ଉହାନର ପ୍ରାଣୀ ବଜାରରୁ ବାହାରିଥିଲା କରୋନା ଭୂତାଣୁ, ଦୁଇ ନୂଆ ରିସର୍ଚ୍ଚ ପକ୍ଷରୁ ଦାବି…
ବେଜିଂ, ୨୭।୭ : କରୋନା ମହାମାରୀ ଚାଇନାରୁ ଉତ୍ପନ୍ନ ହୋଇ ସମଗ୍ର ବିଶ୍ୱରେ ବ୍ୟାପିଥିବା କୁହାଯାଉଥିଲା। ଏବେ ଦୁଇଟି ନୂତନ ରିସର୍ଚ୍ଚରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଚାଇନାର ଉହାନର ହୁଆନନ ସାମୁଦ୍ରିକ ଖାଦ୍ୟ ବଜାରରେ କରୋନା ଭୂତାଣୁ…
ପିଇଟିଙ୍କ ଦରମା ବଢ଼ିଲା
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଆମ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରାଣ୍ଟ-ଇନ୍-ଏଡ୍ ଅର୍ଡର ୨୦୧୪ ଅନୁଯାୟୀ ଅନୁଦାନପ୍ରାପ୍ତ କାର୍ଯ୍ୟରତ ପିଇଟିଙ୍କର ଦରମା ବୃଦ୍ଧି ହୋଇଛି। ଯେଉଁମାନେ ବିପିଇଡି ଏବଂ ବିଏସ୍ସି ପିଇଡି ଯୋଗ୍ୟତା ଅର୍ଜନ କରିଛନ୍ତି, ସେମାନଙ୍କର ମାସିକ ଦରମା ୮ ହଜାରରୁ…
ଇଡ଼ି ପଚରାଉଚରା ଶେଷ, ୩ ଦିନ-୧୨ ଘଣ୍ଟା-୧୦୦ରୁ ଅଧିକ ପ୍ରଶ୍ନ…
ନୂଆଦିଲ୍ଲୀ, ୨୭।୭ : କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପଚରାଉଚରା ଶେଷ ହୋଇଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନରେ ତାଙ୍କୁ ପ୍ରାୟ ୩ ଘଣ୍ଟା ପ୍ରଶ୍ନ ପଚରାଯାଇଥିଲା। ପରବର୍ତ୍ତୀ ଡକାଯିବା ପର୍ଯ୍ୟନ୍ତ ତାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରେ…
ପାକିସ୍ତାନରେ ୭୫ ବର୍ଷ ପରେ ପ୍ରଥମ ହିନ୍ଦୁ ମହିଳା ହେଲେ ଡିଏସ୍ପି…
ଇସଲାମାବାଦ, ୨୭।୭ : ଭାରତ-ପାକିସ୍ଥାନ ୧୯୪୭ ରେ ଯେତେବେଳେ ବିଭାଜିତ ହେଲା ସେତେବେଳେ ୧୨.୯ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଇସଲାମିକ୍ ଦେଶ ପାକିସ୍ଥାନରେ ରହିଲେ। ସମୟ ବଦଳିଗଲା, ପରିସ୍ଥିତି ବଦଳିଗଲା ଏବଂ ୭୫ ବର୍ଷରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସଂଖ୍ୟା ମଧ୍ୟ ବଦଳିଗଲା।…
ପାକିସ୍ତାନରେ ପ୍ରବଳ ବର୍ଷା: ୮ ମୃତ
ଇସଲାମାବାଦ,୨୭ା୭: ପାକିସ୍ତାନର ସିନ୍ଧ୍ ଏବଂ ବେଲୁଚିସ୍ତାନ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସୂଚନାନୁସାରେ, ସିନ୍ଧ୍ ଏବଂ ବେଲୁଚିସ୍ତାନ ପ୍ରଦେଶରେ ବର୍ଷା ଯୋଗୁ ୮ ଜଣ ପ୍ରାଣ ହରାଇ ସାରିଲେଣି।…
ଚିକେନ ନିଜେ ତରକାରୀ ହେବାକୁ ଆସିଗଲା, କଂଗ୍ରେସକୁ ସୁବ୍ରମଣ୍ୟମଙ୍କ କଟାକ୍ଷ…
ନୂଆଦିଲ୍ଲୀ, ୨୭।୭ : ମନି ଲଣ୍ଡରିଂ ଆକ୍ଟ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭାଜପା ନେତା ତଥା ରାଜ୍ୟ ସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ପିଏମଏଲଏ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି…
