ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିବା ପାଇଁ ଶ୍ରୀଲଙ୍କାରେ ବିବାଦ…
କଲମ୍ବୋ,୧୩।୬ : ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିବା ପାଇଁ ଶ୍ରୀଲଙ୍କାରେ ଏକ ବଡ଼ ବିବାଦ ଉପୁଜିଛି। ଏଥିପାଇଁ ଶ୍ରୀଲଙ୍କାର ରାନିଲ ବିକ୍ରମ ସିଙ୍ଘେ ସରକାର ଏକ ବିଲ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଶ୍ରୀଲଙ୍କା ସଂସଦରେ ମତଭେଦ ହେବାର ସଙ୍କେତ ରହିଛି। ବିଭିନ୍ନ…
ଆମେରିକାର ଡେନଭରରେ ବାସ୍କେଟବଲ୍ ବିଜୟ ଉତ୍ସବ ପାଳନବେଳେ ଗୁଳିକାଣ୍ଡ, ୧୦ଆହତ
ଓ୍ବାଶିଂଟନ୍,୧୩।୬: ଆମେରିକାର ଡେନଭରରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ୧୦ଜଣ ଆହତ ହୋଇଥିବା ପୋଲିସ କହିଛି। ଏଥି ମଧ୍ୟରୁ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। Alert: Officers are investigating a shooting…
ଟିଭି,ଲାପଟପ, ଫୋନ ହୋଇପାରେ ମହଙ୍ଗା !…
ନୂଆଦିଲ୍ଲୀ,୧୩।୬ : ଆଗାମୀ ଦିନରେ ଟିଭି,ଲ୍ୟାପଟପ, ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଏସବୁର ମୂଲ୍ୟ ବୃଦ୍ଧି ଘୋଷଣା କରିପାରନ୍ତି। ଏଗୁଡ଼ିକରେ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ପାର୍ଟସ୍ଗୁଡ଼ିକର ମୂଲ୍ୟ ବଜାରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ, ଏସବୁର ମୂଲ୍ୟରେ ବୃଦ୍ଧି ହୋଇପାରେ।…
କେରଳରେ ବିପଦରେ ଗଣମାଧ୍ୟମ: ଥରୁର…
ଥିରୁଭାନନ୍ତପୁରମ,୧୩।୬ : କଂଗ୍ରେସ ଏମପି ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁର କେରଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଏମ) ସରକାର ବିରୋଧରେ ଥରୁର କହିଛନ୍ତି ରାଜ୍ୟରେ ଗଣମାଧ୍ୟମ ସ୍ବାଧୀନତା ବିପଦରେ ରହିଛି। ଯେଉଁ…
ଭାଜପା-ଏଆଇଏଡିଏମକେ ଫାଟ ବଢ଼ିଲା…
ଚେନ୍ନାଇ,୧୩।୬ : ତାମିଲନାଡୁ ଭାଜପା ସଭାପତି କେ. ଅନ୍ନାମଲାଇଙ୍କ ସଦ୍ୟତମ ବିବୃତ୍ତି ଦକ୍ଷିଣରେ ନିଜର ପାଦକୁ ସୁଦୃଢ଼ କରିବା ପାଇଁ ଭାଜପାର ଉଦ୍ୟମକୁ ବଡ଼ ଝଟକା ଦେଇପାରେ। ବାସ୍ତବରେ, ଅନ୍ନାମଲାଇ ଦେଇଥିବା ସାକ୍ଷାତକାରରେ ପରୋକ୍ଷରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ…
କାଖୋଭକା ଡ୍ୟାମ୍ରେ ମିଳିଛି ହିଟଲର୍ ସୈନିକଙ୍କ ଖପୁରୀ ଓ ଅସ୍ତ୍ରଶସ୍ତ୍ର
କିଭ୍,୧୩।୬: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ସବୁଠାରୁ ବଡ ବନ୍ଧ ମଧ୍ୟରୁ କାଖୋଭକା ଡ୍ୟାମ ଧ୍ୱଂସ ହୋଇଯାଇଛି। ପାଣି ଶୁଖିବାବେଳେ ସେଠାରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କିଛି ଲୋକଙ୍କୁ ପୁରୁଣା ଅସ୍ତ୍ରଶସ୍ତ୍ର ଏବଂ ମଣିଷ ଖପୁରୀ ମାଟିରେ ପୋତି…
