Home Middle

ନୂଆ ସହଯୋଗୀଙ୍କ ବିନା ନିର୍ବାଚନ ଲଢ଼ିବା ରାସ୍ତାରେ କଂଗ୍ରେସ…

କନ୍ୟାକୁମାରୀ, ୮।୯ : ଗୁରୁବାର ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ପଦଯାତ୍ରା ସହିତ ଦଳ ବଡ଼ ଯୋଜନା କରିବା ଆରମ୍ଭ କରିଛି। ଏହା ଅନ୍ତର୍ଗତରେ ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ କରି ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ…

୪ ବିଦେଶୀ ଉପହାର ବିକ୍ରି କରିଛନ୍ତି ଇମ୍ରାନ

ଇସଲାମାବାଦ,୮ା୯: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ସ୍ବୀକାର କରିଛନ୍ତି ଯେ, ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାଇଥିବା ୪ଟିି ବିଦେଶୀ ଉପହାର ବିକ୍ରି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ବୁଧବାର ତୋଶାଖାନା ମାମଲାରେ ପାକିସ୍ତାନର ନିର୍ବାଚନ…

କ୍ୟୁଆରଏସଏଏମ୍‌ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୯(ବ୍ୟୁରୋ) : ଡିଆରଡିଓ ବୈଜ୍ଞାନିକ ଏବଂ ଭାରତୀୟ ସେନା ପକ୍ଷରୁ ଗୁରୁବାର ସଫଳତାର ସହ କ୍ୟୁଆରଏସଏଏମ୍‌ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ରଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଭେଦ କରିଛି। ଡିଆରଡିଓୀ ଓଡିଶାର…

ନୂଆ ସମବାୟ ନୀତି ଆଣିବ ସାମଗ୍ରିକ ପରିବର୍ତ୍ତନ: ଶାହା…

ନୂଆଦିଲ୍ଲୀ, ୮।୯ : ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି ଯେ ନୂତନ ଜାତୀୟ ସମବାୟ ନୀତି ସାମଗ୍ରିକ ପରିବର୍ତ୍ତନ ଆଣିବ। ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ରାଜ୍ୟ ସମବାୟ ମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧିତ କରି ସେ…

ପିଏମ୍‌ କିଷାନ ଯୋଜନାରେ ହେରଫେର୍‌, ଟଙ୍କା ଫେରାଇବା ଲାଗି ୨୧ ଲକ୍ଷ ଚାଷୀ ତାଲିକାଭୁକ୍ତ…

ନୂଆଦିଲ୍ଲୀ, ୮।୯ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବହୁ ହେରଫେର ହୋଇଛି। ଅଯୋଗ୍ୟ ଚାଷୀ ମଧ୍ୟ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଲାଭାନ୍ବିତ ହେବାରେ ଲାଗିଛନ୍ତି। ଏନେଇ ଖବର ମିଳିବା ପରେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁୂ ଯାଞ୍ଚ୍‌ କରାଯାଇ…

ସମସ୍ତ ଦେଶର ଗୁପ୍ତ ତଥ୍ୟ ଉପରେ ଚାଇନାର ନଜର, ଆମେରିକା କମ୍ପାନୀରୁ ଚୋରି କରୁଛି ଡାଟା…

ଓ୍ବାଶିଂଟନ/ବେଜିଂ, ୮।୯ : ଏକବିଂଶ ଶତାବ୍ଦୀରେ ଗୁପ୍ତ ତଥ୍ୟ କୁ ସବୁଠାରୁ ବଡ ସମ୍ପତ୍ତି ବୋଲି କୁହାଯାଉଛି। ଏପରିସ୍ଥଳେ ଡାଟା ଚୋରି ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି। ଆମେରିକାର ଅନେକ ବିଶ୍ୱବିଦ୍ୟାଳୟର ଜେନେଟିକ…

କବରକୁ ନେଇ ରାଜନୈତିକ ବିବାଦ, ମହାବିକାଶ ଅଘାଡିକୁ ଘେରିଲା ଭାଜପା…

ମୁମ୍ବାଇ, ୮।୯ : ୧୯୯୩ ମସିହାରେ ମୁମ୍ବାଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯାକୁବ ମେମନଙ୍କ କବରକୁ ନେଇ ମହାରାଷ୍ଟ୍ରରେ ଏକ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ପୂର୍ବ ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ କବରକୁ…

ଫେସବୁକ ଲାଇଭରେ ଆଖିବୁଜା ଗୁଳିମାଡ଼…

ଓ୍ବାଶିଂଟନ, ୮।୯ : ଆମେରିକାର ଟେନେସି ପ୍ରଦେଶର ମେମ୍ଫିସ ସହରରେ ଜଣେ ୧୯ ବର୍ଷର ବାଳକ ଫେସବୁକ ଲାଇଭରେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମେମ୍ଫିସ ପୋଲିସ…

ନିଟ୍‌ ରେଜଲ୍ଟ ପ୍ରକାଶ: ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର, ଓଡ଼ିଶା ଟପ୍ପର ପ୍ରିୟ ସୋମଦତ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୯(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି(ୟୁଜି)-୨୦୨୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଦେଶରେ ମୋଟ ୧୭,୬୪,୫୭୧ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୯,୯୩,୦୬୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫,୬୩,୯୦୨ଜଣ ଛାତ୍ରୀ ଥିବାବେଳେ…

ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି…

ଡେରାଡୁନ୍‌, ୮।୯ : ଉତ୍ତରାଖଣ୍ଡର ଚମ୍ପାୱତ ଜିଲାରେ ଏକ ଦୁର୍ଘଟଣା ଘଟିଛି। ୧୨ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଖାଲରେ ପଡ଼ିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନିକ ଟିମ୍‌…

୧୫୦ ଦିନିଆ ଭାରତ ଯୋଡ଼ ପଦଯାତ୍ରାରେ ୧୧୯ ଭାରତ ଯାତ୍ରୀ…

ନୂଆଦିଲ୍ଲୀ, ୮।୯ : କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏବଂ ବହୁ ବରିଷ୍ଠ ନେତା ଗୁରୁବାର ସକାଳେ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି। ଦଳ ଏହି ଯାତ୍ରାକୁ ଏକ ଜନସମ୍ପର୍କ ଅଭିଯାନ ଭାବରେ ବର୍ଣ୍ଣନା କରୁଛି ଏବଂ ସଂଗଠନକୁ…

ଶାହାଙ୍କ ସୁରକ୍ଷାରେ ଅବହେଳା, ଏମ୍‌ପିଙ୍କ ପିଏ କହି ସୁରକ୍ଷା ଘେରରେ ପ୍ରବେଶ…

ନୂଆଦିଲ୍ଲୀ, ୮।୯ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତ ସମୟରେ ସୁରକ୍ଷାରେ ଅବହେଳା ମାମଲା ସାମ୍ନାକୁ ଆସିଛି। ମୁମ୍ବାଇରେ ଜଣେ ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ତାଙ୍କ ଚାରିପାଖରେ ବୁଲୁଥିଲେ। ସୋମବାର ଶାହାଙ୍କ ଗସ୍ତ ସମୟରେ ସେ ନିଜକୁ ଆନ୍ଧ୍ରପ୍ରଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri