Home Middle

ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ହୋଇପାରେ ଜେଲ…

ଓ୍ବାଶିଂଟନ,୬।୭ : ଜଣାଶୁଣା ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ୬ ମାସ ଜେଲ ଦଣ୍ଡ ଦିଆଯାଇପାରେ। ପ୍ରକୃତରେ, ଗ୍ରେଟା ଥନବର୍ଗ ଜୁନ ମାସରେ ସ୍ବିଡେନରେ ଏକ ସିଟ-ଇନ ପ୍ରଦର୍ଶନ ସମୟରେ ପୋଲିସର ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଗତ ଜୁନ…

ତୃତୀୟ ରାଉଣ୍ଡରେ କାସାଟକିନା

ଓ୍ବିମ୍ବେଲଡନ, ୬।୭: ବର୍ଷା ଯୋଗୁ କ୍ରମାଗତ ତୃତୀୟ ଦିବସରେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଅନେକ ମ୍ୟାଚ ବାଧାପ୍ରାପ୍ତ ହୋଇଛି। କେବଳ ଇନ୍‌ଡୋରରେ ଖେଳଗୁଡ଼ିକ ସମ୍ଭବ ହୋଇପାରିଛି। ଅଲ୍‌ ଇଂଲଣ୍ଡ କ୍ଲବର କେବଳ ସେଣ୍ଟର କୋର୍ଟ ଓ କୋର୍ଟ ନଂ-୧ରେ ଛାତ…

ସୁପର କପ୍‌ ବିଜେତାକୁ ପୁରସ୍କାର ପ୍ରଦାନ

କଟକ,୬ା୭ (ସୁପ୍ରିୟା ପ୍ରିୟର୍ଶିନୀ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଫୁଟବଲ ଲିଗ୍‌ ଉଦ୍‌ଘାଟିତ ହୋଇଛି। ଫାଓ ଲିଗ୍‌ ନାମରେ ପରିଚିତ ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଓଡ଼ିଶା ପୋଲିସ ଓ ସ୍ପୋଟର୍‌ସ ଓଡ଼ିଶା…

ଇଂଲଣ୍ଡ ଫୁଟ୍‌ବଲରେ ପ୍ରଥମ ମହିଳା କୋଚ୍‌

ମାଞ୍ଚେଷ୍ଟର, ୬ା୭(ପି.ଟି.): ଇଂଲଣ୍ଡରେ ଦିନକୁ ଦିନ ମହିଳା ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ତେବେ ପୁରୁଷ ଟିମ୍‌ରେ ମହିଳା କୋଚ୍‌ ବା ସପୋର୍ଟ ଷ୍ଟାଫ୍‌ଙ୍କ ଉପସ୍ଥିତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଏକ ପରସ୍ଥିତିରେ ଇତିହାସ ରଚିଛନ୍ତି…

ଉତ୍ତରାଞ୍ଚଳ ୧୯୮ରେ ଅଲ୍‌ଆଉଟ

ବେଙ୍ଗାଲୁରୁ, ୬।୭: ଦୁଲିପ ଟ୍ରଫି କ୍ରିକେଟର ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣାଞ୍ଚଳ ବୋଲରମାନେ ଚମତ୍କାର ବୋଲିଂ କରି ଉତ୍ତରାଞ୍ଚଳ ପ୍ରଥମ ଇନିଂସକୁ ୧୯୮ ରନରେ ସୀମିତ ରଖିଛନ୍ତି। ପଶ୍ଚିମାଞ୍ଚଳ ବୋଲିଂ ଆକ୍ରମଣର ନେତୃତ୍ୱ ନେଇଛନ୍ତି ବିଦ୍ୱାଥ କଭେରପ୍ପା। ଏହି…

ଏମ୍‌ଏଲ୍‌ଏସ୍‌ର ମହଙ୍ଗା ଖେଳାଳି ମେସି

ନୂଆଦିଲ୍ଲୀ, ୬ା୭: ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ ମେସି ନିକଟରେ ମେଜର ଲିଗ୍‌ ସକର (ଏମ୍‌ଏଲ୍‌ଏସ୍‌) ଦଳ ଇଣ୍ଟର ମାୟାମିରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ଭାବରେ ମେସିଙ୍କ ବେତନ ସମ୍ପର୍କରେ କୌଣସି ସୂଚନା ନ ଥିବା ବେଳେ ସେ ବାର୍ଷିକ…

