Home Middle

ମୋଦିଙ୍କୁ ସଞ୍ଜୟଙ୍କ ପ୍ରଶ୍ନ, ରୁଷିଆ-ୟୁକ୍ରେନ୍‌ରେ ମଧ୍ୟସ୍ଥତା ବେଳେ ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦକୁ ଅଣଦେଖା କାହିଁକି…

ମୁମ୍ବାଇ,୧୮।୧୨ : ମହାରାଷ୍ଟ୍ର-କର୍ନାଟକ ସୀମା ପ୍ରସଙ୍ଗକୁ ଅଣଦେଖା କରାଯାଉଥିବା ନେଇ ଶିବସେନାର ଉଦ୍ଧବ ଠାକୁର ଦଳର ନେତା ସଞ୍ଜୟ ରାଉତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଉତ କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା…

ଆଇଏନଏସ ମୋର୍ମୁଗାଓ ନୌସେନାର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ…

ମୁମ୍ବାଇ,୧୮।୧୨ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ସ୍ବଦେଶୀ ନିର୍ମିତ ପି-୧୫-ବି ଷ୍ଟିଲ୍‌ଥ ଗାଇଡେଡ କ୍ଷେପଣାସ୍ତ୍ର ବିନାଶକ ଯୁଦ୍ଧ ଜାହାଜ ମୋର୍ମୁଗାଓକୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି। ଏହା ମୁମ୍ବାଇର ନାଭାଲ ଡକୟାର୍ଡରେ ସାମିଲ ହୋଇଛି। ଏହା ଭାରତ ମହାସାଗରରେ…

ସୁଯୋଗ ମିଳିଲେ ପୁଟିନଙ୍କ ମୁହଁରେ ଶକ୍ତ ମୁକ୍କା ମାରିବାକୁ କହିଲେ ଜେଲେନସ୍କି…

କିଭ୍‌,୧୮।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରୁଷିଆର ସୈନିକଙ୍କ ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଶକ୍ତି ଭିତ୍ତିଭୂମି ଉପରେ ରୁଷିଆର ଆକ୍ରମଣ ନେଇ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭ୍ଲାଡିମିର…

ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନେଇ ମୋଦି-ଜିନପିଙ୍ଗ୍‌ଙ୍କ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଛି ରୁଷିଆ: ସିଆଇଏ ମୁଖ୍ୟ…

ଓ୍ବାଶିଂଟନ,୧୮।୧୨ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ ବର୍ନସ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚିନ୍ତାର ପ୍ରଭାବ ରୁଷିଆ ଉପରେ ପଡିଛି। ବର୍ନସ…

୨୦୨୩ରେ ୯୪ ଦିନ ସୁପ୍ରିମ୍‌କୋର୍ଟ ଛୁଟି…

ନୂଆଦିଲ୍ଲୀ,୧୮।୧୨ : ଦେଶରେ ବହୁ ମାମଲା ବିଚାର ନହୋଇ ପଡ଼ି ରହିଥିବାବେଳେ ସୁପ୍ରିମକୋର୍ଟର ଦୀର୍ଘ ଛୁଟି ନେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ ଏକ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ କୋର୍ଟରେ…

ଥମୁଛି କରୋନା…

ନୂଆଦିଲ୍ଲୀ, ୧୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…

ଏମ୍ସ ସର୍ଭର ହ୍ୟାକରେ ଚାଇନା ହାତ, ଇଣ୍ଟରପୋଲର ସହାୟତା ନେବ ଦିଲ୍ଲୀ ପୋଲିସ…

ନୂଆଦିଲ୍ଲୀ,୧୮।୧୨ : ଦିଲ୍ଲୀର ଏମ୍ଦ ହସ୍ପିଟାଲରେ ସାଇବର ଆକ୍ରମଣରେ ଚାଇନାର ହାତ ଥିବା ଜଣାପଡ଼ିବା ପରେ ଏବେ ଦିଲ୍ଲୀ ପୋଲିସ ସିବିଆଇକୁ ଚିଠି ଲେଖିଛି। ଇଣ୍ଟରପୋଲ ସହାୟତାରେ ଚାଇନା ହ୍ୟାକରଙ୍କ ସମ୍ପର୍କରେ ଦିଲ୍ଲୀ ପୋଲିସ ସୂଚନା ଲୋଡିଛି। ଏକ ଏଫଆଇଆର୍‌ ପଞ୍ଜିକୃତ…

ଚାଇନାରେ କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ଟପିବା ଆଶଙ୍କା…

ବେଜିଂ,୧୮।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ଜିରୋ କୋଭିଡ ନୀତିକୁ କୋହଳ କରିଛନ୍ତି। ଲୋକମାନେ ବର୍ତ୍ତମାନ କଟକଣାରୁ ଆରାମ ପାଉଥିଲେ ମଧ୍ୟ…

ଦରକାର ନାହିଁ ମେଡ ଇନ ଚାଇନା: ତଓ୍ବାଙ୍ଗ ବିବାଦ ପରେ ଗ୍ରାହକ-ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ…

ନୂଆଦିଲ୍ଲୀ,୧୮।୧୨ : ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ସହିତ ଚାଇନା ସୈନିକଙ୍କ ସଂଘର୍ଷ ପରେ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି ଏବଂ ଚାଇନାରୁ ଆସୁଥିବା ଉତ୍ପାଦ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବାସ୍ତବରେ ସୀମା ବିବାଦକୁ…

ୟୁକ୍ରେନ ଅଧିକ ଶକ୍ତିଶାଳୀ, ସ୍ବୀକାର କଲେ ପୁଟିନ…

ମସ୍କୋ,୧୮।୧୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବୀକାର କରିଛନ୍ତି ଯେ ୟୁକ୍ରେନ ଅଧିକ ଶକ୍ତିଶାଳୀ ହୋଇଛି। ଦି ନ୍ୟୁୟର୍କ ଟାଇମ୍ସର ଏକ ଖବର ଅନୁଯାୟୀ ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଏହି ଯୁଦ୍ଧ ବୋଧହୁଏ ଆମେ ଭାବିବା ଅପେକ୍ଷା ଅଧିକ…

ଚଟ୍ଟୋଗ୍ରାମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବୃହତ ବିଜୟ

ଚଟ୍ଟୋଗ୍ରାମ,୧୮।୧୨: ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରବିବାର ବୃହତ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ର ଅନ୍ତିମ ଦିବସରେ ବିରୋଧୀ ଟିମ୍‌କୁ ଦଳ ୧୮୮ ରନ୍‌ରେ ପରାଜିତ କରିଛି। ଏହି ବିଜୟ ପରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜରେ…

ପୃଥିବୀ ଭଳି ପାଣି ଥିବା ଦୁଇ ଗ୍ରହର ସନ୍ଧାନ, ଜୀବନର ଆଶା…

ଓ୍ବାଶିଂଟନ,୧୮।୧୨ : ପ୍ରଥମ ଥର ପାଇଁ ନାସାର ବୈଜ୍ଞାନିକମାନେ ଏହିପରି ଦୁଇଟି ବାହ୍ୟ ଗ୍ରହ(ଏକ୍ସପ୍ଲାନେଟ) ପାଇଛନ୍ତି, ଯେଉଁଥିରେ ପ୍ରଚୁର ପରିମାଣର ପାଣି ଥିବାର ସମ୍ଭାବନା ଥିବା କୁହାଯାଉଛି। ପୃଥିବୀ ଭଳି ଏହି ଦୁଇ ଗ୍ରହରେ ପାଣି ଥିବାରୁ ଏଠାରେ ଜୀବନର ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?