ସଚିନଙ୍କୁ କର ମୁଖ୍ୟମନ୍ତ୍ରୀ: ରାହୁଲଙ୍କୁ ଗୁର୍ଜର ନେତାଙ୍କ ଚେତାବନୀ…
ଜୟପୁର,୨୩।୧୧ : ରାଜସ୍ଥାନ କଂଗ୍ରେସ ପାଇଁ ଏକ ସମସ୍ୟା ପାଲଟିଛି। ଜଣକୁ ବୁଝାଇବା ପରେ, ଅନ୍ୟ ଜଣେ ଆଖି ଦେଖାଇବା ଆରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇରେ କଂଗ୍ରେସ…
ବସ୍ଷ୍ଟାଣ୍ଡରେ ବୋମା ବିସ୍ଫୋରଣ: ଜଣେ ମୃତ, ୧୫ ଆହତ
ଜେରୁଜେଲମ,୨୩ା୧୧: ଇସ୍ରାଏଲର ରାଜଧାନୀ ଜେରୁଜେଲମରେ ବୁଧବାର ଦୁଇଟି ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ…
ଚାଇନାରେ କରୋନା ମହାମାରୀ ସ୍ଥିତି ସଙ୍କଟ ଜନକ, ଜାରି ହେଲା କଡ଼ା କଟକଣା…
ବେଜିଂ,୨୩।୧୧ : ଚାଇନାରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ଗୁରୁତର ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। ବେଜିଂରେ କରୋନାଙ୍କ ନୂଆ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଆଉ ଦୁଇଟି…
ଆମେରିକାରେ କର୍ମଚାରୀ ଛଟେଇ : ଭାରତୀୟ ଅଧିକ ପ୍ରଭାବିତ…
ଓ୍ବାଶିଂଟନ,୨୩।୧୧ : ଆମେରିକାରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଜାରି ରହିଛି। ଏହା ଦ୍ୱାରା ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ରହୁଥିବା କର୍ମଚାରୀମାନଙ୍କ ପାଇଁ ଅସ୍ଥାୟୀ ଭିଜା ଉପରେ ଆଉ ଏକ ଚାକିରି ଖୋଜିବା ପାଇଁ କମ…
କାନାଡ଼ାରେ ଅଘୋଷିତ ଚାଇନା ପୋଲିସ ଥାନା, ତଦନ୍ତ ଆରମ୍ଭ…
ଟରୋଣ୍ଟୋ,୨୩।୧୧ : କାନାଡାର ଟରୋଣ୍ଟୋରେ ଅଘୋଷିତ ଚାଇନା ପୋଲିସ ଷ୍ଟେଶନ ଚଳାଇବା ମାମଲା ସାମ୍ନାକୁ ଆସିଛି। କାନାଡାର ରୟାଲ ମାଉଣ୍ଟେଡ ପୋଲିସ (ଆରସିଏମପି) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଆରସିଏମପି ଏକ ବିବୃତ୍ତିରେ କହିଛି ଯେ ଗ୍ରେଟର ଟରୋଣ୍ଟୋ ଏରିଆ…
ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀଙ୍କ ଆକ୍ରମଣ, ୮ ଯବାନ ସମେତ ୧୪ ମୃତ…
ଔଗାଡୋଗୁ,୨୩।୧୧ : ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜିହାଦି ଗୋଷ୍ଠୀ ଦୁଇଟି ପୃଥକ ପୃଥକ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆଠ ଜଣ ସେନା କର୍ମଚାରୀ ମଧ୍ୟ ଅଛନ୍ତି। ୨୦୧୫ ମସିହାରୁ ଦୁନିଆର…
୩୦ ଦିନରେ ୮୫ ହଜାର ମେଟ୍ରିକ୍ ଟନ୍ ଗହମ ୟେମେନ ପଠାଇଛି ଭାରତ…
ଜେନେଭା,୨୩।୧୧ : ୟେମେନର ପରିସ୍ଥିତିକୁ ନେଇ ଭାରତ ସମେତ ମିଳିତ ଜାତିସଂଘ ଚିନ୍ତିତ। ଏଥି ସହିତ ଯୁଦ୍ଧ ପରେ ପରିସ୍ଥିତିକୁ ନେଇ ଜାତିସଂଘ ଏହାକୁ ବିଶ୍ୱର ସବୁଠାରୁ ଖରାପ ମାନବିକ ସଙ୍କଟ ବୋଲି କହିଛି। ଅନ୍ୟପକ୍ଷରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ…
ଋଷି ସୁନକଙ୍କ ବିରୋଧରେ ବିଦ୍ରୋହ ଧମକ…
ଲଣ୍ଡନ,୨୩।୧୧ : ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରଥମ ଥର ପାଇଁ ନିଜ ଦଳର ସାଂସଦଙ୍କ ବିଦ୍ରୋହର ଆଶଙ୍କା ସାମ୍ନା କରିବାକୁ ପଡ଼ିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି କାରଣରୁ ତାଙ୍କୁ ବ୍ରିଟିଶ ସରକାରଙ୍କ ଘର ନିର୍ମାଣ ଯୋଜନା…
ସାର୍ବଭୌମତ୍ୱର ସମ୍ମାନ କରୁ ଚାଇନା : କମଲା ହାରିସଙ୍କ ପରାମର୍ଶ…
ଓ୍ବାଶିଂଟନ,୨୩।୧୧ : ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ବିବାଦୀୟ ଦକ୍ଷିଣ ଚାଇନା ସାଗର ନିକଟରେ ଥିବା ପଶ୍ଚିମ ଫିଲିପାଇନ୍ସ ଦ୍ୱୀପପୁଞ୍ଜ ପ୍ୟୁର୍ଟୋ ପ୍ରିନ୍ସେସା ପରିଦର୍ଶନ କରିଛନ୍ତି। ଆଞ୍ଚଳିକ ଅଖଣ୍ଡତା ଏବଂ ନାଭିଗେଶନ ସ୍ବାଧୀନତା ପାଇଁ ସେ ଏକତ୍ର ଠିଆ ହେବାକୁ ଆହ୍ାନ…
ଏସବୁ ୬୫ ଖେଳରେ ପଦକ ମିଳିଲେ ସରକାରୀ ଚାକିରି ପକ୍କା…
ନୂଆଦିଲ୍ଲୀ,୨୩।୧୧ : ଖେଳାଳିଙ୍କୁ ଚାକିରି ଏବଂ ପଦୋନ୍ନତି ଦେବା ପାଇଁ ଭାରତ ସରକାର ନିୟମ ଜାରି କରିଛନ୍ତି। ଗତ ସପ୍ତାହରେ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଏହି ନିୟମ ଅନୁଯାୟୀ କ୍ରୀଡ଼ାବିତଙ୍କୁ ଚାକିରି କିମ୍ବା ପଦୋନ୍ନତି ଦେବାକୁ କୁହାଯାଇଛି। ଯଦି କୌଣସି…
ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ରାଜକୀୟ ଭୋଜନ ନେଇ ଏଏପିକୁ ଘେରିଲା ଭାଜପା, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୨୩।୧୧ : ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଖାଦ୍ୟ ଖାଉଥିବା ନଜର ଆସିଛନ୍ତି ଏବଂ ଅନ୍ୟ କେହି ଜଣେ ତାଙ୍କୁ ଖାଦ୍ୟ ପରଷୁଛନ୍ତି।…
ଦୈନିକ ସଂକ୍ରମଣ ୩୬୦…
ନୂଆଦିଲ୍ଲୀ, ୨୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧…

