ଦକ୍ଷିଣ କୋରିଆ ନିକଟରେ କ୍ଷେପଣାସ୍ତ୍ର ପକାଇଲେ କିମ୍…
ପ୍ୟୋଙ୍ଗୟାଙ୍ଗ/ସିଓଲ,୨।୧୧: ଉତ୍ତର କୋରିଆ ପୁଣି ଦକ୍ଷିଣ କୋରିଆ ଆଡକୁ ବୁଧବାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ପଡୋଶୀ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇନ ସୁକ ୟୋଲ ଜାତୀୟ ସୁରକ୍ଷା ପରିଷଦର…
ପୁଣି ଘନେଇଲା ଆତଙ୍କ, ଦୈନିକ ମୃତ୍ୟୁସଂଖ୍ୟା ୧,୩୭୩…
ନୂଆଦିଲ୍ଲୀ, ୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି।…
ଏନଆରଆଇ-ପ୍ରବାସୀ ଶ୍ରମିକଙ୍କୁ ମତଦାନ ଅଧିକାର ପାଇଁ ହେବ ଆଇନ: କେନ୍ଦ୍ରର ପ୍ରତିଶ୍ରୁତି ପରେ ଶୁଣାଣି ବନ୍ଦ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧।୧୧ : ଭାରତ ବାହାରେ ରହୁଥିବା ଏନଆରଆଇମାନଙ୍କୁ ଭୋଟ ଅଧିକାର ପ୍ରଦାନ ପ୍ରସଙ୍ଗରେ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି। କୋର୍ଟ କହିଛନ୍ତି ଯେ ୨୦୧୩ରେ ଦାଖଲ ହୋଇଥିବା ଏହି ପିଟିଶନରେ ଦିଆଯାଇଥିବା ଦାବି ସହିତ ସରକାର ଏବଂ…
ନୀତୀଶଙ୍କ ଦଳରେ ଫାଟ, ଭାଜପା ଯୋଗାଯୋଗରେ ଜେଡ଼ିୟୁର ବହୁ ବିଧାୟକ: ସୁଶୀଲ ମୋଦି…
ଗୋପାଳଗଞ୍ଜ,୧।୧୧: ଗୋପାଳଗଞ୍ଜ ବିଧାନସଭା ଉପ-ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ ଥିଲା। ଗ୍ରାଣ୍ଡ ଆଲାଇନ୍ସ ଏବଂ ଏନଡିଏର ବହୁ ବଡ ନେତା ଏକ ରାଲି କରି ଭୋଟ ପାଇଁ ଅନୁରୋଧ କରିଥିଲେ। ଗୋପାଳଗଞ୍ଜରୁ ଭାଜପା ପ୍ରାର୍ଥୀ କୁସୁମ ଦେବୀଙ୍କ ପାଇଁ…
ଭାଜପା-ଟିଆରଏସ୍ ପରସ୍ପରକୁ କରୁଛନ୍ତି ସହଯୋଗ, ମୋଦିଙ୍କ ନିର୍ଦ୍ଦେଶ ହେଉଛି କାର୍ଯ୍ୟ: ରାହୁଲ…
ହାଇଦ୍ରାବାଦ,୧।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରୀ ବର୍ତ୍ତମାନ ତେଲେଙ୍ଗାନାରେ ପହଞ୍ଚିଛି। ମଙ୍ଗଳବାର ହାଇଦ୍ରାବାଦରେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଭାଜପାକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଆମର ଯାତ୍ରା ଘୃଣା ଏବଂ…
ମୋଦିଙ୍କ ଗସ୍ତ ପୂର୍ବରୁ ହସ୍ପିଟାଲର ବହୁ ମରାମତି, ଧଳା କପଡ଼ାରେ ଲୁଚାଯାଇଥିଲା କମ୍ପାନୀର ନାମ: ବିରୋଧୀଙ୍କ ଅଭିଯୋଗ…
ମୋରବି,୧।୧୧ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟର ମୋରବି ଗସ୍ତ କରିଥିଲେ। ଏହି ସମୟରେ ସେ ଝୁଲାପୋଲ ଦୁର୍ଘଟଣା ଘଟିଥିବା ମାଚ୍ଛୁ ନଦୀ କୂଳକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମଗ୍ର ଅଞ୍ଚଳରେ ବ୍ୟାପକ ମରାମତି କରାଯାଇଥିଲା। ଦୁର୍ଘଟଣାସ୍ଥଳରେ ପୋଲର…
