ରୁଷିଆ ଆତଙ୍କବାଦର ପୃଷ୍ଠପୋଷକ
କିଭ୍,୨୪ା୧୧: ୟୁରୋପୀୟ ପାର୍ଲାମେଣ୍ଟ ବୁଧବାର ରୁଷିଆକୁ ‘ଆତଙ୍କବାଦର ପୃଷ୍ଠପୋଷକ ରାଷ୍ଟ୍ର’ ଘୋଷଣା କରିଛି। ୟୁକ୍ରେନ୍ରେ ମସ୍କୋ ଲଗାତର ବର୍ବର ଆକ୍ରମଣ କରିବା ସହ ମାନବ ଅଧିକାର ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି ପାର୍ଲାମେଣ୍ଟ ଦର୍ଶାଇଛି। ୫୯୬ ସଦସ୍ୟ…
ମହାକାଶରେ ହେବ ସୋଲାର ଫାର୍ମ
ପ୍ୟାରିସ୍,୨୪।୧୧: ବୈଦ୍ୟୁତିକ ଶକ୍ତି ଉତ୍ପାଦନର ପ୍ରମୁଖ ସମ୍ବଳ ହେଉଛି କୋଇଲା। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ କୋଇଲା ସଙ୍କଟ ମୁଣ୍ଡ ଟେକିଛିି। ଏଥିଯୋଗୁ ଭବିଷ୍ୟତରେ ବିଦ୍ୟୁତ୍ ଶକ୍ତିର ଘୋର ଅଭାବ ବିଶ୍ୱବାସୀଙ୍କ ପାଇଁ ବିପଦ ସାଜିପାରେ। ଏ…
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଭଳି ଇସି ଲୋଡ଼ା
ନୂଆଦିଲ୍ଲୀ,୨୪ା୧୧ : କେନ୍ଦ୍ରରେ କ୍ଷମତାସୀନ ଯେକୌଣସି ଦଳ ସବୁଦିନ କ୍ଷମତାରେ ରହିବାକୁ ଚାହେଁ। ଏଥିଲାଗି ବର୍ତ୍ତମାନ ବ୍ୟବସ୍ଥା ଅଧୀନରେ ଶାସକ ଦଳ ଜଣେ ‘ବୋଲକରା’ଙ୍କୁ ନିର୍ବାଚନ କମିଶନର (ଇସି) ରୂପେ ନିଯୁକ୍ତ କରିପାରେ। ଜଣେ ନିର୍ବାଚନ କମିଶନର ଏପରି ହେବା କଥା,…
ମିଳିମିଳା ବିଶ୍ୱ ପାଇଁ ବିପଦ, ଏହାକୁ ରୋକିବାକୁ ୯୫ ପ୍ରତିଶତ ଟିକାକରଣ ଜରୁରୀ : ଡବ୍ଲୁଏଚଓ
ଜେନେଭା,୨୪ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଓ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସଡିସି) ବୁଧବାର କହିଛି କରୋନା ଭାଇରସ ମହାମାରୀ ଆରମ୍ଭ ହେବାପରେ ମିଳିମିଳା ଟିକାକରଣ କମିବାରେ ଲାଗିଛି । ଏହାର ପରିଣାମ ସ୍ୱରୂପ ଗତ ବର୍ଷ…
ଭସାଣି ବେଳେ ଅଘଟଣ: ବାଣ ଫୁଟି ୨୦ରୁ ଅଧିକ ଆହତ
କେନ୍ଦ୍ରାପଡା ଅଫିସ୍,୨୩।୧୧: କେନ୍ଦ୍ରାପଡାରେ ଏକ ବଡ଼ ଅଘଟଣ ଘଟିଛି। କେନ୍ଦ୍ରାପଡା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣବେଳେ ବାଣ ଫୁଟି ୬୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବାଣ ପ୍ରତିଯୋଗିତା ଚାଲିଥିବାବେଳେ…
ଚାଇନାରେ କମିଲା ସୁନାର ଚାହିଦା
ବେଜିଂ,୨୩ା୧୧: ଚାଇନାରେ ଏହି ସପ୍ତାହରେ ସୁନାର ଚାହିଦା ହ୍ରାସ ପାଇଛି। କରୋନା ମହାମାରୀ ଯୋଗୁ ଲକ୍ଡାଉନ୍ ପାଇଁ ଏହି ଚାହିଦା ହ୍ରାସ ପାଇଛି। ତେବେ ଏହି ସମୟ ମଧ୍ୟରେ ଏସିଆରେ ସୁନାର ଚାହିଦା ବଢ଼ିଛି। ଭାରତରେ ସୁନା ମୂଲ୍ୟରେ ବୃଦ୍ଧି ଅଧିକାଂଶ…
ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍: ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ୍
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଆସନ୍ତା ବର୍ଷ ଜାନୁୟାରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ୱକପ୍। ଏଥିଲାଗି ଦର୍ଶକ ଭାବେ ପ୍ରଥମ ଟିକେଟ୍ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲୀପ ତିର୍କି ବୁଧବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ…
ଇଡି କାର୍ଯ୍ୟାଳୟରେ ଡାକ୍ତରୀ ଟିମ୍
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ବୁଧବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତରୀ ଟିମ୍।ଏହି ଟିମ୍ ଆସିଥିବାରୁ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ୍ ମାମଲାରେ କାହାକୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆଜି ଶ୍ରଦ୍ଧାଞ୍ଜଳି ଏବଂ ଅକ୍ଷୟ ପରିଜାଙ୍କୁ…
ଥରିଲା ତୁର୍କୀ, ୫୦ ଆହତ
ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ ୧୮୬ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୯ ଥିଲା।…
ବାଂଲାଦେଶୀ ଶରଣାର୍ଥୀ ଭାରତର ନାଗରିକ : ମମତା…
କୋଲକାତା,୨୩।୧୧ : ଦେଶରେ ସିଏଏ ଲାଗୁ ହେବା ନେଇ ଚର୍ଚ୍ଚା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବାଂଲାଦେଶରୁ ଆସିଥିବା ଶରଣାର୍ଥୀମାନେ ଭାରତର ନାଗରିକ। ସିଏଏ ନାମରେ ଲୋକଙ୍କୁ…
କର୍ମଚାରୀ ଛଟେଇ ନେଇ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କଲା ଶ୍ରମ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୨୩।୧୧ : କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରୁଥିବାରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କରାଯାଇଛି। ବୁଧବାର ବେଙ୍ଗାଲୁରୁରେ ଡେପୁଟି ଲେବର କମିଶନରଙ୍କ ନିକଟରେ ହାଜର ହେବାକୁ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତିରେ ଲେଖିଛି, ତୁମକୁ…
ବରିଷ୍ଠତା ଆଧାରରେ ହୋଇଥାଏ ସିଇସିଙ୍କ ନିଯୁକ୍ତି : ସୁପ୍ରିମ୍କୋର୍ଟରେ କେନ୍ଦ୍ର ସରକାରଙ୍କ ଜବାବ…
ନୂଆଦିଲ୍ଲୀ,୨୩।୧୧ : ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରତ୍ୟେକ ଥର ବରିଷ୍ଠତା ଆଧାରରେ ଏହି ନିଯୁକ୍ତି କରାଯାଇଥାଏ। ଆମକୁ କେବଳ ସିଇସି…