ପଶ୍ଚିମାଞ୍ଚଳ ତାରକା ବ୍ୟାଟର ବିଫଳ

ଅଲୁର, ୬।୭ (ପି.ଟି.): ଦୁଲିପ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲ ଏଠାରେ ବୁଧବାର ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଆରମ୍ଭ ହୋଇଛି। ତାରକା ବ୍ୟାଟରଙ୍କ ବିଫଳତା ଯୋଗୁ ପଶ୍ଚିମାଞ୍ଚଳ ପ୍ରଥମ ଦିବସ ଖେଳ ଶେଷ ବେଳକୁ ପ୍ରଥମ ଇନିଂସରେ ୨୧୬ ରନ…

ରିହାତିରେ ତେଲ କିଣି ତୈଳ କମ୍ପାନୀ ଲାଭବାନ

ନୂଆଦିଲ୍ଲୀ,୬।୭ (ଅଭୟ ଦାଶ): ଗତ କିଛି ବର୍ଷ ହେବ ଭାରତୀୟ ତୈଳ କମ୍ପାନୀଗୁଡିକ ରୁଷିଆରୁ ତେଲ କିଣି ବ୍ୟାପକ ଲାଭବାନ ହୋଇଛନ୍ତି। ବିଶେଷ କରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଭିନ୍ନ ରାଷ୍ଟ୍ର ରୁଷିଆ ଉପରେ…

ମରୁଭୂମିରେ ବନ୍ୟା: ୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଜୟପୁର,୬।୭: ଗତ ଜୁନ୍‌ରେ ରାଜସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି। ରାଜ୍ୟରେ ବର୍ଷା ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିବା ମଙ୍ଗଳବାର ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତମାସରେ ୧୫.୯ ଏମ୍‌.ଏମ୍‌. ବର୍ଷା ରେକର୍ଡ କରାଯାଇଥିବାବେଳେ ହାରାହାରି ୧୮୫% ଅଧିକ ବର୍ଷା…

ସହଯୋଗୀଙ୍କ ବିନାଶ କରୁଛି ଭାଜପା: ପାଓ୍ବାର

ମୁମ୍ବାଇ,,୬ା୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପ୍ରତ୍ୟେକ ସହଯୋଗୀ ଦଳର ବିନାଶ ଘଟିଛି। ଗୈରିକ ଦଳକୁ ସମର୍ଥନ କରୁଥିବା ଦଳ ଶେଷରେ ଧ୍ୱଂସ ହୋଇଯାଏ। ତୁମେ ବି ସମଦଶା ଭୋଗିବ ବୋଲି ପୁତୁରା ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ବୁଧବାର ଚେତାବନୀ…

ଆଦିବାସୀଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ଗିରଫ

ଭୋପାଳ/ନୂଆଦିଲ୍ଲୀ,୬।୭: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ଆଦିବାସୀ ଶ୍ରମିକ ପାଲେ କୋଲଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ପ୍ରଭେଶ ଶୁକ୍ଳାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ପ୍ରଭେଶ ଜମି ଜବରଦଖଲ କରି ବେଆଇନ ଭାବେ ନିର୍ମାଣ କରିଥିବା ଘରକୁ…

ସବୁଠୁ ଉତ୍ତପ୍ତ ମାସ ହୋଇପାରେ ଜୁଲାଇ

ଓ୍ବାଶିଂଟନ୍‌,୬ା୭: ଗତ ସୋମବାର ବିଶ୍ୱର ସବୁଠୁ ଉତ୍ତପ୍ତ ଦିନ ଭାବେ ରେକର୍ଡ କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଗ୍ରୀଷ୍ମପ୍ରବାହ ବଢ଼ୁଥିବା ଯୋଗୁ ଜୁଲାଇ ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ସତର୍କ କରାଯାଇଛି। ଆମେରିକା ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାଶନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?