ସାଉଦି ସହ ସମ୍ପର୍କର ପୁନର୍ବିଚାର କରିବେ ବାଇଡେନ୍
ଓ୍ବାଶିଂଟନ୍, ୧୩।୧୦: ସାଉଦି ଆରବ ସହ ଆମେରିକାର ସମ୍ପର୍କ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ବାଇଡେନ୍ ସରକାର ଦୁଇ ଦେଶର ସମ୍ପର୍କକୁ ନେଇ ପୁନଃ ବିଚାର କରିବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ରୁଷିଆ ଅଧ୍ୟକ୍ଷତାରେ ୧୩…
୧,୩୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଭିଜା
ନୂଆଦିଲ୍ଲୀ,୧୩।୧୦: ଦୁଇବର୍ଷରୁ ଊର୍ଦ୍ଧ୍ୱ କୋଭିଡ୍ କଟକଣା ପରେ ଭାରତୀୟ ଛାତ୍ରୀଛାତ୍ର ଚାଇନାରେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ୧,୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଫେରିବା ଲାଗି ଭିଜା ମିଳିଛି। ୨୦୨୦ ଆରମ୍ଭରେ ବେଜିଂ ବିମାନ ଚଳାଚଳ ଉପରେ କଟକଣା…
ବଳି ଦେଇ ଖାଇଥିଲେ ନରମାଂସ
କୋଚି, ୧୩ା୧୦: କେରଳର କୋଚିରେ ଦୁଇ ମହିଳାଙ୍କୁ ବଳି ଦେବା ଘଟଣାରେ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ଅଭିଯୁକ୍ତମାନେ ଧନୀ ହେବା ଅନ୍ଧବିଶ୍ୱାସରେ ରୋଜେଲିନ୍(୫୦) ଏବଂ ପଦ୍ମମ(୫୨) ନାମ୍ନୀ ଦୁଇ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସେମାନଙ୍କ ରକ୍ତ,…
ଫେସ୍ବୁକ୍ରେ ଅଚାନକ କମିଗଲା ଫଲୋଅର୍ସଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୧୩ା୧୦: ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍ ୟୁଜର୍ସଙ୍କ ଫଲୋଅର୍ସଙ୍କ ସଂଖ୍ୟା ଅଚାନକ କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଖୋଦ୍ ଫେସ୍ବୁକ୍ର ମୂଳ କମ୍ପାନୀ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଫଲୋଅର୍ସଙ୍କ ସଂଖ୍ୟା ବୁଧବାର ୩ଟା ସୁଦ୍ଧା ୧୧୯ ନିୟୁତ…
୫୦ ଦେଶ ମିଳିତ ଭାବେ ୟୁକ୍ରେନର ବାୟୁସେନାକୁ କରିବେ ସୁଦୃଢ଼
ବ୍ରୁସଲେସ୍,୧୨ା୧୦: ବେଲଜିୟମର ରାଜଧାନୀ ବ୍ରୁସଲେସ୍ରେ ୫୦ରୁ ଅଧିକ ଦେଶର ପ୍ରତିନିଧିମାନେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ନିଷ୍ପତ୍ତି ନେବେ। ବୁଧବାର ଅନୁଷ୍ଠିତ ଏକ ସମାବେଶରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୁକ୍ରେନ ଯୁଦ୍ଧର ସଦ୍ୟତମ ପରିସ୍ଥିତି ଉପରେ…
ବିଜେଡି ଖେଳିଲା ମହିଳା କାର୍ଡ
ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଭାଜପା ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବୁଧବାର ମହିଳା କାର୍ଡ ଖେଳିଛି ବିଜେଡି। ଦଳ ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ଅବନ୍ତୀ ତିହିଡି ବ୍ଲକ…
କ୍ରିମିଆ ବ୍ରିଜ୍ ବିସ୍ଫୋରଣ ଘଟଣା: ୮ ଗିରଫ
