ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…
ଓ୍ବାଶିଂଟନ,୬।୭ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗାଙ୍କୁ ଜଳବାୟୁ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।…
ମାନବାଧିକାର ପ୍ରସଙ୍ଗରେ ଭାରତକୁ ପରାମର୍ଶ ଦେବାକୁ ମନା କଲା ଆମେରିକା…
ଓ୍ବାଶିଂଟନ,୬।୭ : ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି। ଉଭୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ସହଯୋଗ କରୁଛନ୍ତି କିନ୍ତୁ ଭାରତରେ ମାନବିକ ଅଧିକାର ପ୍ରସଙ୍ଗରେ ଆମେରିକା ସରକାରଙ୍କ ପକ୍ଷରୁ ଅନେକ ସମୟରେ ପ୍ରଶ୍ନ କରାଯାଏ। ବର୍ତ୍ତମାନ ଆମେରିକା…
ଦିଲ୍ଲୀରେ ଲାଗିଲା ଅଜିତ ପାଓ୍ବାରଙ୍କ ବିରୋଧରେ ‘କଟପ୍ପା’ ବାଲା ପୋଷ୍ଟର, ଶରଦ ପାଓ୍ବାର ‘ବାହୁବଳୀ’
ନୂଆଦିଲ୍ଲୀ,୬।୭: ଏନସିପି ଭର୍ସେସ ଏନସିପି ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଯାଇଛି। କିଛି ସମୟ ପରେ ଶରଦ ପାଓ୍ବାର ମହାରାଷ୍ଟ୍ରରୁ ଯାଇ ଦିଲ୍ଲୀ ପହଞ୍ଚିଯିବେ।ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଶରଦ ପାୱାର ଯୋଗଦେବେ। ଅଜିତ ପାୱାରଙ୍କ ଦଳରେ…
ଆମେରିକାରେ ଭାରତବଂଶୀଙ୍କୁ ଗୁଳି ମାରିଲେ ଦୁଇ ନାବାଳକ
ନ୍ୟୁୟର୍କ,୬।୭: ଆମେରିକାର ଜର୍ଜିଆର ଏକ ଷ୍ଟୋର୍ରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ୩୬ବର୍ଷୀୟ ଭାରତବଂଶୀ ସନ୍ଦୀପ ସିଂଙ୍କୁ ୨ନାବାଳକ ଗୁଳି କରି ହତ୍ୟା କରିଛନ୍ତି। ସନ୍ଦୀପ ଷ୍ଟୋର୍ରେ ଏକ ମାସରୁ କମ ସମୟ ଧରି କାମ କରୁଥିଲେ। ପୋଲିସ ସୂଚନା ଅନୁଯାୟୀ,…
ଜୋହାନ୍ସବର୍ଗର ଏକ ବସ୍ତିରେ ଗ୍ୟାସ୍ ଲିକ୍ ହୋଇ ୧୬ଜଣଙ୍କର ମୃତ୍ୟୁ
ଜୋହାନ୍ସବର୍ଗ,୬।୭:ଦକ୍ଷିଣ ଆଫ୍ରିକାର ବୃହତ୍ତମ ସହର ଜୋହାନ୍ସବର୍ଗର ଏକ ବସ୍ତିରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠରେ ଅବସ୍ଥିତ ଏକ ଔନପଚାରିକ ବସ୍ତିରେ ଗ୍ୟାସ୍ ଲିକ ହୋଇ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ନ୍ୟୁଜ ଏଜେନ୍ସି…
ତାତି ଲହରର ପ୍ରଭାବ: ୨୦୫୦ ବେଳକୁ ଗହମ ଉତ୍ପାଦନ ୧୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା…
ନୂଆଦିଲ୍ଲୀ,୬।୭ : ତାପମାତ୍ରା ବୃଦ୍ଧି ଯୋଗୁ ୨୦୪୦ ସୁଦ୍ଧା ଭାରତରେ ଗହମ ଅମଳ ୫ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୧୦ ପ୍ରତିଶତ ହ୍ରାସ ହୋଇପାରେ। ଏକ ଅଧ୍ୟୟନରେ ଏହି ଆଶଙ୍କା ପ୍ରକାଶ ପାଇଛି। ଗହମ ଏବଂ ସୋରିଷ ଉତ୍ପାଦନରେ ଜଳବାୟୁ…
