Home Middle

ଭାଜପାରେ ଯୋଗ ଦେଇଥିବା ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲା ଆଣିବ କଂଗ୍ରେସ…

ପଣଜୀ,୧।୧୧ : ନିକଟରେ ଗୋଆ କଂଗ୍ରେସ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କାମତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ…

ମୂର୍ତ୍ତିକାର କନୟି କୁହ୍ନିରମଣ ପ୍ରତ୍ୟାଖ୍ୟାନ କଲେ ରାଜ୍ୟ ସରକାରଙ୍କ ସବୋର୍ଚ୍ଚ ସମ୍ମାନ…

ଥିରୁଭାନନ୍ତପୁରମ୍‌,୧।୧୧ : ମୂର୍ତ୍ତିକାର କନୟି କୁହ୍ନିରମଣ କେରଳ ସରକାରଙ୍କ ସର୍ବୋଚ୍ଚ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପଦ୍ମ ପୁରସ୍କାରରେ ସମ୍ମାନୀତ କୁହ୍ନିରମଣଙ୍କୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାରଙ୍କ ଦ୍ୱାରା ରାଜ୍ୟର ସର୍ବୋଚ୍ଚ ସମ୍ମାନ ଘୋଷଣା କରାଯାଇଥିଲା। କିନ୍ତୁ କୁହ୍ନିରମଣ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିବା…

ଭିକ ମାଗି ଶିକ୍ଷକଙ୍କୁ ଦେବି ଦରମା, କିନ୍ତୁ ବନ୍ଦ ହେବନି ଯୋଗ କ୍ଲାସ…

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀରେ ମାଗଣା ଯୋଗ କ୍ଲାସ ବନ୍ଦ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ମୁଁ ନିଜେ ଏକ ପାତ୍ର୍‌ ଧରି ଭିକ ମାଗିବ ବରଂ କିନ୍ତୁ ଯୋଗ ଶିକ୍ଷକମାନଙ୍କୁ ମୁଁ…

ଝୁଲା ପୋଲ ଦୁର୍ଘଟଣା ନେଇ ସିସୋଡିଆଙ୍କ ୫ ପ୍ରଶ୍ନ, ସମ୍ପୃକ୍ତ କମ୍ପାନୀଠାରୁ କେତେ ଟଙ୍କା ଚାନ୍ଦା ପାଇଛି ଭାଜପା…

ନୂଆଦିଲ୍ଲୀ,୧।୧୧ : ଗୁଜୁରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବାରେ ଲାଗିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାଜପାକୁ ୫ ଟି ପ୍ରଶ୍ନ ପଚାରିଛନ୍ତି। ଗଣମାଧ୍ୟମକସିସୋଡିଆ କହିଛନ୍ତି ଯେ ମୋରବିରେ ଘଟିଥିବା…

ଚାଇନାରେ ପୁଣି କରୋନା ଆତଙ୍କ, ସାଙ୍ଘାଇରେ ବଢ଼ିଲା ମୃତ୍ୟୁ ସଂଖ୍ୟା…

ବେଜିଂ,୧।୧୧: କରୋନା ମହାମାରୀ ପୁଣି ଥରେ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଦେଶର ବହୁ ସହରରେ ଶୂନ କରୋନା ନୀତି ଅନୁଯାୟୀ ସରକାର ଲକଡାଉନ ଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର, ସାଂଘାଇର ଡିସ୍ନିଲ୍ୟାଣ୍ଡକୁ ହଠାତ ବନ୍ଦ କରାଯାଇଛି। ଏହାର…

ମହାକାଶ ଷ୍ଟେଶନକୁ ଶେଷ ସ୍ପେସ୍‌ ମଡ୍ୟୁଲ ପଠାଇଲା ଚାଇନା, ସମ୍ପୂର୍ଣ୍ଣ ହେଲେ ଯିବେ ୩ ମହାକାଶଚାରୀ…