ଭାରତ ସୀମାରେ ଉପଲବ୍ଧ ହେବ ୫-ଜି ଜ୍ଞାନକୌଶଳ, ଚାଇନା-ପାକିସ୍ତାନକୁ ମିଳିବ କଡ଼ା ଜବାବ…
ନୂଆଦିଲ୍ଲୀ, ୨୭।୭ : ଭାରତ ବର୍ତ୍ତମାନ ଚାଇନା ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି। ୫-ଜି ଟେକ୍ନୋଲୋଜିର ସ୍ପେକ୍ଟ୍ରମ ନିଲାମ ସହିତ ଭାରତ ମଧ୍ୟ ସୀମା ଅଞ୍ଚଳର, ପାର୍ବତ୍ୟ ଅଞ୍ଚଳରେ ୧୮୦୦୦ ଫୁଟ ଉଚ୍ଚରେ, ୫-ଜି ଟେକ୍ନୋଲୋଜି ନିୟୋଜନ…
ଏଏପି ରାଜ୍ୟ ସଭା ଏମ୍ପି ନିଲମ୍ବିତ…
ନୂଆଦିଲ୍ଲୀ, ୨୭।୭ : ବୁଧବାର ସଂସଦର ଅଷ୍ଟମ ଦିନରେ ମଧ୍ୟ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଉତ୍ତେଜନା ଯୋଗୁଁ ଉଭୟ ଗୃହର ପ୍ରକ୍ରିୟା ବାରମ୍ବାର ସ୍ଥଗିତ ରଖିବାକୁ ପଡ଼ିଛି। ଏହା ବ୍ୟତୀତ ଗତକାଲି ରାଜ୍ୟ ସଭାରେ ନିଲମ୍ବିତ ହୋଇଥିବା ୧୯…
ସୋନିଆଙ୍କ ସ୍ବାସ୍ଥ୍ୟ ସହିତ ଖେଳିବା ଠିକ ନୁହେଁ, ଗୁଲାମନବୀ-ଆନନ୍ଦ ଶର୍ମାଙ୍କ କ୍ଷୋଭ…
ନୂଆଦିଲ୍ଲୀ, ୨୭।୭ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡ଼ିର ପଚରାଉଚରାନେଇ ବରିଷ୍ଠ ନେତା ଗୁଲାମନବୀ ଆଜାଦ ଏବଂ ଆନନ୍ଦ ଶର୍ମା ମୁହଁ ଖୋଲିଛନ୍ତି। ଏହି ବୟସରେ ସୋନିଆ ଗାନ୍ଧୀଙ୍କର ସୱାସ୍ଥ୍ୟ ସହିତ ଖେଳିବା ଠିକ ନୁହେଁ ବୋଲି ଗୁଲାମ ନବୀ…
ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ
ଭୁବନେଶ୍ୱର,୨୭।୭(ବ୍ୟୁରୋ): ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି। www.ojee.nic.in ଓ୍ବେବ୍ସାଇଟ୍ ମାଧ୍ୟମରେ ଛାତ୍ରୀଛାତ୍ର ନିଜର ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ୪୭ ହଜାର…
ଦେଶରେ ଇଡ଼ି ଆତଙ୍କ, ସରକାର ଭାଙ୍ଗିବା ପାଇଁ ହେଉଛି ବ୍ୟବହୃତ, ଗେହଲଟଙ୍କ କଟାକ୍ଷ…
ଜୟପୁର, ୨୭।୭ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଇଡି ପ୍ରଶ୍ନକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ ଚାଲିଛି। ଏ ସମ୍ପର୍କରେ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ଦେଶରେ ଇଡି ଦ୍ୱାରା ଏକ ନାଟକ…
ସୁପ୍ରିମ୍କୋର୍ଟଙ୍କ ବଡ଼ ଫଇସଲା, ପିଏମ୍ଏଲଏ ଅନ୍ତର୍ଗତ ଇଡିଙ୍କର ସମସ୍ତ କ୍ଷମତାକୁ ସମର୍ଥନ…
ନୂଆଦିଲ୍ଲୀ, ୨୭।୭ : ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲଏ)ର କେତେକ ବ୍ୟବସ୍ଥାର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା ଦେଇଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡ଼ି)ଦ୍ୱାରା ପଞ୍ଜିକୃତ ହୋଇଥିବା ଏହି ମାମଲାରେ ଜଡିତ ଥିବା ବ୍ୟକ୍ତିଙ୍କ ପ୍ରତି…