ୟୁସିସି ଲାଗୁ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ: ଅମର୍ତ୍ତ୍ୟ ସେନ…
ନୂଆଦିଲ୍ଲୀ,୬।୭ : କମନ ସିଭିଲ କୋଡ ଉପରେ ନେଇ ସମ୍ପ୍ରତି ଦେଶରେ ଅନେକ ବିବାଦ ଜାରି ରହିଛି। ଏନେଇ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ କହିଛନ୍ତି ଭାରତରେ କମନ ସିଭିଲ କୋଡ ଲାଗୁ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ଏଥିପାଇଁ ବହୁତ…
ଦକ୍ଷିଣ କାରୋଲିନାରେ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସମେତ ୫ମୃତ
ନର୍ଥ ମାର୍ଟଲ,୬।୭:ଆମେରିକାର ଦକ୍ଷିଣ କାରୋଲିନାର ଉପକୂଳବର୍ତ୍ତୀ ରିସର୍ଟ ଟାଉନରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଉତ୍ତର ମିରଟ ବିଚ୍ରେ ଥିବା ଏକ ଗଲ୍ଫ କୋର୍ସ ନିକଟରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଛି।…
ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ ଦ୍ୱାରା ୩୦ କୋଟି ବ୍ୟାଙ୍କ ଠକେଇ, ସିବିଆଇ କଲା ମାମଲା ରୁଜୁ…
ନୂଆଦିଲ୍ଲୀ,୬।୭ : ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ଗୁରୁବାର ଦିଲ୍ଲୀର ଏକ ସଂସ୍ଥା ଆଡିଗିଅର୍ ଇଣ୍ଟରନ୍ୟାଶନାଲ ବିରୋଧରେ ମାମଲା ରୁଜୁ କରିଛି। ପ୍ରତିରକ୍ଷା ଉତ୍ପାଦନକାରୀ ଏହି କମ୍ପାନୀ ୩୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗହୋଇଛି। ଏଫଆଇଆର୍…
ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ଆମେରିକା, କୋର୍ଟରେ ଅପିଲ…
ଓ୍ବାଶିଂଟନ,୬।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ବାଇଡେନ ସରକାର ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ହାବିସ କର୍ପସ ଆବେଦନକୁ ବିରୋଧ କରିଛନ୍ତି।…
ହ୍ବାଇଟ ହାଉସରେ ଧଳା ପାଉଡର: ଯାଞ୍ଚ ରିପୋର୍ଟ ଆସିଲା, ବାଇଡେନଙ୍କୁ ଟାର୍ଗେଟ କଲେ ଟ୍ରମ୍ପ…
ଓ୍ବାଶିଂଟନ,୬।୭ : ହ୍ବାଇଟ ହାଉସରେ ମିଳିଥିବା ଧଳା ପାଉଡରର ଯାଞ୍ଚ ରିପୋର୍ଟ ଆସିଛି। ଆମେରିକାର ସିକ୍ରେଟ ସର୍ଭିସର ମୁଖପାତ୍ର କହିଛନ୍ତି ପୂର୍ବ କ୍ଷେତ୍ର ପରୀକ୍ଷା ସମୟରେ ଧଳା ପାଉଡର ଚିହ୍ନଟ କରାଯାଇଥିଲା। ପରୀକ୍ଷା ରିପୋର୍ଟରେ ଏହା କୋକେନ ବୋଲି ଜଣାପଡିଛି। ଏହା…
ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ୨୭ ମୃତ, ୧୭ ଆହତ…
ମେକ୍ସିକୋ ସିଟି,୬।୭ : ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମେକ୍ସିକୋର ଦକ୍ଷିଣ ପ୍ରଦେଶର ଓକ୍ସାକାରେ ଘଟିଛି। ଓକ୍ସାକା ରାଜ୍ୟପାଳ…

