେଜକୁ ୨ ହଜାର କୋଟି ଟଙ୍କାର ଛାତ୍ରବୃତ୍ତି ଦେଇ ନାହାଁନ୍ତି। ଜାତୀୟ ଅନୁସୂଚିତ ଜାତି ଆୟୋଗ କହିଛନ୍ତି ଯେ ଏହି…

ଆତଙ୍କବାଦୀ କାର୍ଯ୍ୟରେ ଶିଶୁଙ୍କ ସମ୍ପୃକ୍ତି ଅତ୍ୟନ୍ତ ଚିନ୍ତା ଜନକ, ଜାତିସଂଘରେ ଉଦ୍‌ବେଗ ପ୍ରକାଶ କଲା ଭାରତ…

ଜେନେଭା,୨୧।୭ : ମିଳିତ ଜାତିସଂଘରେ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ପିଲାମାନଙ୍କର ଯୋଗଦାନକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ଜାତିସଂଘର ସ୍ଥାୟୀ ମିଶନରେ ଭାରତର ରାଷ୍ଟ୍ରଦୂତ ଆର.ରବିନ୍ଦ୍ର ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାମାନଙ୍କର ସମ୍ପୃକ୍ତିକୁ ଏକ ବିପଜ୍ଜନକ ଏବଂ ଚିନ୍ତାଜନକ ଧାରା ବୋଲି…

ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା, ଆଫ୍ରିକାରେ ୫ ଜଣଙ୍କ ମୃତ୍ୟୁ…

ଜେନେଭା,୨୧।୭ : ମଙ୍କିପକ୍ସ୍‌ ନେଇ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଆଫ୍ରିକାରେ ମଙ୍କିପକ୍ସ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି।…

ନାଟୋ ଯୋଗୁ ଆରମ୍ଭ ହୋଇଛି ୟୁକ୍ରେନ୍‌ ଯୁଦ୍ଧ, କହିଲେ ଖାମନେଇ…

ତେହେରାନ/ମସ୍କୋ,୨୧।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅପରପକ୍ଷରେ ଇରାନ ଗସ୍ତରେ ଆସିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତେହେରାନରେ ପ୍ରାୟ ୪୦ ବିଲିୟନ ଡଲାରର ଚୁକ୍ତି କରିଛନ୍ତି।…

୧୫ ବର୍ଷ ପୂର୍ବରୁ ୨୧ ଜୁଲାଇରେ ଦେଶକୁ ମିଳିଥିଲା ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧ ।: ଜୁଲାଇ ୨୧ ଭାରତ ଇତିହାସରେ ପୁଣିଥରେ ଏକ ଗୁରୁତ୍ୱ ବହନ କରିବାକୁ ଯାଉଛି । ଦେଶକୁ ୨୧ ଜୁଲାଇ ୨୦୨୨ରେ ମିଳିବାକୁ ଯାଉଛି ଆଉଜଣେ ମହିଳା ରାଷ୍ଟ୍ରପତି । ଦେଶର ୧୫ ତମ ରାଷ୍ଟ୍ରପତି ପାଇଁ ୧୮ ଜୁଲାଇରେ…

ଜିଲ୍‌ ବାଇଡେନ୍‌ଙ୍କୁ ଭେଟିଲେ ଜେଲେନ୍‌ସ୍କିଙ୍କ ସ୍ତ୍ରୀ

ଓ୍ବାଶିଂଟନ୍‌, ୨୧ା୭: ୟୁକ୍ରେନ୍‌ର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସ୍ତ୍ରୀ ଓଲେନା ଜେଲେନ୍‌ସ୍କା ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ଭେଟିଛନ୍ତି। ଏଥିସହ ଜିଲ୍‌ ବାଇଡେନ୍‌ଙ୍କ ସହ ଜେଲେନ୍‌ସ୍କା ବ୍ୟକ୍ତିଗତ ଭାବେ…

ସର୍ବାଧିକ ବର୍ଷେ ଘରେ ରହି କାମ କରିପାରିବେ

ନୂଆଦିଲ୍ଲୀ,୨୧।୭: ଘରେ ରହି କାର୍ଯ୍ୟ କରିବା ବା ଓ୍ବାର୍କ ଫ୍ରମ୍‌ ହୋମ୍‌ (ଡବ୍ଲ୍ୟୁଏଫ୍‌ଏଚ୍‌) ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ପେଶିଆଲ୍‌ ଇକୋନୋମିକ ଜୋନ୍ସ(ଏସ୍‌ଇଜେଡ୍‌) ରୁଲ୍ସ,୨୦୦୬ରେ ଡବ୍ଲ୍ୟୁଏଫ୍‌ଏଚ୍‌ ପାଇଁ ବାଣିଜ୍ୟ ବିଭାଗ ପକ୍ଷରୁ ନୂଆ ରୁଲ୍‌…

ଆଜି ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୧ା୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ କିଏ ହେବେ ତାହା ଗତ ୧୮ ତାରିଖରେ ସ୍ଥିର ହୋଇସାରିଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (୬୪) ଓ ବିରୋଧୀ ଚ୍ୟାଲେଞ୍ଜର ଯଶଓ୍ବନ୍ତ ସିହ୍ନା (୮୪)ଙ୍କ ଭାଗ୍ୟ ବାଲଟ ବାକ୍ସରେ…

୫ ଘଣ୍ଟା ଏନ୍‌କାଉଣ୍ଟର:୨ ନିହତ

ଚଣ୍ଡିଗଡ଼,୨୧ା୭: ପଞ୍ଜାବ ଗାୟକ ସିଦ୍ଧୁ ମୂସଓ୍ବୋଲାଙ୍କ ହତ୍ୟା ଅଭିଯୁକ୍ତ ତଥା ୨ ଶୁଟର ବୁଧବାର ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ମୃତ ଗ୍ୟାଙ୍ଗଷ୍ଟର ହେଲେ ଜଗ୍‌ରୂପ ସିଂ ରୂପା ଏବଂ ମନ୍‌ପ୍ରୀତ ମନୁ ଓରଫ ମନ୍ନୁ କୁସା। ଭାରତ-ପାକିସ୍ତାନ ସୀମାରୁ ୧୦…

ଋଷି ବନାମ ଲିଜ୍‌

ଲଣ୍ଡନ,୨୧ା୭: ବ୍ରିଟେନ ଇତିହାସରୁ ସବୁଠୁ ଉତ୍ତପ୍ତ ଦିବସ ହୁଏତ ଉଭେଇଯାଇପାରେ। କିନ୍ତୁ ଶାସକ କଞ୍ଜରଭେଟିଭ୍‌ ପାର୍ଟିରେ ଚାଲିଥିବା ତୀବ୍ର କ୍ଷମତାଯୁଦ୍ଧର ତାତି ଆଗକୁ ଆହୁରି ଅଧିକ ଅନୁଭୂତ ହେବ। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ବୁଧବାର ଏକ…

ଗାଡ଼ି ଚଢ଼ାଇ ପୋଲିସକୁ ହତ୍ୟା: ୨୪ ଘଣ୍ଟାରେ ୩ ମୃତ

ରାଞ୍ଚି/ବଡ଼ୋଦରା,୨୧ା୭: ହରିୟାଣାର ନୁହ ଜିଲାରେ ବେଆଇନ ଖନନ ବେଳେ କର୍ତ୍ତବ୍ୟରତ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରାଯିବାର ୨୪ ଘଣ୍ଟା ନ ବିତୁଣୁ ଝାଡ଼ଖଣ୍ଡର ରାଞ୍ଚତ୍ ଓ ଗୁଜରାଟର ଆନନ୍ଦ ଜିଲାରେ ଦୁଇଟି ଅନୁରୂପ ଘଟଣା ସାମ୍ନାକୁ…

ଆଇଏନଏସ ବିକ୍ରମାଦିତ୍ୟରେ ନିଆଁ

ବେଙ୍ଗାଲୁରୁ,୨୧ ।୭: ଭାରତୀୟ ନୌସେନାର ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରମାଦିତ୍ୟରେ ପୁଣିଥରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ବୁଧବାର କର୍ନାଟକର ବ୍ୟବସାୟୀକ ବନ୍ଦର ନିକଟରେ ଆରବ ସାଗରରେ ଟ୍ରାଏଲ ସମୟରେ ବିକ୍ରମାଦିତ୍ୟରେ ନିଆଁ ଲାଗିଯାଇଥିବା ଜଣାପଡିଛି । ହେଲେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?