ଏକକାଳୀନ ୧୧ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ
ମୁମ୍ବାଇ,୨୯।୧୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଏକକାଳନୀ ଦେଶର ୧୧ଟି ପ୍ରମୁଖ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ବର୍ତ୍ତମାନ ସୁଦ୍ଧା କମ୍ପାନୀର ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିବା ଏକକାଳୀନ ସହର ସଂଖ୍ୟା…
୨ କୋଟି କୋଭିଶିଲ୍ଡ ଟିକା ମାଗଣାରେ ଦେବ ସେରମ୍
ନୂଆଦିଲ୍ଲୀ, ୨୯।୧୨: ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍ ମାଗଣାରେ ଯୋଗାଇ ଦେବା ନେଇ ବୁଧବାର କହିଛି। ଦେଶରେ କରୋନାର ସ୍ଥିତିକୁ ନଜରରେ ରଖି କମ୍ପାନୀ ପକ୍ଷରୁ ଏ ପ୍ରକାର…
କୁହୁଡ଼ିରେ ୨୦୦ ଗାଡ଼ି ଧକ୍କା
ବେଜିଂ, ୨୯।୧୨: ସେଣ୍ଟ୍ରାଲ୍ ଚାଇନାର ଝେଙ୍ଗଜହୋଉରେ ବୁଧବାର ପ୍ରବଳ କୁହୁଡ଼ି ସକାଶେ ୨୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଏକାସଙ୍ଗେ ପିଟି ହୋଇଯାଇଛନ୍ତି। ସେଥିମଧ୍ୟରୁ ୧୨ଟି ଗାଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଝେଙ୍ଗଜିନ ହୁଆଙ୍ଗହେ ବ୍ରିଜ୍ରେ ଅନେକ କାର୍ ଉପରେ ଟ୍ରକ୍ ଚଢ଼ିଯାଇଥିବା…
ଚନ୍ଦ୍ରାବାବୁଙ୍କ ରୋଡ୍ ଶୋ’ ବେଳେ ଦଳାଚକଟା, ୮ ମୃତ
ନେଲ୍ଲୋର,୨୯ା୧୨: ଆନ୍ଧ୍ର ପ୍ରଦେଶର କନ୍ଦୁକୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରାବାବୁ ନାଇଡ଼ୁଙ୍କ ରୋଡ୍ ଶୋ’ ବେଳେ ଦଳାଚକଟା ହୋଇଛି। ବହୁ ଲୋକ ଏକ ଡ୍ରେନ୍କୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା…
ବରଫ ପଡ଼ିଥିବା କାର୍ରୁ ମିଳିଛି ଅନେକ ମୃତଦେହ
ଓ୍ବାଶିଂଟନ,୨୮ା୧୨: ଆମେରିକାରେ ତୁଷାର ଝଡ଼ ମଧ୍ୟରେ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୁଏ, ତେବେ ଆଗାମୀ ଦିନରେ ଆମେରିକାର ଏକ ବଡ଼ ଅଞ୍ଚଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଅସୁବିଧା ଆହୁରି…
ମା’ଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ମୋଦି
ଅହମ୍ମଦାବାଦ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚି କଡା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ତାଙ୍କ ମା’ଙ୍କୁ ଭେଟିଛନ୍ତି। ଡାକ୍ତରୀ ଟିମ୍ କହିଛନ୍ତି, ପିଏମ ମୋଦିଙ୍କ ମା’…
ଜାନୁୟାରୀ ୧୫ ପରେ ଦେଶରେ ବଢ଼ିପାରେ କରୋନା ସଂକ୍ରମଣ, ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ,୨୮।୧୨ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଜାନୁୟାରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର ଆକ୍ରାନ୍ତଙ୍କ…
ମୋଦିଙ୍କ ମା‘ଙ୍କ ପାଇଁ ଭାବୁକ ଟୁଇଟ କଲେ ରାହୁଲ…
ନୂଆଦିଲ୍ଲୀ,୨୮।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା‘ ହୀରାବେନଙ୍କ ସ୍ବାସ୍ଥ୍ୟ ଖରାପ ହେବା ନେଇ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଭାବୁକ ଟୁଇଟ କରିଛନ୍ତି। ରାହୁଲ ଲେଖିଛନ୍ତି, ’ମା ଏବଂ ପୁଅ ମଧ୍ୟରେ ପ୍ରେମ ଅନନ୍ତ ଏବଂ ଅମୂଲ୍ୟ ଅଟେ। ମୋଦି…
୨୦୨୪ରେ ମୋଦିଙ୍କୁ ପରାଜିତ କରାଯାଇ ପାରିବ: ମଣି ଶଙ୍କର ଆୟାର…
ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ରାହୁଲଙ୍କ ଟି-ଶର୍ଟ ଏବଂ ଦାଢ଼ି ବିଷୟରେ ସେ କଥାବାର୍ତ୍ତା କରୁଥିବା ଭାଜପା ଆଉ କୌଣସି ପ୍ରସଙ୍ଗ ନଥିବା ପରି…
କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ: ହାଇକୋର୍ଟ…
ଭୋପାଳ,୨୮।୧୨ : ମଧ୍ୟପ୍ରଦେଶ ହାଇକୋର୍ଟ ଆତ୍ମହତ୍ୟା ମାମଲାରେ ରାୟ ଦେଇ କହିଛନ୍ତି ଯେ କ୍ରୋଧରେ କୁହାଯାଇଥିବା ଶବ୍ଦ ଆତ୍ମହତ୍ୟା ପାଇଁ ଉସୁକାଇବା ଭାବେ ବିବେଚନା କରାଯାଇପାରିବ ନାହିଁ। ୨୦୨୦ରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିବା ମାମଲାର ଶୁଣାଣି କରି କୋର୍ଟ ଏହି…
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବା ହେବ କଷ୍ଟକର, ମହାରାଷ୍ଟ୍ର ବିଧାନସଭାରେ ଲୋକାୟୁକ୍ତ ବିଲ ପାରିତ…
ମୁମ୍ବାଇ,୨୮।୧୨ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ସହିତ ମିଳିତ ଭାବେ ଗଠିତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ କରିଛନ୍ତି। ମହାରାଷ୍ଟ୍ର ଲୋକାୟୁକ୍ତ ବିଲ ୨୦୨୨ ମହାରାଷ୍ଟ୍ର ବିଧାନସଭାରେ ଶିନ୍ଦେ ସରକାରଙ୍କ ଦ୍ୱାରା ପାରିତ…
ଏନକାଉଣ୍ଟରେ ୪ ଆତଙ୍କବାଦୀ ନିହତ, ନୂଆବର୍ଷରେ ଆକ୍ରମଣ ଷଡ଼ଯନ୍ତ୍ର…
ଶ୍ରୀନଗର,୨୮।୧୨ : ଜମ୍ମୁ-କଶ୍ମୀରରେ ପୋଲିସ ଏବଂ ସେନା ଆତଙ୍କବାଦୀଙ୍କୁ ହଟାଇବା ପାଇଁ ନିରନ୍ତର ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଜମ୍ମୁ-କଶ୍ମୀର ପୋଲିସ ବୁଧବାର ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ସିଦ୍ଧରା ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ଗୁପ୍ତ ସୂଚନା…

