Home Middle

ଖେରସାନ ଉପରେ ୩୩ ରକେଟ ମାଡ଼ କଲା ରୁଷିଆ…

କିଭ୍‌,୨୮।୧୨ : ବୁଧବାର ପୂର୍ବାହ୍ନରେ, ରୁଷିଆର ସେନା ୟୁକ୍ରେନର ଖେରସାନ ସହରରେ ସାଧାରଣ ନାଗରିକଙ୍କ ଉପରେ ୩୩ ରକେଟ ମାଡ଼ କରିଛି। ଏହା ସହିତ ରୁଷିଆ ଯୁଦ୍ଧରେ ଅଧିକ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ନିୟୋଜିତ କରିଛି।ଏହି ସୂଚନା ୟୁକ୍ରେନର ସେନା…

ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକା ଦାୟୀ: ରୁଷିଆ ବୈଦେଶିକ ମନ୍ତ୍ରୀ…

ମସ୍କୋ,୨୮।୧୨ : ୟୁକ୍ରେନ ସଙ୍କଟ ପାଇଁ ବିଶ୍ୱର ଅଧିକାଂଶ ଦେଶ ରୁଷିଆକୁ ଦାୟୀ କରୁଥିବାବେଳେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ବର୍ତ୍ତମାନ ଏଥିପାଇଁ ଆମେରିକାକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ସଙ୍କଟ ପାଇଁ ଆମେରିକା ଦାୟୀ। କାରଣ…

ୟୁରୋପରେ ଯୁଦ୍ଧର ପଦଧ୍ୱନୀ: ସର୍ବିୟା-କୋସୋଭୋ ସୀମାରେ ସୈନ୍ୟଙ୍କ ସଂଖ୍ୟା ବଢ଼ିଲା…

ବେଲଗ୍ରେଡ/ପ୍ରିଷ୍ଟିନା,୨୮।୧୨ : ୟୁକ୍ରେନରେ ଯୁଦ୍ଧର ଆତଙ୍କ ସହିତ ଏବେ ୟୁରୋପରେ ଆଉ ଏକ ଯୁଦ୍ଧର ପଦଧ୍ୱନୀ ଶୁଣାଯିବା ଆରମ୍ଭ କରିଛି। ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶ ସର୍ବିୟେ ଏବଂ କୋସୋଭୋ ମଧ୍ୟରେ ବିବାଦ ବୃଦ୍ଧି ପାଇଛି। କୋସୋଭୋ ସୀମାରେ ସର୍ବିୟା ବହୁ ସଂଖ୍ୟକ…

ଭାରତ ଯୋଡୋ ଯାତ୍ରା କଂଗ୍ରେସକର୍ମୀଙ୍କୁ ଦେଇଛି ସଞ୍ଜିବନୀ: ଖାର୍ଗେ…

ନୂଆଦିଲ୍ଲୀ,୨୮।୧୨ : ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସ ବୁଧବାର ଏହାର ୧୩୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦିଲ୍ଲୀର ଅଲ ଇଣ୍ଡିଆ କଂଗ୍ରେସର ମୁଖ୍ୟାଳୟ ଆକର୍ଷଣୀୟ ଭାବରେ ସଜାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏଆଇସିସି ମୁଖ୍ୟାଳୟରେ…

୪ ଦିନରେ ୪୧ ବିଦେଶ ଫେରନ୍ତା କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୨୮।୧୨ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଥି ସହିତ ଡିସେମ୍ବର ୨୪ଠାରୁ ଗତ ୪ ଦିନ ମଧ୍ୟରେ ୪୧…

ମତେ କହୁଛନ୍ତି ପପୁ, ମୋ ବୁଢ଼ୀମାଙ୍କୁ ମଧ୍ୟ କହୁଥିଲେ ଗୁଙ୍ଗି ଗୁଡ଼ିଆ: ରାହୁଲ…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସବୁ ଦଳର ରାଜନେତା ’ପପୁ’ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ନାମରେ ମୋର କୌଣସି ଅସୁବିଧା ନାହିଁ। ଏହାପୂର୍ବରୁ ମୋର ବୁଢ଼ୀମାଙ୍କ ଇନ୍ଦିରା…

ଜାପାନରେ ପ୍ରବଳ ତୁଷାରପାତ, ୧୭ ମୃତ-୯୦ରୁ ଅଧିକ ଆହତ…

ଟୋକିଓ,୨୮।୧୨ : ଆମେରିକା ପରେ ବର୍ତ୍ତମାନ ଜାପାନ ତୁଷାରପାତର ଶିକାର ହୋଇଛି। ଏଠାରେ ପ୍ରବଳ ତୁଷାରପାତ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସପ୍ତାହରୁ ଦେଶର ଉତ୍ତର…

ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି। ଏହା ବଢ଼ି ୧୮୮…

ପାର୍କିଂ ଅଞ୍ଚଳରେ ଧାଡ଼ି ଧାଡ଼ି ମୃତଦେହ, ଚାଇନା ମିଥ୍ୟାର ପର୍ଦ୍ଦାଫାଶ କଲା ଭିଡ଼ିଓ…

ବେଜିଂ,୨୮।୧୨ : କରୋନା ଯୋଗୁଁ ଚାଇନାରେ ଆତଙ୍କ ଦେଖାଦେଇଛି। ଦୈନିକ ପଞ୍ଜୀକୃତ ହେଉଥିବା ମାମଲା ସଂଖ୍ୟା କୋଟି କୋଟି ବୋଲି କୁହାଯାଉଛି। ତେଣୁ ଏଥି ସହିତ ଚାଇନା ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ ନୂଆ ଉପାୟ ପ୍ରସ୍ତୁତ…

ଆଖିଦେଖି ମନ ପଢ଼ିବାରେ ମହିଳା ଆଗରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୨ : ଆଖିରୁ ଜଣେ ବ୍ୟକ୍ତିଙ୍କ ମନ ପଢ଼ିବାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି। ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ଏକ ଗବେଷଣାରେ ଏହା ପ୍ରକାଶ ପାଇଛି । ଏହା ଏକ ସର୍ବ ବୃହତ ଅଧ୍ୟୟନ ।…

ମେକ୍ସିକୋ ପ୍ରବାସୀଙ୍କୁ ଆମେରିକାରେ ଶରଣ ମନା: ସୁପ୍ରିମ୍‌କୋର୍ଟ…

ଓ୍ବାଶିଂଟନ,୨୮।୧୨ : ଦୁଇ ବର୍ଷ ପୂର୍ବେ ସୁପ୍ରିମକୋର୍ଟ ମେକ୍ସିକୋ ସୀମାରୁ ପ୍ରବାସୀଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ ଆମେରିକା ସରକାରଙ୍କ ଆଦେଶକୁ ଅନୁମୋଦନ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର କରୋନା ଅବଧି ଦର୍ଶାଇ ମେକ୍ସିକୋ…

ଘଣ୍ଟାଏରେ ୨ ଥର ଥରିଲା ନେପାଳ…

କାଠମାଣ୍ଡୁ,୨୮।୧୨ : ବୁଧବାର ବିଳମ୍ବିତ ରାତିରେ ନେପାଳରେ ଏକ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଘଟିଛି। ନ୍ୟାଶନାଲ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନେପାଳ ଅନୁଯାୟୀ, ବାଗଲୁଙ୍ଗ ଜିଲାରେ କମ୍ପନର ତୀବ୍ରତା ୪.୭ ଏବଂ ୫.୩ ଥିଲା। ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?