ଫୁଲବାଣୀରେ ସର୍ବନିମ୍ନ ପାରଦ ୯.୫ ଡିଗ୍ରୀ
ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସାରା ଓଡ଼ିଶାରେ ଶୀତର ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୧୦ଡିଗ୍ରୀ ରହୁଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସହ ସବୁଠାରୁ ଥଣ୍ଡା…
ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା
ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଯାଇଛି । ତାଙ୍କୁ ନିର୍ବିରୋଧରେ ନିର୍ବାଚିତ କରାଯାଇପାରେ…
‘ମୁଁ ଦଳର କାହା ଉପରେ ରାଗି ନାହିଁ’
ନୂଆଦିଲ୍ଲୀ,୨୭ା୧୧: କଂଗ୍ରେସ ଏମ୍ପି ଶଶି ଥରୁର କହିଛନ୍ତି, ସେ କେରଳ ୟୁନିଟ୍ରେ କାହା ଉପରେ ରାଗି ନାହାନ୍ତି। ସେ ଦଳର କାହା ବିରୋଧରେ କହି ନାହାନ୍ତି କିମ୍ବା ନିର୍ଦ୍ଦେଶ ବିରୋଧରେ କାର୍ଯ୍ୟ କରିନାହାନ୍ତି। ଯଦି କେହି ଏପରି ଭାବନ୍ତି, ତେବେ ପ୍ରମାଣ…
କଂଗ୍ରେସକୁ ଟାର୍ଗେଟ କଲେ ମୋଦି
ନୂଆଦିଲ୍ଲୀ,୨୭ା୧୧: ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ସକ୍ରିୟ ଭାବେ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ଖେଡାଠାରେ ଏକ ନିର୍ବାଚନୀ ବୈଠକରେ ସମ୍ବୋଧିତ କରିଛନ୍ତି। ଆତଙ୍କବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରିବା ବେଳେ…
୨୨ କ୍ୟାରେଟରୁ ଅଧିକ ସୁନା ପିନ୍ଧିବା ମନା
କଲମ୍ବୋ,୨୭ା୧୧: ସୁନା ଚୋରା ଚାଲାଣକାରୀଙ୍କ ବିରୋଧରେ ଶ୍ରୀଲଙ୍କା ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୀଲଙ୍କାରେ ବିମାନ ଯାତ୍ରୀଙ୍କ ଭଳି ଏକ ବଡ଼ ଧରଣର ସୁନା ଚୋରା ଚାଲାଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ବର୍ତ୍ତମାନ ସୁନା…
ଭାଜପା ପାଲଟିଛି ଭିଡ଼ିଓ ତିଆରି କରୁଥିବା ପାର୍ଟି : କେଜରିଓ୍ବାଲଙ୍କ କଟାକ୍ଷ…
ନୂଆଦିଲ୍ଲୀ,୨୭।୧୧ : ତିହାର ଜେଲର ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ଭାଜପା ପକ୍ଷରୁ ଜାରି କରାଯାଇଛି। ଏପରିସ୍ଥଳେ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ସୁରଟରେ ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଭାଜପା ବର୍ତ୍ତମାନ ଏକ ଭିଡିଓ…
ପୃଥିବୀର ୪୮.୭ କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ହ୍ୟାକ, ୬୧.୬୨ ଲକ୍ଷ ଭାରତୀୟଙ୍କ ଫୋନ୍ ନମ୍ବର ସାମିଲ…
ନୂଆଦିଲ୍ଲୀ,୨୭।୧୧ : ହ୍ୟାକର୍ସ ସମଗ୍ର ପୃଥିବୀର ୪୮.୭ କୋଟି ହ୍ବାଟସଆପ୍ ୟୁଜରଙ୍କ ଡାଟା ହ୍ୟାକ କରି ଏହାକୁ ଇଣ୍ଟରନେଟରେ ବିକ୍ରୟ ପାଇଁ ଛାଡିଛନ୍ତି। ସେଥିମଧ୍ୟରୁ ୬୧.୬୨ ଲକ୍ଷ ଫୋନ ନମ୍ବର ଭାରତୀୟଙ୍କର ଅଟେ। ଏହା ସବୁଠୁ ବଡ ଡାଟା ଚୋରି ବୋଲି…
ମହିଳାଙ୍କୁ ଆତଙ୍କବାଦ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ଆତଙ୍କବାଦୀ…
ଶ୍ରୀନଗର,୨୭।୧୧ : କାଶ୍ମୀରର ତିନୋଟି ଜିଲା ଆତଙ୍କବାଦରୁ ମୁକ୍ତ ହୋଇଛି। ଚଳିତ ବର୍ଷ ୧୮୯ ଆତଙ୍କବାଦୀଙ୍କର ଏନକାଉଣ୍ଟର କରାଯାଇଛି ବୋଲି ଏଡିଜିପି କଶ୍ମୀର ଜୋନ ବିଜୟ କୁମାର କହିଛନ୍ତି। ସେମାନଙ୍କ ମଧ୍ୟରେ ୧୨୭ ଜଣ ସ୍ଥାନୀୟ ଏବଂ ୪୨ ଜଣ ବିଦେଶୀ…
ଫସଲ ବୀମାରେ ମିଳିଛି ମାତ୍ର ୯୦ ଟଙ୍କା, ମହାରାଷ୍ଟ୍ର ଚାଷୀଙ୍କ ଦୁଃଖଭରା କାହାଣୀ…
ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ସେମାନେ ବହୁତ କମ କ୍ଷତିପୂରଣ ରାଶି ପାଇଛନ୍ତି ବୋଲି କୃଷକମାନେ ଦାବି କରିଛନ୍ତି। ଜଣେ ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ମାତ୍ର ୯୦ ଟଙ୍କା ମିଳିଥିବା…
ପରିଯୋଜନା ପୂରଣ କରିବାରେ ସଡ଼କ ପରିବହନ ବିଭାଗ ପଛୁଆ, ବିଳମ୍ବରେ କାର୍ଯ୍ୟ କରୁଛି ୨୪୩ ପ୍ରକଳ୍ପ…
ନୂଆଦିଲ୍ଲୀ,୨୭।୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ସଡକ ପରିବହନ ଏବଂ ରାଜପଥ ବିଭାଗ ପଛରେ ପଡିଛି। ବିଭାଗର ୨୪୩ ଟି ପ୍ରକଳ୍ପ ବିଳମ୍ବରେ ଚାଲିଛି। ଏହା ପରେ ରେଳବାଇ ଦ୍ୱିତୀୟ ସ୍ଥାନରେ ରହିଛି। ରେଳବାଇର ୧୧୪ଟି ପ୍ରକଳ୍ପ…
ଗଣତନ୍ତ୍ର ଦିବସର ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି…
ନୂଆଦିଲ୍ଲୀ,୨୭।୧୧ : ଏଥର ଇଜିପ୍ଟର ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ। ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗଣତନ୍ତ୍ର ଦିବସ ୨୦୨୩ ରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଅଲ ସିସି ବିଦେଶୀ ଅତିଥି ହେବେ।…
ଝିଅ ହେବେ କି କିମ୍ଙ୍କ ଉତ୍ତରାଧିକାରୀ
ସିଓଲ,୨୭ା୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ସେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ନୁହେଁ ବରଂ ତାଙ୍କ ଝିଅଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କିମ୍ ତାଙ୍କ ଝିଅଙ୍କୁ କ୍ଷେପଣାସ୍ତ୍ର…

