ଖେରସାନ ଉପରେ ୩୩ ରକେଟ ମାଡ଼ କଲା ରୁଷିଆ…

କିଭ୍‌,୨୮।୧୨ : ବୁଧବାର ପୂର୍ବାହ୍ନରେ, ରୁଷିଆର ସେନା ୟୁକ୍ରେନର ଖେରସାନ ସହରରେ ସାଧାରଣ ନାଗରିକଙ୍କ ଉପରେ ୩୩ ରକେଟ ମାଡ଼ କରିଛି। ଏହା ସହିତ ରୁଷିଆ ଯୁଦ୍ଧରେ ଅଧିକ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ନିୟୋଜିତ କରିଛି।ଏହି ସୂଚନା ୟୁକ୍ରେନର ସେନା ଦ୍ୱାରା ଦିଆଯାଇଛି।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଡୋନେଟସ୍କ ପ୍ରଦେଶର ବାଖମୁଟ ଏବଂ ଉତ୍ତରରେ ଲୁହାନସ୍କ ପ୍ରଦେଶର ସୌଟୋଭ ନିକଟରେ ଦୁଇପକ୍ଷଙ୍କ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି।

୭୦ ହଜାରରୁ ଅଧିକ ଲୋକ ବାସ କରୁଥିବା ବାଖମୁଟରେ ବର୍ତ୍ତମାନ ଧ୍ୱଂସାବଶେଷରେ ପରିଣତ ହୋଇଥିବା ରଏଟର୍ସ ପକ୍ଷରୁ କୁହାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଚୁଟି କାଟିଲେ, ହିଜାବ ଜାଳିଲେ ମହିଳା

ତେହରାନ୍‌,୨୦ା୯: ହିଜାବ ନ ପିନ୍ଧିବାରୁ ମୁସ୍‌ଲିମ୍‌ ଦେଶ ଇରାନର ୨୨ ବର୍ଷୀୟା ଯୁବତୀ ମାହ୍‌ସା ଆମିନିଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ ତୀବ୍ର ହୋଇଛି। ଶତାଧିକ ମହିଳା...

ଚଳିତ ବର୍ଷ ଇରାନରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ: ମାନବାଧିକାର ରିପୋର୍ଟ…

ତେହରାନ,୭।୧୨ : ଇରାନରେ ହିଜାବକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଅତ୍ୟନ୍ତ ନିଷ୍ଠୁର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଶିଆ ସଂଖ୍ୟାଗରିଷ୍ଠ...

କାହିଁକି ଖସୁଛି ନେପାଳୀ ବିମାନ

କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ...

ଯୋଶିହିଡେ ସୁଗା ହେଲେ ଜାପାନର ପ୍ରଧାନମନ୍ତ୍ରୀ: ଶୁଭେଚ୍ଛା ଜଣାଇଲେ ମୋଦି

ଟୋକିଓ,୧୬।୯: ଯୋଶିହିଡେ ସୁଗା ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ବୁଧବାର ସୁଗା ଆନୁଷ୍ଠାନିକ ଭାବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।...

ଜାତିସଂଘ ମହାସଚିବ ପ୍ରାର୍ଥୀ ଆକାଂକ୍ଷା

ନ୍ୟୁୟର୍କ, ୧୪ା୨: ଜାତିସଂଘର ମହାସଚିବ ପଦରେ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଅରୋରା। ୩୪ ବର୍ଷୀୟା ଆକାଂକ୍ଷା ଏବେ ଜାତିସଂଘ ବିକାଶ...

ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଲା ‘ନାଟୁ ନାଟୁ’ ଗୀତ

ସାକ୍ରାମେଣ୍ଟୋ,୧୧।୧: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସୁପରହିଟ୍‌ ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା...

ଆଖିରୁ ମିଳିଲା କରୋନା ଭୂତାଣୁ

ବେଜିଂ,୧୨।୧୦: ସାଧାରଣତଃ କରୋନା ଜୀବାଣୁ ନାକ ଏବଂ ପାଟି ଦେଇ ଶରୀରକୁ ପ୍ରବେଶ କରିଥାଏ। ଏବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଆଖି ମାଧ୍ୟମରେ...

ସୁରକ୍ଷିତ କରୋନା ଟିକା ବିତରଣ: ସତର୍କ ସୂଚନା ଜାରି କଲା ଇଣ୍ଟରପୋଲ

ଲାୟୋନ,୩।୧୨: ପୃଥିବୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷିତ ଭାବେ କରୋନା ଟିକା ବିତରଣ କରାଇବା ଲାଗି ଇଣ୍ଟରପୋଲ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫ୍ରାନ୍ସ୍‌ର ଲାୟୋନ...

Advertisement
Archives

Model This Week