Home Middle

ଉଦ୍ଧବଙ୍କ ଘରେ ବିଦ୍ରୋହ ! ଶିନ୍ଦେଙ୍କୁ ଭେଟିଲେ ବାଲାସାହେବ ଠାକରେଙ୍କ ବୋହୂ ସ୍ମିତା…

ମୁମ୍ବାଇ, ୨୭।୭ : ଶିବସେନା ବିଧାୟକମାନେ ବିଦ୍ରୋହ କରିବା ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ କ୍ଷମତା ହରାଇଥିଲେ। ଏବେ ଦଳ ତାଙ୍କ ହାତରୁ ବାହାରକୁ ଯାଉଥିବା ଚର୍ଚ୍ଚା ହେଉଛି। ଏହି ସମୟରେ, ଉଦ୍ଧବଙ୍କ ପରିବାରରେ ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି। ପ୍ରକାଶ…

ଅଦ୍ୟମ ସାହସ-ଉତ୍କୃଷ୍ଟ ସେବାର ନାମ ସିଆରପିଏଫ୍‌, ସ୍ଥାପନା ଦିବସରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୨୭।୭ : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)ର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରକ୍ଷା ସମ୍ବନ୍ଧୀୟ ହେଉ କିମ୍ବା ମାନବିକ ଆହ୍ବାନ୍‌, ସମସ୍ତ କ୍ଷେତ୍ରରେ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ଲକ୍ଷେ ୪୫ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ବଳାତ୍କାର-ହତ୍ୟା ମାମଲାରେ ଦଣ୍ଡାଦେଶ ହେବ ନାହିଁ କୋହଳ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୨୭।୭ : ଚାରି ବର୍ଷର ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡକୁ କୋହଳ କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ପ୍ରାସଙ୍ଗିକ କାରଣଗୁଡ଼ିକୁ ଧ୍ୟାନରେ ରଖି ମୃତ୍ୟୁଦଣ୍ଡକୁ ଆଜୀବନ…

୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଭାରତୀୟ ଯବାନ ଅଛନ୍ତି। ଉଭୟ ଯବାନ ରାଜସ୍ଥାନ ବାସିନ୍ଦା। ଦୁହେଁ…

ପାକ୍‌ ଅଧିକୃତ କଶ୍ମୀରରେ ଆଇଏସ୍‌ଆଇର ଷଡ଼ଯନ୍ତ୍ର, ଏକାଧିକ ଆତଙ୍କବାଦୀ ଶିବିର ସକ୍ରିୟ…

ଶ୍ରୀନଗର, ୨୬।୭ : ବାଲାକୋଟରେ କଡ଼ା ଜବାବ ପାଇବା ପରେ ମଧ୍ୟ ପାକିସ୍ତାନ ଏହାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରି ନାହିଁ। ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ ଆଇ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟ ପୂର୍ବଭଳି ଜାରି ରଖିଛି। ସିଏନଏନ ନ୍ୟୁଜ…

କାରଗିଲ୍‌ ଦିବସରେ ବଡ଼ ନିଷ୍ପତ୍ତି, ସେନା ପାଇଁ କିଣାଯିବ ୨୮,୭୩୨ କୋଟିର ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ, ୨୬।୭ : କାରଗିଲ୍‌ ବିଜୟ ଦିବସ ଅବସରରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଦିଗରେ ପଦକ୍ଷେପ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଙ୍ଗଳବାର ୨୮,୭୩୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଅନୁମୋଦନ…

ବିକଶିତ କରାଯିବ ମଙ୍କିପକ୍ସ ଟିକା, କହିଲେ ପୁନାଓ୍ବାଲା…

ନୂଆଦିଲ୍ଲୀ, ୨୬।୭ : ଭ୍ୟାକ୍ସିନ ନିର୍ମାତା ଆଦର ପୁନାୱାଲା କହିଛନ୍ତି ଯେ ଦେଶରେ ଚାରିଟି ମଙ୍କିପକ୍ସର ମାମଲା ଚିହ୍ନଟ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ବହୁ ପରିମାଣରେ ଟିକା ଆମଦାନୀ ହେବାର ସମ୍ଭାବନା ନେଇ ସେ ଅନୁସନ୍ଧାନ କରୁଛନ୍ତି। ସେ ଏହା ମଧ୍ୟ…

ଭାଜପା-ଏନଡିପିପି ନିର୍ବାଚନ ଭାଗବଣ୍ଟା, ୨୦-୪୦ ଆସନରେ ଛିଣ୍ଡିଲା ଅଙ୍କକଷା…

ନୂଆଦିଲ୍ଲୀ, ୨୬।୭ : ନାଗାଲାଣ୍ଡରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ୍‌ ପାର୍ଟି (ଏନଡିପିପି) ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଷ୍ପତ୍ତି ହୋଇଛି॥ ନାଗାଲାଣ୍ଡ ବିଧାନସଭାର ୬୦ ଆସନ ମଧ୍ୟରେ କିଏ…

ମଙ୍କିପକ୍ସ ଆଲର୍ଟ, କଣ୍ଟାକ୍ଟ ଟ୍ରେସିଂ ସହିତ ୨୧ ଦିନିଆ ଆଇସୋଲେଶନ…

ନୂଆଦିଲ୍ଲୀ, ୨୬।୭ : ଦେଶରେ ମଙ୍କିପକ୍ସର ସଂକ୍ରମଣ ଗତି ମନ୍ଥ ରହିଛି। କିନ୍ତୁ ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହାର ସଂକ୍ରମଣ କିପରି ହେବ ଏବଂ ଏହା କରୋନା ପରି ବିସ୍ତାର ହେବ…

ବଂଶବାଦ ରାଜନୀତି ନେଇ କୁମାରସ୍ବାମୀଙ୍କ ଘୋଷଣା, ମୋ ପୁଅ ଲଢ଼ିବନି ବିଧାନସଭା ନିର୍ବାଚନ…

ବେଙ୍ଗାଲୁରୁ, ୨୬।୭ : ଆସନ୍ତା ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସେଠାରେ ଥିବା ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତିକୁ ଆଗେଇ ନେବା ଆରମ୍ଭ କରିଛନ୍ତି। ଏହି ସମୟରେ ଜନତା ଦଳ (ଧର୍ମନିରପେକ୍ଷ) ନେତା ତଥା ପୂର୍ବତନ…

ଉଦ୍ଧବ ସରକାରଙ୍କ ୪୦୦ ସରକାରୀ ନିର୍ଦ୍ଦେଶର ହେବ ସମୀକ୍ଷା, କହିଲେ ଫଡ଼ନଭିସ…

ମୁମ୍ବାଇ, ୨୬।୭ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର କହିଛନ୍ତି ଯେ କାର୍ଯ୍ୟକାଳର ଶେଷ ଦିନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ୪୦୦ଟି ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ବଜେଟର ଆବଣ୍ଟନର ପାଞ୍ଚ ଗୁଣ ବଣ୍ଟନ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?