୧୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୪ ଚାକିରିରୁ ବିଦା,୬ଜଣଙ୍କ ପେନସନ ବନ୍ଦ ଆଉ…
ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ଆଉ ୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିରେ ୪ ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଏବଂ ଅନ୍ୟ ୬ ଜଣଙ୍କ ପେନ୍ସନ ସ୍ଥାୟୀ…
ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନ: ନୋଟାରେ ଭୋଟ ଦେବାକୁ ଭୋଟରଙ୍କୁ ଟଙ୍କା ଦେଉଛି ଭାଜପା, ଉଦ୍ଧବ ସମର୍ଥକଙ୍କ ଅଭିଯୋଗ…
ମୁମ୍ବାଇ,୧।୧ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ଅଭିଯୋଗ କରିଛି ଯେ ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନରେ ଭୋଟରଙ୍କୁ ଉପରୋକ୍ତ କୌଣସିଟ ନୁହେଁ (ନୋଟା) ବିକଳ୍ପରେ ଭୋଟ ଦେବାକୁ ଭାଜପା ପକ୍ଷରୁ ଟଙ୍କା ଦିଆଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉପ-ନର୍ବାଚନ…
୩ ରାଜଧାନୀ ମାମଲାର ଶୁଣାଣି: ଖଣ୍ଡପୀଠରୁ ଅଲଗା ହେଲେ ସିଜେଆଇ…
ନୂଆଦିଲ୍ଲୀ,୧।୧୧ : ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଲିତ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆବେଦନ ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଏଥିରେ ଉଲ୍ଲେଖଥିଲା ଯେ ରାଜଧାନୀକୁ ଘୁଞ୍ଚାଇବା, ବିଭାଜନ ନେଇ କୌଣସି ଆଇନ କରିବା…
ମୋରବି ଦୋଷୀଙ୍କୁ ସରକାରୀ ସୁରକ୍ଷା ମିଳୁଥିବା ଅଭିଯୋଗ, ଓରେଭା କମ୍ପାନୀ ମାଲିକ ନିଖୋଜ, ଫାର୍ମହାଉସରେ ତାଲା…
ମୋରବି,୧।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣାରେ ୪୭ ଜଣ ଶିଶୁଙ୍କ ସମେତ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଭାଜପା ନେତୃତ୍ୱାଧୀନ ଗୁଜରାଟ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଔପନିବେଶ ସମୟର ପୋଲର…
ପଶ୍ଚିମବଙ୍ଗରେ ଶୀଘ୍ର ଲାଗୁ ହେବ ସିଏଏ: ଶୁଭେନ୍ଦୁ ଅଧିକାରୀ…
କୋଲକାତା,୧।୧୧ : ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ପଶ୍ଚିମବଙ୍ଗରେ ମଧ୍ୟ ଏହା ଲାଗୁ କରାଯିବ। ଆଫଗାନିସ୍ତାନ,…
ଦେଶୀ ଘିଅ ତୁଳନାରେ ପେଟ୍ରୋଲ-ଡିଜେଲ ହୋଇଛି ମହଙ୍ଗା, କିନ୍ତୁ ମୋଦି-ଶାହା ଲୋକଙ୍କୁ କରୁଛନ୍ତି ଭ୍ରମିତ: ପାଇଲଟ…
ଶିମଲା,୧।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ କୁଟେଲହଡ ଉନା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଭୁଟ୍ଟୋଙ୍କ ପାଇଁ ପ୍ରଚାର ସମୟ ଏକ ସାଧାରଣ ସଭାକୁ ସମ୍ବୋଧିତ…

