ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ୨ ପାଦ ଉଠିଲା ଭାରତ
ନୂଆଦିଲ୍ଲୀ,୨୩।୧୧(ଆଇଏଏନ୍ଏସ୍): ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ-୨୦୨୩)ରେ ଭାରତ ୨ ପାଦ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛି। ଜର୍ମାନ ଓ୍ବାଚ୍, ନ୍ୟୁ କ୍ଲାଇମେଟ୍ ଇନ୍ଷ୍ଟିଚ୍ୟୁଟ୍ ଏବଂ କ୍ଲାଇମେଟ୍ ଆକ୍ସନ ନେଟ୍ଓ୍ବର୍କ ପକ୍ଷରୁ ମଙ୍ଗଳବାର ଜାରି ସୂଚକାଙ୍କରେ ଏହି ବିଷୟ ପ୍ରକାଶ…
ଆଜିଠାରୁ ଦଶମ ଶ୍ରେଣୀ ଏସ୍ଏ-୧ ପରୀକ୍ଷା
କଟକ ଅଫିସ, ୨୩ା୧୧: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ (ଏସ୍ଏ-୧) ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ରାଜ୍ୟରେ ମୋଟ ୫ଲକ୍ଷ ୩୨ହଜାର ୭୧୨ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା…
ବିପଦ ଟଳି ନାହିଁ ! କଶ୍ମୀରରେ ୩୦୦ ଆତଙ୍କବାଦୀ ସକ୍ରିୟ-ଅନୁପ୍ରବେଶ ପାଇଁ ୧୬୦ ପ୍ରସ୍ତୁତ…
ଶ୍ରୀନଗର,୨୨।୧୧ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁରକ୍ଷା ବାହିନୀଙ୍କ ମିଳିତ ଅପରେଶନରେ ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି, କିନ୍ତୁ ଏହା ପରେ ମଧ୍ୟ ଉପତ୍ୟକାରେ…
କଂଗ୍ରେସର ଅଭିଯୋଗ : ମୋଦି ସରକାରଙ୍କ ପ୍ରଥମ ୫ ବର୍ଷରେ ଏନପିଏ ବଢ଼ିଛି ୩୬୫ ପ୍ରତିଶତ…
ନୂଆଦିଲ୍ଲୀ,୨୨।୧୧ : କଂଗ୍ରେସ ପୁଣି ଥରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛି। ମଙ୍ଗଳବାର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ ପାଞ୍ଚ ବର୍ଷରେ ରେ ଅଣ-ସମ୍ପତ୍ତି ସମ୍ପତ୍ତି (ଏନପିଏ) ରେ…
କରୋନା ମହାମାରୀ ସମୟରେ ବିଏମସି ଦେଇଥିବା ଠିକାର ଯାଞ୍ଚ୍ ଆରମ୍ଭ କଲେ ସିଏଜି…
ମୁମ୍ବାଇ,୨୨।୧୧ : ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ସରକାରଙ୍କ ସୁପାରିଶ କ୍ରମେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ମଙ୍ଗଳବାର କରୋନ ମହାମାରୀ ସମୟରେ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ଦ୍ୱାରା ଠିକା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଆବଣ୍ଟନ ସମ୍ପର୍କରେ…
ପିଓକେ ଫେରାଇ ଆଣିବାକୁ ଯୋଜନା, ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ସେନା…
ନୂଆଦିଲ୍ଲୀ,୨୨।୧୧ : ପାକିସ୍ତାନ ଦଖଲ କରିଥିବା କଶ୍ମୀରକୁ ମୁକ୍ତ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛନ୍ତି। ତେବେ ସେମାନେ ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତିି। ମଙ୍ଗଳବାର କମାଣ୍ଡର ଲ୍ୟୁଟନାଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ମନ୍ତବ୍ୟ ଦେଇଛନ୍ତି। ନିକଟରେ ପ୍ରତିରକ୍ଷା…
ସିସିପିଆଇ ର଼୍ୟାକିଙ୍ଗ: ଜଳବାୟୁ ପରିବର୍ତ୍ତନ ପଦକ୍ଷେପ କ୍ଷେତ୍ରରେ ଶ୍ରେଷ୍ଠ-୫ ଦେଶ ମଧ୍ୟରେ ଭାରତ…
ବର୍ଲିନ,୨୨।୧୧ : ଗ୍ଲୋବାଲ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଏବଂ ଜି -୨୦ ଦେଶ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସୂଚକାଙ୍କ ଜର୍ମାନରେ ଅବସ୍ଥିତ ଜର୍ମାନ ୱାଚ,…
ଭାରତ-ୟୁଏଇ ବାଣିଜ୍ୟ ୮୮ ବିଲିୟନ ଡଲାର ଟପିବ…
ନୂଆଦିଲ୍ଲୀ,୨୨।୧୧ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାଏଦ ଅଲ ନାହାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ…
ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା…
ଓ୍ବାଶିଂଟନ,୨୨।୧୧ : ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ମେଟା, ଆମାଜନ, ଟୁଇଟର ଏବଂ ସେଲ୍ସଫୋର୍ସ ପରେ, ଆଲ୍ଫାବେଟ ଏବେ ଏଭଳି କରିବାକୁ ଯୋଜନା କରିଛି। କମ୍ପାନୀ ଏହାର ମୋଟ କର୍ମଚାରୀ ସଂଖ୍ୟାର…
୨୦୦୭ ପରେ ସିଇସିଙ୍କ କାର୍ଯ୍ୟକାଳ କାହିଁକି କମାଯାଇଥିଲା, କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୨।୧୧ : ମଙ୍ଗଳବାର ସୁପ୍ରିମକୋର୍ଟରେ ଭାରତର ନିର୍ବାଚନ ଆୟୋଗଙ୍କର କାର୍ଯ୍ୟରେ ସ୍ବଚ୍ଛତା ସମ୍ପର୍କରେ ଏକ ଆବେଦନ ଉପରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ବେଞ୍ଚ ଏହି ଆବେଦନ ସମ୍ପର୍କରେ କେନ୍ଦ୍ରକୁ ଅନେକ ପ୍ରଶ୍ନ ପଚାରିଛନ୍ତି।…
ଦୁର୍ଘଟଣା ଦିନ ବିକ୍ରି ହୋଇଥିଲା ୩,୧୬୫ ଟିକଟ : ଏଫଏସଏଲ ରିପୋର୍ଟ…
ମୋରବି,୨୨।୧୧ : ମୋରବି ଝୁଲା ପୋଲ ଦୁର୍ଘଟଣାର କେମିକାଲ ଆନାଲିଷ୍ଟସ୍ (ଏଫଏସଏଲ) ରିପୋର୍ଟରେ ଓରେଭା ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ଦ୍ୱାରା ଦୁର୍ନୀତି ଏବଂ ଅପରାଧିକ ଅବହେଳା ହୋଇଥିବାର ପ୍ରକାଶ ପାଇଛି। ଓରେଭା ଗ୍ରୁପ, ସହିତ ପୋଲ ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ସୁରକ୍ଷା…
ସାବଧାନ ! ସାନିଟାରୀ ପ୍ୟାଡରେ କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ…
ନୂଆଦିଲ୍ଲୀ,୨୨।୧୧ : ବହୁଳ ଭାବରେ ବ୍ୟବହୃତ ସାନିଟାରୀ ପ୍ୟାଡ ସମ୍ବନ୍ଧରେ ଏକ ଅଧ୍ୟୟନରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ବ୍ୟାପକ ଉପଲବ୍ଧ ସାନିଟାରୀ ପ୍ୟାଡରେ କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ମିଳିଛି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି।…

