Posted inଜାତୀୟ

ଚା’ ବଗିଚା ମହିଳା କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନଛ କି ନାହିଁ ?…

ଅଗରତାଲା,୧୨।୧୦ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ତାଙ୍କର ପ୍ରଥମ ଦୁଇ ଦିନିଆ ଗସ୍ତରେ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ପହଞ୍ଚିବା ପରେ ପଶ୍ଚିମ ତ୍ରିପୁରା ଜିଲାର ନରସିଂହଗଡରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କରିଛନ୍ତି।

ଏହା ପରେ ସେ ଜିଲାର ମୋହନପୁର ସବଡିଭିଜନର ଦୁର୍ଗାବାଡ଼ି ଚା ବଗିଚା ପରିଦର୍ଶନ କରି ଚା ବଗିଚା କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ଜଣେ ମହିଳା କର୍ମଚାରୀଙ୍କୁ ପଚାରିଲେ, ତୁମେ ତୁମ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଉଛ କି ନାହିଁ? ନିଜ ପିଲାମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାନ୍ତୁ। ଆପଣ ମାଗଣା ଚାଉଳ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ପାଇଛନ୍ତି କି ନାହିଁ?

ଏହା ସହିତ ସେ ମହିଳା କର୍ମଚାରୀଙ୍କୁ ମଧ୍ୟ ପଚାରିଥିଲେ ଯେ ସେ ତାଙ୍କ ସହ ଥିବା ଲୋକଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ମାଣିକ ସାହା ଏବଂ ସ୍ଥାନୀୟ ବିଧାୟକ କୃଷ୍ଣଧନ ଦାସଙ୍କୁ ଚିହ୍ନଟ କରିପାରିବେ କି? ତେବେ ମହିଳା ଜଣକ ହଁ ବୋଲି ଉତ୍ତର ଦେଇଥିଲେ।

ଯଦି ଆପଣଙ୍କର କୌଣସି ଦାବି କିମ୍ବା ସମସ୍ୟା ଅଛି ତେବେ ସେମାନଙ୍କ ସହ ଯୋଗାଯୋଗ କରିବାକୁ ମହିଳାଙ୍କ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ, ଚଣ୍ଡିଗଡ଼ରେ ଦେଖାଯିବ ବାୟୁବୀରଙ୍କ ଶକ୍ତି

ଚଣ୍ଡିଗଡ଼,୮ ।୧୦: ଭାରତୀୟ ବାୟୁସେନା ଶନିବାର ତା’ର ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମଥର ଲାଗି କୌଣସି...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୮,୩୩୩ ଛୁଇଁଲା

ନୂଆଦିଲ୍ଲୀ,୨୮।୫: ଦେଶରେ ସାଙ୍ଘାତିକ ହେଲାଣି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୬,୫୬୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା...

ଶାହାନଓ୍ବାଜଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ଏଫଆଇଆର ରୁଜୁ ଆଦେଶ ଉପରେ ଏସସିଙ୍କ ରୋକ…

ନୂଆଦିଲ୍ଲୀ, ୨୨।୮ : ଭାଜପା ନେତା ଶାହନୱାଜ ହୁସେନଙ୍କୁ ତାଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ମାମଲାରେ ଅପରାଧିକ ଅଭିଯୋଗ ମାମଲାରେ ସୁପ୍ରିମକୋର୍ଟ (ଏସସି) ରେ...

ଭାରତରେ ଆମେରିକା ବୈଦେଶିକ ମନ୍ତ୍ରୀ ପୋମ୍ପିଓ: ଆଜି ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ,୨୬।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଇକ ପୋମ୍ପିୟୋ। ଏହି ଗସ୍ତ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି କର୍ନାଟକବାସୀ: ମମତା…

କୋଲକାତା,୧୩।୫ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଥମ ବିବୃତ୍ତି ଦେଇଛନ୍ତି। ମମତା ବାନାର୍ଜୀ...

ଡକାୟତଙ୍କୁ ସାମ୍ନା କରିଥିବା ବୃଦ୍ଧ ଦମ୍ପତିଙ୍କୁ ମିଳିଲା ସାହସିକତା ପୁରସ୍କାର

ଚେନ୍ନାଇ,୧୬।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପଲାନିସ୍ବାମୀ ଗୁରୁବାର ସ୍ବାଧୀନତା ଦିବସରେ ଚେନ୍ନାଇର ବୃଦ୍ଧ ଦମ୍ପତି ଏସ୍‌ ଶାନମୁଗଭେଲ ଓ ସେନ୍ଥାମାରାଇଙ୍କୁ ସାହସିକତା ପୁରସ୍କାର ପ୍ରଦାନ...

ଝାଡଖଣ୍ଡ ରାଜ ଭବନରେ ଗୁପ୍ତ ସୁଡ଼ଙ୍ଗ…

ରାଞ୍ଚି,୨୮।୫ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଝାଡଖଣ୍ଡ ଗସ୍ତରେ ଥିଲେ। ଏହି ସମୟରେ ସେ ରାଜ ଭବନ ରାଞ୍ଚିରେ ରହୁଥିଲେ ସେ ୬...

ବିଗ୍‌ ବି’ଙ୍କ ବଙ୍ଗଳାରେ ବୋମା, ପୋଲିସ କଣ୍ଟ୍ରୋଲ ରୁମକୁ ଅଜଣା କଲ୍‌…

ମୁମ୍ବାଇ,୭।୮: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ରହିଛି। ଏନେଇ ଏକ ଫୋନ କଲ ଆସିବା ପରେ ପୋଲିସ କଣ୍ଟ୍ରୋଲ ରୁମ୍‌ରେ ଉତ୍ତେଜନା ପ୍ରକାଶ...

Advertisement
Archives

Model This Week