ମସ୍କୋ,୧୨ା୧୦: କ୍ରିମିଆ ବ୍ରିଜ୍ ବିସ୍ଫୋରଣ ଘଟଣାରେ ରୁଷିଆର ସଂଘୀୟ ସୁରକ୍ଷା ସେବା ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍ଏସ୍ବି) ୮ ଜଣଙ୍କୁ ଗିରଫ କରିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁପ୍ତଚର ବିଭାଗ ଏହି ଆକ୍ରମଣ କରିଛି। ରୁଷିଆର ସରକାରୀ ଏଜେନ୍ସି ଆରଆଇ…
ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷାରେ ଲକ୍ଷ୍ମଣ ରେଖା ନେଇ କୋର୍ଟ ଅବଗତ, ବିମୁଦ୍ରୀକରଣ ନେଇ କହିଲେ ସୁପ୍ରିମ୍ କୋର୍ଟ…
ନୂଆଦିଲ୍ଲୀ,୧୨।୧୦ : ବୁଧବାର ସୁପ୍ରିମକୋର୍ଟ ବିମୁଦ୍ରୀକରଣ ମାମଲାରେ କହିଛନ୍ତି ଯେ ସରକାରଙ୍କ ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଉପରେ ଲକ୍ଷ୍ମଣ ରେଖା ନେଇ କୋର୍ଟ ଅବଗତ ଅଛନ୍ତି। କିନ୍ତୁ ଏହି ପ୍ରସଙ୍ଗଟି କେବଳ ଏକାଡେମିକ ଅଭ୍ୟାସରେ ପରିଣତ ହୋଇଛି କି ନାହିଁ…
ଚା’ ବଗିଚା ମହିଳା କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନଛ କି ନାହିଁ ?…
ଅଗରତାଲା,୧୨।୧୦ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ତାଙ୍କର ପ୍ରଥମ ଦୁଇ ଦିନିଆ ଗସ୍ତରେ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ପହଞ୍ଚିବା ପରେ ପଶ୍ଚିମ ତ୍ରିପୁରା ଜିଲାର ନରସିଂହଗଡରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କରିଛନ୍ତି। ଏହା ପରେ ସେ ଜିଲାର ମୋହନପୁର…
ଆଣବିକ ଆକ୍ରମଣ କଲେ ପେଣ୍ଟାଗନ ଦେବ ଜବାବ: ପୁଟିନଙ୍କୁ ବାଇଡେନଙ୍କ ଚେତାବନୀ…
ଓ୍ବାଶିଂଟନ,୧୨।୧୦ : ପାଖାପାଖି ୮ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ନେଇ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କ ଦ୍ୱାରା ଆଣବିକ ଆକ୍ରମଣର ଭୟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ…
କଫ ସିରପ ଉତ୍ପାଦନ ନେଇ ମେଡେନ ଫାର୍ମାସ୍ୟୁଟିକାଲ୍ସ ଉପରେ ରୋକ ଲଗାଇଲେ ହରିୟାଣା ସରକାର…
ଚଣ୍ଡିଗଡ଼,୧୨।୧୦ : ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ ସିରପ ଉତ୍ପାଦନ ଉପରେ ହରିୟାଣା ସରକାର ରୋକ ଲଗାଇଛନ୍ତି। ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍ସର ୩ଟି କଫ ସିରପ ବିରୋଧରେ ଡାକ୍ତରୀ ଆଲର୍ଟ…
ଜମ୍ମୁ-କଶ୍ମୀରକୁ ଧର୍ମ-ଅଞ୍ଚଳ ଆଧାରରେ ବିଭାଜନ କରୁଛି ଭାଜପା: ମେହବୁବାଙ୍କ କଡ଼ା ସମାଲୋଚନା…
ଶ୍ରୀନଗର,୧୨।୧୦ : ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି ଜମ୍ମୁ-କଶ୍ମୀରରେ ନୂତନ ଭୋଟର ପଞ୍ଜୀକରଣ ଉପରେ ନିର୍ବାଚନ ଆୟୋଗଙ୍କ ଆଦେଶକୁ ସମାଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଧର୍ମ ଓ ଅଞ୍ଚଳ ଆଧାରରେ ଜମ୍ମୁ-କଶ୍ମୀରକୁ ବିଭାଜନ…
Archives


