Home Middle

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଆରମ୍ଭରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ଆଗତ କରିବା ପରେ ଗୃହକାର୍ଯ୍ୟ ଆରମ୍ଭ…

ଆରମ୍ଭ ହେଲା ଧରିତ୍ରୀର ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ। ଏହି ଅବସରରେ ଧରିତ୍ରୀ ପକ୍ଷରୁ ‘ୟୁଥ୍‌ କନ୍‌କ୍ଲେଭ-୨୦୨୨’ ଆରମ୍ଭ ହୋଇଛି। ଗୁରୁବାର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେଇଛନ୍ତି। ଏଥିସହ…

ବିଧାୟକ କିଣାବିକା ମାମଲାରେ ଭାଜପା ମହାସଚିବଙ୍କ ନାମ…

ହାଇଦ୍ରାବାଦ,୨୪।୧୧ : ତେଲେଙ୍ଗାନା ପୋଲିସର ଏସଆଇଟି ଗୁରୁବାର ତେଲେଙ୍ଗାନାର ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଚାରିଜଣ ବିଧାୟକଙ୍କ କିଣାବିକା କାରବାର ମାମଲାରେ ଭାଜପା ଜାତୀୟ ସଂଗଠନର ମହାସଚିବ ବି.ଏଲ ସନ୍ତୋଷଶ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଅଭିଯୋଗ ଆଣିଛି। ଏହା…

ଚାଇନା ନେପାଳର ୩୬ ହେକ୍ଟର ଜମି କରିଛି ଦଖଲ…

ବେଜିଂ/କାଠମାଣ୍ଡୂ,୨୪।୧୧ : ନେପାଳର ଉତ୍ତର ସୀମାରେ ଚାଇନା ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର କୃଷି ମନ୍ତ୍ରଣାଳୟ ସ୍ବାରା ଜାରି କରାଯାଇଥିବା ସର୍ଭେ ଡକ୍ୟୁମେଣ୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ଗୃହ ମନ୍ତ୍ରଣାଳୟର ଏକ ଅଧ୍ୟୟନରେ ନିଷ୍ପତ୍ତି…

ଭାରତ ଯୋଡୋ ଯାତ୍ରାରେ ପ୍ରିୟଙ୍କା-ରବର୍ଟଙ୍କ ସହିତ ପୁଅ ରେହାନ…

ନୂଆଦିଲ୍ଲୀ,୨୪।୧୧ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିଛି। ଗୁରୁବାର ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରବର୍ଟ ଭଦ୍ରାଙ୍କ ବ୍ୟତୀତ ସେମାନଙ୍କ ପୁଅ ରେହାନ ମଧ୍ୟ ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଭାଗ…

ଇଣ୍ଡୋନେସିଆ ଭୂକମ୍ପ: ମାଟି ତଳୁ ୬ ବର୍ଷର ଶିଶୁ ଜୀବନ୍ତ ଉଦ୍ଧାର…

ଜାକର୍ତ୍ତା,୨୪।୧୧ : ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ସିଆନଜୁରରେ ସୋମବାର ୫.୬ ତୀବ୍ରତାଯୁକ୍ତ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ରେକର୍ଡ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରେ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ବିପର୍ଯ୍ୟୟ ଏଜେନ୍ସି କହିଛି…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

ଏନଆଇଏ ରାଡାରରେ ପଞ୍ଜାବୀ ଗାୟକ-ସଙ୍ଗିତକାର, ବେଆଇନ ଅର୍ଥ ଲୁଟ ଅଭିଯୋଗ

ନୂଆଦିଲ୍ଲୀ,୨୪ ।୧୧: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ରାଡାରରେ ଆସିଛନ୍ତି କେତେଜଣ ପଞ୍ଜାବୀ ଗାୟକ ଓ ସଙ୍ଗିତକାର । ଏମାନଙ୍କ ଉପରେ ପଞ୍ଜାବ ଓ ବିଦେଶରେ ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ଅବୈଧ ଭାବେ ଅର୍ଜିତ ଅର୍ଥକୁ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଲଗାଇଥିବା ଅଭିଯୋଗ ରହିଛି ।…

ୟୁକ୍ରେନ୍‌ ପାଇଁ ସହାୟତା ଘୋଷଣା କଲେ ଆମେରିକା-ବ୍ରିଟେନ…

ଓ୍ବାଶିଂଟନ/ଲଣ୍ଡନ/କ୍ୱିଭ୍‌,୨୪।୧୧ : ଆମେରିକା ୟୁକ୍ରେନକୁ ୪୦ କୋଟି ଡଲାରର ଏକ ସହାୟତା ପ୍ୟାକେଜ ପଠାଉଛି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ଏହି ନୂତନ ସହାୟତା ପ୍ୟାକେଜ ସମେତ ଫେବୃଆରୀ ୨୪ ରେ ରୁଷିଆ ଆକ୍ରମଣ ପରେ ଆମେରିକା…

ପୁଣି ଚାଇନାକୁ ଫେରିଲା କରୋନା ମହାମାରୀ…

ବେଜିଂ,୨୪।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। କରୋନା ଆକ୍ରାନ୍ତଙ୍କ ଦୈନିକ…

ଫିଲିପ୍ସର ଚିକିତ୍ସା ଉପକରଣରେ ତ୍ରୁଟି ଯୋଗୁ ଆମେରିକାରେ ୨୬୦ ଜଣଙ୍କ ମୃତ୍ୟୁ

ଆମଷ୍ଟର୍ଡମ,୨୪ ।୧୧: ଆମେରିକାରେ ଫିଲିପ୍ସର ସ୍ଲିପ ଆପନିଆ ଓ ଭେଣ୍ଟିଲେଟର ଚିକିତ୍ସା ଉପକରଣରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପ୍ରିଲ ୨୦୨୧ରୁ ଏବେ ପର୍ଯ୍ୟନ୍ତ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ଖାଦ୍ୟ ଓ ଔଷଧ ପ୍ରଶାସନ କହିଛି ତ୍ରୁଟିର…

ୟୁକ୍ରେନୀୟଙ୍କ ଦୁର୍ଦ୍ଦଶା ଷ୍ଟାଲିନ୍‌ଙ୍କ ଗଣହତ୍ୟା ସଦୃଶ: ପୋପ୍‌

ଭାଟିକାନ୍‌ ସିଟି,୨୪ା୧୧: କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର ୟୁକ୍ରେନବାସୀଙ୍କ ଦୁର୍ଦ୍ଦଶାକୁ ଷ୍ଟାଲିନ୍‌ଙ୍କ ୯୦ ବର୍ଷ ତଳର ବର୍ବରତା ସହ ତୁଳନା କରିଛନ୍ତି। ସୋଭିଏତ୍‌ ସଂଘର ପୂର୍ବତନ ପ୍ରଧାନମନ୍ତ୍ରୀ ଜୋଶେଫ୍‌ ଷ୍ଟାଲିନ୍‌ ୧୯୩୦ ଦଶକରେ ଏକ କୃତ୍ରିମ ମରୁଡ଼ି ସୃଷ୍ଟି କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?