୨୭.୧ ଓଭରରେ ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ, ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୦୦…
ନୂଆଦିଲ୍ଲୀ,୧୧।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ବର୍ତ୍ତମାନ ସିରିଜରେ ୧-୧ରେ ବିଜୟୀ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି…
ଶିନ୍ଦେ-ଉଦ୍ଧବଙ୍କ ଲଢ଼େଇ ଦେଖି ଥକି ଗଲେଣି ଲୋକେ, ରାଜ ଠାକ୍ରେଙ୍କ କଟାକ୍ଷ…
ମୁମ୍ବାଇ,୧୧।୧୦ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇ ଦେଖି ଲୋକମାନେ ଥକି ଗଲେଣି। କେତେକ…
ତାନ୍ତ୍ରିକଙ୍କ ପରାମର୍ଶରେ ଦଳର ନାମ ପରିବର୍ତ୍ତନ କରିଛନ୍ତି କେସିଆର, ସୀତାରମଣଙ୍କ ସମାଲୋଚନା ନେଇ ଇସିଙ୍କ ଦ୍ୱାରସ୍ଥ ହେଲା ବିଆରଏସ…
ହାଇଦ୍ରାବାଦ,୧୧।୧୦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଦଳ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଆୟୋଗ(ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ଭାଜପା ମୁଖ୍ୟ ବଣ୍ଡି ସଞ୍ଜୟ କୁମାର ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ…
ଗୁଜରାଟ: ୧୩୦୦କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବାର ଲୋକାର୍ପଣ କଲେ ମୋଦି
ଅହମଦାବାଦ,୧୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଅହମଦାବାରେ ସିଭିଲ ହସ୍ପିଟାଲରେ ପ୍ରାୟ ୧୩୦୦ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟସେବା ସହ ଜଡିତ ସୁବିଧାର ଲୋକାର୍ପଣ କରିବା ସହ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହ ମୋଦି କହିଛନ୍ତି,…
ମୁଲାୟମଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ…
ସୈଫଇ,୧୧।୧୦ : ଉତ୍ତରପ୍ରଦେଶର ସୈଫଇର ମେଳା ପଡ଼ିଆରେ ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ଅଖିଳେଶ ଯାଦବ ମୁଖାଗ୍ନି ଦେଇଛନ୍ତି। ମୁଲାୟମଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ମୁଲାୟମଙ୍କ ଅନ୍ତିମ ସଂସ୍କାର ତାଙ୍କ ପ୍ରଥମ ସ୍ତ୍ରୀ ମାଳତି…
ପ୍ରଭୁ ମହାକାଳଙ୍କୁ ଜଳାଭିଷେକ କରି ପାରିବେନି ପ୍ରଧାନମନ୍ତ୍ରୀ, କାରଣ ସମ୍ପର୍କରେ ସୂଚନା ଦେଲେ ପୂଜାରୀ…
ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକ ର ଲୋକାର୍ପଣ କରିବେ। ଶ୍ରୀ ମହାକାଳ ଲୋକରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…
ଓମିକ୍ରନର ବିଏଫ୍.୭, ବିଏ.୫.୧.୭ସବ୍-ଭାରିଆଣ୍ଟ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଚେତାବନୀ…
ବେଜିଂ,୧୧।୧୦: ଓମିକ୍ରନର ବିଏଫ୍.୭ ଏବଂ ବିଏ.୫.୧.୭ ସବ୍-ଭାରିଆଣ୍ଟ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପକ୍ଷରୁ ଏକ ଚେତାବନୀ ଦିଆଯାଇଛି। କୁହାଯାଇଛି ଯେ ଏହି ଦୁଇ ଭାରିଆଣ୍ଟ ଶୀଘ୍ର ଏକ ନୂତନ ଭାରିଆଣ୍ଟ ସୃଷ୍ଟି କରିବାର ଆଶଙ୍ତକା ରହିଛି। ବିଶେଷଜ୍ଞ କହିଛନ୍ତି ଯେ ଯଦି…
ଚାଇନାରେ ଓମିକ୍ରନର ଦୁଇ ସବ୍-ଭାରିଆଣ୍ଟ ନେଇ ହାହାକାର…
ବେଜିଂ,୧୧।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କଂଗ୍ରେସ ବୈଠକ ପୂର୍ବରୁ ପୁଣି ଥରେ କରୋନାଙ୍କର ଏକ ନୂଆ ଭାରିଆଣ୍ଟ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ଓମିକ୍ରନର ଦୁଇଟି ନୂତନ ସବ୍-ଭାରିଆଣ୍ଟ ଚିହ୍ନଟ ହୋଇଛି। ସେଗୁଡିକୁ ବିଏଫ୍.୭ ଏବଂ ବିଏ.୫.୧.୭…
ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଡି.ଓ୍ବାଇ. ଚନ୍ଦ୍ରଚୁଡ
ନୂଆଦିଲ୍ଲୀ,୧୧।୧୦: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନାମ ପଠାଇଛନ୍ତି। ନଭେମ୍ବର ୨ ରେ ଚନ୍ଦ୍ରଚୁଡ…
ସମ୍ଭାବ୍ୟ ବାତ୍ୟା ଲାଗି ପ୍ରସ୍ତୁତ ରୁହ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ଓଡ଼ିଶାର ଭୌଗୋଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟାପ୍ରବଣ ହୋଇ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ସହିତ ଅକ୍ଟୋବର ଓ ନଭେମ୍ବରରେ ରାଜ୍ୟରେ ଭୀଷଣ ବାତ୍ୟା ଅନୁଭୂତ ହୁଏ। ବେଳେବେଳେ ଏହା ଡିସେମ୍ବର ୧୫ ପର୍ଯ୍ୟନ୍ତ…
ଅଭାବରୁ ପଶିଛି ଚିନ୍ତା
ଯାଜପୁର ଅଫିସ/ପୁରୀ ଅଫିସ,୧୧ା୧୦:ରାଜ୍ୟର ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ୨୦ଟି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏହି କାର୍ଯ୍ୟ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ ବା ଓଡ଼ିଶା ବ୍ରିଜ ଆଣ୍ଡ କନ୍ଷ୍ଟ୍ରକ୍ସନ କର୍ପୋରେଶନ ଲିମିଟେଡ(ଓବିଆଣ୍ଡସିସି)କୁ ଦାୟିତ୍ୱ ଦିଆଯାଇଛି। ହେଲେ…
ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ୍ କହିଲା ‘ଆତଙ୍କବାଦୀ ଦେଶ’
କିଭ,୧୧ ।୧୦: ଦୀର୍ଘ ପ୍ରାୟ ୮ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ ରୁଷିଆ ଉପରେ କଡା ଟିପ୍ପଣି ଦେଇ ତାକୁ ’ଆତଙ୍କବାଦୀ ଦେଶ’ ବୋଲି କହିଛି । ୟୁକେନ୍ ଉପରେ…
Archives


