ପେଟ୍ରୋଲ-ଡିଜେଲ ୩୩ ଟଙ୍କାରୁ ଅଧିକ ଶସ୍ତା ହେବା ଜରୁରୀ, ଅଶୋଧିତ ତୈଳ ଦର ନିମ୍ନସ୍ତରରେ…
ନୂଆଦିଲ୍ଲୀ,୧୨।୧୨ : ଜୁଲାଇ ୨୦୦୮ ପରେ ଚଳିତ ବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୪୦ ଡଲାରରେ ପହଞ୍ଚିଥିଲା। ଏବେ ଏହା ବ୍ୟାରେଲ ପିଛା ପାଖାପାଖି ୭୬ ଡଲାରର ନିମ୍ନସ୍ତରରେ କାରବାର କରୁଛି। ଫଳରେ ଚଳିତ…
କଶ୍ମୀରର ବାସିନ୍ଦା ହେବାକୁ ଚେଷ୍ଟା କଲେ ହତ୍ୟା କରାଯିବ, ଆତଙ୍କବାଦୀ ସଂଗଠନର ଧମକ…
ଶ୍ରୀନଗର,୧୨।୧୨ : ଆଗକୁ ଜମ୍ମୁ-କଶ୍ମୀରରେ ଜିଲା ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ତଥା ଆତଙ୍କବାଦୀ ଏବଂ ଆତଙ୍କବାଦୀଙ୍କ ସହ ମୁକାବିଲା କରିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅଧିକରୁ ଅଧିକ ଲୋକଙ୍କୁ କଶ୍ମୀରରେ ବସବାସ କରିବାକୁ ଉତ୍ସାହିତ…
ନିର୍ବାଚନ ଲଢ଼ିବା ବୟସ ୧୮ ବର୍ଷ ହେବା ନେଇ ଚର୍ଚ୍ଚା,ବିରୋଧୀଙ୍କର ସମର୍ଥନ…
ନୂଆଦିଲ୍ଲୀ,୧୨।୧୨ : ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ଭାରତୀୟ ସମ୍ବିଧାନର ଧାରା ୮୪ (ଖ) ଅନୁଯାୟୀ ଏହା ଉଲ୍ଲେଖ କରାଯାଇଛି ଯେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା…
୧୯ ରାଜ୍ୟରେ ୧୦ ପ୍ରତିଶତରୁ କମ ମହିଳା ବିଧାୟକ…
ନୂଆଦିଲ୍ଲୀ,୧୨।୧୨ : ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ବିଷୟରେ ରାଜନୈତିକ ଦଳମାନେ ବହୁତ ଚର୍ଚ୍ଚା କରନ୍ତି, କିନ୍ତୁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ସେମାନଙ୍କର ପ୍ରତିନିଧିତ୍ୱ ଏକ ନିରାଶଜନକ ଚିତ୍ର ଉପସ୍ଥାପନ କରିଥାଏ। ବାସ୍ତବତା ହେଉଛି ଦେଶର ୧୯ ଟି ରାଜ୍ୟର…
ଥମୁଛି ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…
ଭାରତକୁ ମିଳିଲା ରୁଷିଆର ସମର୍ଥନ
ମସ୍କୋ,୧୨ା୧୨: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ସ୍ଥାୟୀ ସଦସ୍ୟତା ପାଇଁ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ପୁଣିଥରେ ଭାରତକୁ ସମର୍ଥନ କରିଛନ୍ତି। ସେ ଭାରତକୁ ପ୍ରଶଂସା କରିବା ସହ କହିଛନ୍ତି, ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗରେ ପରିଷଦରେ ଭାରତ…
ନୌସେନାରେ ମହିଳା କମାଣ୍ଡୋ: ଶୀଘ୍ର ହେବ ଘୋଷଣା…
ନୂଆଦିଲ୍ଲୀ,୧୨।୧୨ : ଭାରତୀୟ ନୌସେନା ଏହାର ସ୍ବତନ୍ତ୍ର ବାହିନୀରେ ମହିଳାମାନଙ୍କୁ ଉତ୍ସାହିତ କରିବା ଲାଗି ଏକ ଐତିହାସିକ ପଦକ୍ଷେପ ନେଇଛି। ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଯେ କୌଣସି ଅଂଶରେ କମାଣ୍ଡୋ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏହି ବିଷୟରେ…
ପୃଥିବୀ ଆଉ ୭୭ ତଳ ଭଳି ପୁରୁଣା ନାହିଁ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବାର୍ତ୍ତା…
ଜେନେଭା,୧୨।୧୨ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ବାକ୍ଷରିତ ବହୁପକ୍ଷୀୟ ବୈଠକ ପୂର୍ବରୁ ଭାରତ ବିଶ୍ୱକୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି। ଏହା ଅଧୀନରେ ଭାରତ ଏକ ସଂକଳ୍ପ ନୋଟ ଜାରି କରି କହିଛି ଯେ ମିଳିତ ଜାତିସଂଘରେ ସଂସ୍କାର ଆଣିବା…
ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ତଥାପି ଖୋଲୁନାହାନ୍ତି ମୁହଁ
ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ସୋମବାର ସରୁଛି। ମାତ୍ର ଅର୍ଚ୍ଚନା ଇଡିକୁ ସହଯୋଗ କରୁ ନ ଥିବାରୁ ତଦନ୍ତରେ ବାଧା ଉପୁଜୁଛି। ତେବେ କାହିଁକି ସେ ମୁହଁ ଖୋଲୁ ନାହାନ୍ତି ସେନେଇ ଅନେକ ପ୍ରଶ୍ନ ଉଙ୍କି…
ମହିଳା ଶୋଭାଯାତ୍ରାର ନେତୃତ୍ୱ ନେବେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୨।୧୨(ଆଇଏଏନ୍ଏସ୍): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚତ୍ଛି। ସମସ୍ତ ରାଜ୍ୟ ରାଜଧାନୀରେ ମହିଳା ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ଏଥିରେ ମହିଳାଙ୍କ ପାଇଁ ଦଳର ଇସ୍ତାହାର ସମ୍ପର୍କରେ ଘୋଷଣା କରାଯିବ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା…
ତୃତୀୟ ନୁହେଁ ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ: ନୀତୀଶ
ପାଟନା,୧୨।୧୨: ୨୦୨୪ ଲୋକ ସଭା ନିର୍ବାଚନ ଲାଗି ତୃତୀୟ ସାମ୍ମୁଖ୍ୟ ନୁହେଁ, ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ରବିବାର କହିଛନ୍ତି। ଦଳୀୟ ସମ୍ମିଳନୀକୁ ଉଦ୍ବୋଧନ ଦେଇ ନୀତୀଶ…
ମେଟ୍ରୋରେ ମୋଦି
ମୁମ୍ବାଇ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାରାଷ୍ଟ୍ରରେ ଦେଶର ଷଷ୍ଠ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ଉଦ୍ଘାଟନ କରିଛନ୍ତି। ଏହି ଟ୍ରେନ୍ ନାଗପୁରରୁ ବିଳାସପୁର ଅଭିମୁଖେ ଯାତ୍ରା କରିବ। ଏ ଅବସରରେ ମୋଦି ନିଜେ ଟିକେଟ କାଉଣ୍ଟରରୁ ଏକ ଟିକେଟ କିଣି…