ସତପୁରା ଭବନ ଅଗ୍ନିକାଣ୍ଡ: ଏକ ବଡ ଦୁର୍ନୀତି ମାମଲା, ଅନୁସନ୍ଧାନ କରାଯିବାକୁ କହିଲେ କମଲ ନାଥ…
ଭୋପାଳ,୧୩।୬ : ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟ ଥିବା ସତପୁରା ବିଲ୍ଡିଂରେ ନିଆଁ ଲାଗିବା ସହିତ ରାଜ୍ୟର ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି। ପ୍ରାୟ ୧୪ ଘଣ୍ଟା ପରିଶ୍ରମ ପରେ ସେନା, ସିଏସଏଫ ଏବଂ ଅଗ୍ନିଶମ…
ସ୍ମାର୍ଟଫୋନର ଅପବ୍ୟବହାର,ନିଶା ସେବନ ଯୁବବର୍ଗମାନଙ୍କ ପାଇଁ ଏକ ବଡ଼ ବିପଦ: ଫାରୁକ ଅବଦୁଲ୍ଲା…
ଶ୍ରୀନଗର,୧୩।୬ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି, ସ୍ମାର୍ଟଫୋନର ଅପବ୍ୟବହାର ଏବଂ ନିଶା ସେବନ ଯୁବବର୍ଗମାନଙ୍କ ପାଇଁ ଏକ ବଡ଼ ବିପଦ ପାଲଟିଛି। ଜମ୍ମୁ-କଶ୍ମୀରର ଯୁବବର୍ଗମାନେ ଏକାସାଙ୍ଗରେ ଅସୁରକ୍ଷା ଏବଂ ବେକାରୀ ସମସ୍ୟା ସହ ଲଢୁଛନ୍ତି। ପ୍ରାପ୍ତ ଏକ…
ଭାଜପାର ୟୁ-ଟର୍ନ : ଶିକ୍ଷକଙ୍କ ଆନ୍ଦୋଳନକୁ କରିଛି ନୂଆ ରାଜନୈତିକ ଅସ୍ତ୍ର…
ପଟନା,୧୩।୬ : ବିହାରରେ କାର୍ଯ୍ୟକାରୀ ହୋଇଥିବା ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରୁଥିବା ଶିକ୍ଷକ ସଂଗଠନର ନେତାମାନେ ଭାଜପା ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନାଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ…
ବେଷ୍ଟ ବେକେରୀ ମାମଲାରେ ୨ ଜଣଙ୍କୁ ଖଲାସ କଲେ କୋର୍ଟ…
ମୁମ୍ବାଇ,୧୩।୬ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସେସନ୍ସ କୋର୍ଟ ଗୁଜରାଟର ୨୦୦୨ରେ ଘଟିଥିବା ବେଷ୍ଟ ବେକେରୀ ମାମଲାରେ ଦୁଇ ଅପରାଧୀ ହର୍ଷଦ ରାଜୋଜି ଭୋଲାନ ସୋଲାଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ଖଲାସ କରିଛନ୍ତି। ଏହି ଘଟଣାରେ ୧୪ ଜଣଙ୍କର…
ଉତ୍ତର କୋରିଆରେ ଆତ୍ମହତ୍ୟା ଉପରେ ପ୍ରତିବନ୍ଧକ, ଦାରିଦ୍ର ଏବଂ ଅନାହାର କାରଣରୁ ଲୋକ କରୁଛନ୍ତି ଆତ୍ମହତ୍ୟା
ପ୍ୟୋଙ୍ଗୟାଙ୍ଗ,୧୩।୬: ଉତ୍ତର କୋରିଆରେ କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଆତ୍ମହତ୍ୟାକୁ ଦେଶରେ ନିଷିଦ୍ଧ କରିଛନ୍ତି। ଏନେଇ ସେ ଏକ ଗୁପ୍ତ ଅଦେଶ ପାରି କରିଛନ୍ତି। ଆତ୍ମହତ୍ୟାକୁ…
ଆମେରିକାର କ୍ୱିଣ୍ଟାନା ସମୁଦ୍ର କୂଳରେ ମାଛ ମଡକ
ଓ୍ବାଶିଂଟନ୍,୧୩।୬: ବିଶ୍ୱ ଜଳବାୟୁ ପରିବର୍ତ୍ତନ ନେଇ ସଙ୍କଟାପୂର୍ଣ୍ଣ କରିସ୍ଥିତି ଦେଇ ଗତି କରୁଛି। ବିଶ୍ୱତ୍ତାପନ ଧୀରେ ଧୀରେ ବଢିବାରେ ଲାଗିଛି। ତେବେ ଏହାର ପ୍ରଭାବ ପଡିଛି ଜଳଜୀବଙ୍କ ମଧ୍ୟରେ। ଆମେରିକା ଟେକ୍ସାସରେ ଲକ୍ଷ ଲକ୍ଷ ମାଛ କ୍ୱିଣ୍ଟାନା ସମୁଦ୍ର କୂଳରେ ମରି…
Archives


