Home Middle

ହିମାଚଳ ପ୍ରଦେଶରେ ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର, ପରିବାରର ଜଣକୁ ଟିକଟ-୭୫ ବର୍ଷରୁ ଅଧିକଙ୍କୁ ନିର୍ବାଚନ ଲଢ଼ିବା ମନା…

ଶିମଲା,୧୯।୧୦ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଅନେକ ଭେଟେରାନ ଏହି ତାଲିକାରେ ସ୍ଥାନ ପାଇଥିବାବେଳେ କେତେକଙ୍କୁ ମଧ୍ୟ କାଟି ଦିଆଯାଇଛି। ହିମାଚଳ ଭାଜପା ସୂତ୍ରରୁ ପ୍ରକାଶ ଯେ…

ଶାହିଦ ମହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନେଇ ଚାଇନା ଦେଲା ବାଧା…

ଜେନେଭା,୧୯।୧୦ : ମିଳିତ ଜାତିସଂଘରେ ପାକିସ୍ତାନର ଲଶ୍କର-ଇ-ତୋଏବା ସଦସ୍ୟ ଶାହିଦ ମେହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ଏକ ପ୍ରସ୍ତାବକୁ ଚାଇନା ବାଧା ଦେଇଛି। ଏହା ହେଉଛି ଚତୁର୍ଥ ମାମଲା ଯେଉଁଥିରେ ଚାଇନା ଆତଙ୍କବାଦୀଙ୍କୁ…

ତାଲିବାନର ବର୍ବରତା, ପଞ୍ଜଶିର ଘାଟିରେ ୨୭ ଜଣଙ୍କୁ ହତ୍ୟା…

କାବୁଲ,୧୯।୧୦ : ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ଏକ ସଂଘର୍ଷରେ ତାଲିବାନ ସଦସ୍ୟ ୨୭ଜଣଙ୍କୁ ବର୍ବରତାର ସହିତ ହତ୍ୟା କରିଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ସେମାନଙ୍କୁ ଗତ ମାସରେ ତାଲିବାନ ଧରିଥିଲା। ପ୍ରକାଶିତ ହୋଇଥିବା ଏକ…

ଜିନପିଙ୍ଗ ତୃତୀୟ ଥର ପାଇଁ କ୍ଷମତା ଚାବି, ପ୍ରସ୍ତୂତି ଆରମ୍ଭ, ୧୪ ଲକ୍ଷରୁ ଅଧିକ ଲୋକ ଗିରଫ…

ବେଜିଂ,୧୯।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ ତମ ଅଧିବେଶନ ରାଜଧାନୀ ବେଜିଂରେ ଜାରି ରହିଛି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ କ୍ରମାଗତ ତୃତୀୟ ଥର କ୍ଷମତାର ଚାବି ହସ୍ତାନ୍ତର କରାଯିବ। ଏଥିପାଇଁ ବେଜିଂ ରାସ୍ତାରେ ପ୍ରତି ୧୦୦ଫୁଟରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ…

ଓପେକ୍‌ ଦେଶର ତୈଳ ଉତ୍ପାଦନ ହ୍ରାସ ନେଇ ଆମେରିକା ରୁଷିଆକୁ କଲା ଟାର୍ଗେଟ…

ଓ୍ବାଶିଂଟନ,୧୯।୧୦: ସାଉଦି ଆରବ ନେତୃତ୍ୱାଧୀନ ତୈଳ ଉତ୍ପାଦନକାରୀ ଓପେକ ପ୍ଲସ୍‌ ଦେଶଗୁଡ଼ିକ ପକ୍ଷରୁ ତୈଳ ଉତ୍ପାଦନ ହ୍ରାସ ଘୋଷଣା କରିବା ପରେ ଏହାକୁ ନେଇ ଆମେରିକା କ୍ରୋଧିତ ହୋଇଛି। ଆମେରିକା କହିଛି ଯେ ଏହି ସବୁ ଦେଶର ନିଷ୍ପତ୍ତି ପଛରେ ରୁଷିଆର…

ଦୈନିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ୍‌ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି ସବ୍‌…

ହିମାଚଳ ପ୍ରଦେଶ ନିର୍ବାଚନ ଲାଗି ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ଜାରି, ଏହି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

ଧର୍ମଶାଳା,୧୯ ।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପ୍ରାର୍ଥି ତାଲିକା ଜାରି କରିଛି । ଭାଜପା ପକ୍ଷରୁ ଏହି ପ୍ରାର୍ଥି ତାଲିକାରେ ୬୨ ଜଣଙ୍କ ନାମ ରହିଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର…

ଭାରତ ପହଞ୍ଚିଲେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ, ମୋଦିଙ୍କୁ କରିବେ ସାକ୍ଷାତ୍‌

ନୂଆଦିଲ୍ଲୀ,୧୯ ।୧୦: ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପହଞ୍ଚିଛନ୍ତି । ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ତାଙ୍କୁ ସ୍ୱାଗତ କରିଛନ୍ତି । ଏହା ଗୁଟେରସଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଭାରତ ଯାତ୍ରା । ବୈଦେଶିକ ମନ୍ତ୍ରଣାଳୟ…

ଆସୁଛି ବାତ୍ୟା

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ୍‌(ଜିଏଫ୍‌ଏସ୍‌) ସମେତ ବିଭିନ୍ନ ପାଣିପାଗ ମଡେଲ କରିଥିବା ଅନୁମାନ ଧୀରେ ଧୀରେ ସତ ହେବାରେ ଲାଗିଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ…

କଂଗ୍ରେସକୁ ଆଜି ମିଳିବ ନୂଆ ଅଧ୍ୟକ୍ଷ: ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରର ନେତା ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୧୯ ।୧୦: ଦେଶର ସବୁଠାରୁ ପୁରୁଣା ରାନୈତିକ ଦଳ କଂଗ୍ରେସକୁ ଆଜି ଅର୍ଥାତ୍ ବୁଧବାର ତା’ର ନୂଆ ଅଧ୍ୟକ୍ଷ ମିଳିବାକୁ ଯାଉଛି । ୨୪ ବର୍ଷ ପରେ ପ୍ରଥମଥର ଗାନ୍ଧୀ ପରିବାର ବାହାରୁ ଜଣେ ନେତାଙ୍କୁ ଏହି ଅଧ୍ୟକ୍ଷ ପଦ ମିଳିବ…

ସମସ୍ତ ସର୍ଭେରୁ ସଙ୍କେତ, ନଭେମ୍ବର ୮ରେ ବାଇଡେନଙ୍କ ପାର୍ଟିର ପରାଜୟ ଆଶଙ୍କା…

ଓ୍ବାଶିଂଟନ,୧୮।୧୦ : ଆମେରିକାର ହେବାକୁଥିବା ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନର ତିନି ସପ୍ତାହ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ବିଜୟ ଆଶା ଦୁର୍ବଳ ହେବାରେ ଲାଗିଛି। ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ଆଶା ହ୍ରାସ ଯୋଗୁ ବର୍ତ୍ତମାନ ଏହି ଆଶଙ୍କା ଅଧିକ…

ଆରଟିଆଇ ସୂଚନା: ୟୁପିଏ ସରକାରଙ୍କ ସମୟରେ ୪ ହଜାରରୁ ଅଧିକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ମୋଦିଙ୍କ ଶାସନରେ ଭାଙ୍ଗିଛି ଆତଙ୍କବାଦ ମେରୁଦଣ୍ଡ…

ପୁଣେ,୧୮।୧୦ : ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇ ବର୍ତ୍ତମାନର କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିଛନ୍ତି। ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଆତଙ୍କବାଦ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସରକାର ଏହା ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri