ଫାଇଜର ସିଇଓ କରୋନାରେ ଆକ୍ରାନ୍ତ,ନେଇ ନ ଥିଲେ ବୁଷ୍ଟର ଡୋଜ୍…
ଓ୍ବାଶିଂଟନ, ୨୫।୯ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜରର ସିଇଓ ଆଲବର୍ଟ ବୋର୍ଲା ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଛଅ ସପ୍ତାହ ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ସେ କରୋନାଙ୍କ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଆଲବର୍ଟ ଟୁଇଟ…
କ୍ରୁରତାର ସୀମା ପାର କରିଛନ୍ତି ରୁଷିଆ ସୈନ୍ୟ, ଛୋଟ ପିଲାଙ୍କୁ ଯୌନ ନିର୍ଯାତନା…
କ୍ୱିଭ୍/ମସ୍କୋ, ୨୫।୯ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। କିନ୍ତୁ ଏସବୁ ମଧ୍ୟରେ…
ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା : ବାଇଡେନଙ୍କ ପରେ ଏବେ ରୁଷିଆ ଭାରତକୁ କଲା ସମର୍ଥନ…
ମସ୍କୋ,୨୫।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ରୁଷିଆ ପୁଣି ଥରେ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଛି। ମିଳିତ ଜାତିସଂଘର ସାଧାରଣ ସଭାରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି ଯେ ସୁରକ୍ଷା ପରିଷଦକୁ…
ଥମୁଛି କରୋନା, ସକ୍ରିୟ ମାମଲା ୪୪ ହଜାର ତଳେ…
ନୂଆଦିଲ୍ଲୀ, ୨୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୪ ହଜାର ତଳେ ରହିଛି। କେରଳରେ ସତର୍କ…
ଦ୍ୱିତୀୟ କାର୍ଯ୍ୟକାଳର ୬ମାସ ପୂରଣ କଲେ ଯୋଗୀ ସରକାର, ଅଧା ଜନସଂଖ୍ୟାର ‘ଡ୍ରିମ ଡେଷ୍ଟିନେଶନ’ ହୋଇଛି ୟୁପି: ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୨୫ ।୯: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ଅନୁଗାମୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ ରବିବାର ୬ ମାସ ପୂରଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ରାଜ୍ୟବାସୀଙ୍କୁ ଶୁଭକାମନା ଦେଇଛନ୍ତି…
ରୁଷିଆ ଅଧିନରେ ଥିବା ଅଞ୍ଚଳରେ ଜନମତ ସଂଗ୍ରହ ପାଇଁ ମତଦାନ ବାକ୍ସ ଧରି ଘର ଘର ବୁଲୁଛନ୍ତି ସେନା
କ୍ୱିଭ,୨୫ ।୯: ୟୁକ୍ରେନର ଯେଉଁସବୁ ଅଞ୍ଚଳକୁ ରୁଷିଆ କବଜା କରି ରଖିଛି ସେସବୁକୁ ନିଜ ଦେଶରେ ସାମିଲ କରିବାକୁ କ୍ରେମଲିନ ଜନମତ ସଂଗ୍ରହ କରୁଛି । ଏହାକୁ ନେଇ ରୁଷିଆ ବଡ ଧରଣର ପ୍ରସ୍ତୁତି କରିଛି । ଏମିତିକି ରୁଷିଆ ସେନା…
‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଲେ ହେବ କଡା କାର୍ଯ୍ୟାନୁଷ୍ଠାନ
ମୁମ୍ବାଇ,୨୫ ।୯: ରାଷ୍ଟ୍ରୀୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ନେତୃତ୍ୱରେ ଗୁରୁବାର ୧୫ ରାଜ୍ୟରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ପ୍ରାୟ ୧୦୬ ଜଣଙ୍କୁ ଅଟକ ରଖାଯାଇଥିଲା । ପିଏଫଆଇ କର୍ମୀ ଏହାର…
୨ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ, ସର୍ଚ୍ଚ ଅପରେଶନ ଜାରି…
ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ୨ ଜଣ ବିହାରର ଶ୍ରମିକଙ୍କ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ଏହି ଘଟଣା ଶନିବାର ପୁଲଓ୍ବାମାର ଖରପୋରାର ରତ୍ନପୋରାରେ ଘଟିଛି। ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ…
ବିଧାନସଭାରେ ତାସ ଖେଳୁଛନ୍ତି-ତମାଖୁ ଖାଉଛନ୍ତି ବିଧାୟକ, ଭିଡ଼ିଓ ଭାଇରାଲ…
ଲକ୍ଷ୍ନୌ, ୨୪।୯ : ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱାଧୀନ ରାଷ୍ଟ୍ରିୟ ଲୋକ ଦଳ ପକ୍ଷରୁ ଉତ୍ତରପ୍ରଦେଶ ବିଧାନସଭାରେ ରେକର୍ଡ ହୋଇଥିବା ଏକ କ୍ଷୁଦ୍ର ଭିଡିଓ କ୍ଲିପ ପୋଷ୍ଟ କରାଯାଇଛି। ଏହା ମାଧ୍ୟମରେ ରାଷ୍ଟ୍ରିୟ ଲୋକ ଦଳ ଭାଜପାକୁ କଟାକ୍ଷ କରିଛି। ବିଧାନସଭାର ଅଧିବେଶନ…
ପାକିସ୍ତାନ ଜିନ୍ଦାବାଦ ବରଦାସ୍ତ କରାଯିବ ନାହିଁ, କହିଲେ ଶିନ୍ଦେ…
ମୁମ୍ବାଇ, ୨୪।୯ : ପୁଣେର କଲେକ୍ଟର ଭବନରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନକୁ ନେଇ ମହାରାଷ୍ଟ୍ରର ରାଜନୀତିରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଭାଜପା ନେତାଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଧ୍ୟ ଏ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…
୫-ଜି ସେବା ଆରମ୍ଭ ହେବା ନେଇ ଟୁଇଟ୍ କରି ଡିଲିଟ୍ କଲା ଏନ୍ବିଏମ୍
ନୂଆଦିଲ୍ଲୀ,୨୪ା୯: ଅକ୍ଟୋବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫-ଜି ସେବା ଆରମ୍ଭ କରିବେ। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (NBM) ଶନିବାର ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଥିଲା। କିନ୍ତୁ ପରେ ଏନ୍ବିଏମ୍ ଏହି…
ପରିବହନ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳୁ ବର୍ଦ୍ଧିତ ମହଙ୍ଗା ଭତ୍ତା, ହାଇକୋର୍ଟଙ୍କ ନିର୍ଦ୍ଦେଶ…
ଚେନ୍ନାଇ, ୨୪।୯ : ବର୍ତ୍ତମାନ ତାମିଲନାଡୁ ରାଜ୍ୟ ପରିବହନ ନିଗମର ଅବସରପ୍ରାପ୍ତ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ। ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ଏବଂ ତାମିଲନାଡୁ ରାଜ୍ୟ ପରିବହନ ନିଗମ କର୍ମଚାରୀ ପେନସନ ପାଣ୍ଠି ଟ୍ରଷ୍ଟର ପ୍ରଶାସକଙ୍କୁ ମାଡ୍ରାସ ହାଇକୋର୍ଟ…
Archives


