Home Middle

ଟ୍ରମ୍ପ ଟୁଇଟରକୁ ଫେରିବା ପରେ ଅନ୍ୟ ନିଲମ୍ବିତ ଆକାଉଣ୍ଟକୁ ନେଇ ବଡ ଘୋଷଣା କଲେ ମସ୍କ

ୱାଶିଂଟନ,୨୫ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲଗାତାର ପରିବର୍ତ୍ତନ କରି ଚାଲିଛନ୍ତି । ଏହି କ୍ରମରେ ଗୁରୁବାର ସେ ଟୁଇଟରରୁ ନିଲମ୍ବିତ ହୋଇଥିବା ଆକାଉଣ୍ଟ ଗୁଡିକ ପାଇଁ ‘ସାମାନ୍ୟ କ୍ଷମା’…

‘ବ୍ୟକ୍ତିଗତ ସ୍ତରରେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ‘ଧରିତ୍ରୀ’ର ୪୯ତମ ଜନ୍ମ ଦିବସ ଉପଲକ୍ଷେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଯୁବ ସମ୍ମଳିନୀ ଗୁରୁବାର ଭୁବନେଶ୍ୱର ସ୍ଥିତ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି। ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଓ୍ବାର ଅଫ୍‌ ୟୁଥ୍‌’ ଶୀର୍ଷକ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨: ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ର କାର୍ଯ୍ୟଧାରା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଧରିତ୍ରୀ’ ପକ୍ଷରୁ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ର ଅନ୍ୟ ଏକ ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ ପ୍ରଦର୍ଶନୀ। ପରିବେଶ ସଂରକ୍ଷଣ ଉପରେ କାମ କରୁଥିବା ଯୁବପିଢୀ ତଥା ଅନୁଷ୍ଠାନମାନଙ୍କ କାର୍ଯ୍ୟଧାରାକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍‌ ୧୩…

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଅପମାନଜନକ ମନ୍ତବ୍ୟ ଦେଲେ କିମ୍‌ଙ୍କ ଭଉଣୀ

ସିଓଲ,୨୪ା୧୧: ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ନେଇ ଦକ୍ଷିଣ କୋରିଆର ବିବୃତ୍ତି ପରେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ ରାଷ୍ଟ୍ରପତିଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।କିମଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆର ନୂତନ ରାଷ୍ଟ୍ରପତିଙ୍କୁ…

ପାକିସ୍ତାନର ନୂଆ ସେନାଧକ୍ଷ କଶ୍ମୀରର ପ୍ରତିଟି ଅଞ୍ଚଳକୁ ଭଲ ଭାବେ ଜାଣିଛନ୍ତି, ପୁଲଓ୍ବାମା ଷଡ଼ଯନ୍ତ୍ରରେ ଥିଲେ ସାମିଲ…

ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂତନ ସେନା ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ କମର ଜାଭେଦ ବାଜୱାଙ୍କ ସ୍ଥାନରେ ଜେନେରାଲ ଅସିମ ମୁନିର ବର୍ତ୍ତମାନ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ନାମ ଘୋଷଣା କରିଛନ୍ତି।…

ଖାଦ୍ୟ ସୁରକ୍ଷାରେ ଆହ୍ବାନ ସୃଷ୍ଟି କରିଛି କରୋନା-ବିବାଦ-ଜଳବାୟୁ ପରିବର୍ତ୍ତନ : ଜୟଶଙ୍କର…

ନୂଆଦିଲ୍ଲୀ,୨୪।୧୧ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ତିନୋଟି ପ୍ରମୁଖ ଆହ୍ବାନ ଭାବେ କରୋନା, ବିବାଦ ଏବଂ ଜଳବାୟୁ ପରିବର୍ତ୍ତନକୁ ଉପସ୍ଥାପନ କରିଛନ୍ତି। ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ର ପ୍ରି-ଲଞ୍ଚ କାର୍ଯ୍ୟକୁ ସମ୍ବୋଧିତ କରି…

ଗୁଜରାଟର ସମସ୍ତ ପୋଲର ହେବ ସର୍ବେକ୍ଷଣ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ…

ଅହମଦାବାଦ,୨୪।୧୧ : ଗୁଜରାଟର ମୋରବିରେ ଝୁଲାପୋଲ ଭୁଶୁଡ଼ିବା ପରେ ହାଇକୋର୍ଟ ସରକାରଙ୍କୁ ରାଜ୍ୟର ସମସ୍ତ ସେତୁ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେତେ ସେତୁ ଠିକ ସ୍ଥିତିରେ ଅଛି ତାହା ନିଶ୍ଚିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି? ସେଥି…

ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ନେଇ ଫଡନାଭିସ-ବୋମ୍ମାଇ ମୁହାଁମୁହିଁ…

ମୁମ୍ବାଇ/ବେଙ୍ଗାଲୁରୁ,୨୪।୧୧ : କର୍ନାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସୀମା ବିବାଦ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଥିବାରୁ ଭାଜପା ଅସୁବିଧାରେ ପଡିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ଏସ ବୋମ୍ମାଇ…

ଅନଲାଇନ୍‌ ଆରଟିଆଇ ପୋର୍ଟାଲ ଆରମ୍ଭ, ସୁପ୍ରିମ୍‌କୋର୍ଟ ସୂଚନା ଏବେ ମିଳିବ ସହଜରେ…

ନୂଆଦିଲ୍ଲୀ,୨୪।୧୧ : ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ସୂଚନା ପାଇବା ସହଜ ହେବ। ନିକଟରେ ସୁପ୍ରିମକୋର୍ଟ ଅନଲାଇନ ଆରଟିଆଇ ପୋର୍ଟାଲ ଲଞ୍ଚ କରିଥିଲେ। ସୁପ୍ରିମକୋର୍ଟଙ୍କଠାରୁ ସୂଚନା ପାଇବାକୁ, ସୂଚନା…

୫ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ବିଧାନସଭା ଶୀତକାଳୀନ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ୫ ଯାଏ ମୁଲତବୀ ରହିଛି। ଆରମ୍ଭରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକାର୍ଯ୍ୟକୁ ଅପରାହ୍ନ ୫ଟା ଯାଏ ମୁଲତବୀ ରଖାଯାଇଛି।

ନିର୍ବାଚନ କମିଶନରଙ୍କ ନିଯୁକ୍ତି ଏତେ ସୁପରଫାଷ୍ଟ କାହିଁକି, କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୪।୧୧ : ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କେତେକ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ନିଯୁକ୍ତି ଫାଇଲକୁ ବେଞ୍ଚଙ୍କୁ…

ରାଜସ୍ବ ବୃଦ୍ଧି ଯୋଜନା : ନୂଆ ସମ୍ପତ୍ତିର ଚିହ୍ନଟ ପାଇଁ ସମସ୍ତ ମନ୍ତ୍ରଣାଳୟକୁ କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୧୧ : କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କହିଛନ୍ତି ଯାହା ଦ୍ୱାରା ସେସବୁର ଶୀଘ୍ର ମୁଦ୍ରୀକରଣ ହୋଇପାରିବେ। ଯାହାଦ୍ୱାରା ମୁଦ୍ରୀକରଣ ପ୍ରକ୍ରିୟାକୁ ପୁନର୍ବାର ଟ୍ରାକରେ ରଖାଯାଇପାରିବ। ଏହି ଆର୍ଥିକ ବର୍ଷ ପାଇଁ ବଜେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?