ବେଜିଂ,୧।୧୧ : ଚାଇନା ସୋମବାର ଏହାର ସ୍ପେସ ଷ୍ଟେଶନର ଶେଷ ଲ୍ୟାବ ମଡ୍ୟୁଲ ମେଙ୍ଗଶାନ ଲଞ୍ଚ କରିଛି। ଚାଇନାର ସ୍ପେସ ଲାବୋରେଟୋରୀ ଲଙ୍ଗ ମାର୍ଚ୍ଚ -୫ ବିଏ -୪ ରକେଟ ମାଧ୍ୟମରେ ଦକ୍ଷିଣ ଦ୍ୱୀପ ପ୍ରଦେଶ ହେନାନ ଉପକୂଳ ଲଞ୍ଚିଂ ଷ୍ଟେଶନରୁ…

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହେଲା ୨୫୦ଦିନ

ମସ୍କୋ/କ୍ୱିଭ,୧ ।୧୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୨୫୦ଦିନ ପୂରଣ କରିଛି । ହେଲେ ଏବେବି ଏହା ଥମିବା ପରିବର୍ତ୍ତେ ବେଳକୁ ବେଳ ବଢିବାରେ ଲାଗିଛି । ୟୁକ୍ରେନର ପାୱାର ପ୍ଲାଣ୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ରୁଷିଆ କରିଥିବା…

ଆଇଏସଆଇର ଷଡ଼ଯନ୍ତ୍ର : ଖଲିସ୍ତାନୀ ସମର୍ଥକଙ୍କୁ କରୁଛି ଏକଜୁଟ…

ଇସଲାମାବାଦ,୧।୧୧: ପାକିସ୍ତାନର ଗୁପ୍ତଚର୍‌ ଏଜେନ୍ସି ଆଇଏସଆଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି। ପୃଥିବୀବ୍ୟାପି ସମସ୍ତ ଖଲିସ୍ତାନୀ ସମର୍ଥକଙ୍କୁ ଆଇଏସଆଇ ଏବେ ଏକଜୁଟ କରୁଛି। ଭାରତର ବିଭିନ୍ନ ସ୍ଥାନରେ ଖଲିସ୍ତାନୀଙ୍କ ଆକ୍ରମଣ ପାଇଁ ଆଇଏସଆଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ମିଡ଼ିଆ ରିପୋର୍ଟ…

ମୋରବି ଘଟଣାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ଭାଜପା, ସୁକେଶଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଉଛି ଗୁଳି: କେଜରିୱାଲ

ନୂଆଦିଲ୍ଲୀ,୧ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ଜରିଆରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଭାଜପା ସବୁ ଭଲ କାମକୁ ଅଟକାଇବାକୁ ଚେଷ୍ଟା କରୁଛି । ଏବେ ଏହାର…

ସପ୍ତାହେ ପରେ ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା, ଚିନ୍ତାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୮ ହଜାର ତଳେ ରହିଛି। ଗତ ୨୪…

ସୁପ୍ରିମକୋର୍ଟ ପହଞ୍ଚିଲା ମୋରବି ପୋଲ ଭାଙ୍ଗିବା ଘଟଣା

ନୂଆଦିଲ୍ଲୀ,୧ ।୧୧: ଗୁଜରାଟ ମୋରବି ସହରରେ କେବଲ ସସ୍‌ପେନସନ ବ୍ରିଜ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ନ୍ୟାୟିକ କମିଶନ ଗଠନ…

ପୀଡିତଙ୍କ ଦୁଃଖ ବାଣ୍ଟିବାକୁ ଆଜି ମୋରବି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧ ।୧୧: ଗୁଜରାଟର ମୋରବି ସହରରେ ମଚ୍ଛୁ ନଦୀ ଉପରେ ଥିବା କେବଲ ସସପେନସନ ପୋଲ ଭାଙ୍ଗି ଯିବାରୁ ଏବେ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ୧୦୦ରୁ ଅଧିକ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?