ଯୋଗ ଦିବସରେ ନେହେରୁଙ୍କ ଯୋଗାସନ ଫଟୋ ଟ୍ବିଟ୍ କଲା କଂଗ୍ରେସ, କହିଲା ଯୋଗକୁ ଲୋକପ୍ରିୟ କରିଥିବାରୁ…
ନୂଆଦିଲ୍ଲୀ,୨୧।୬:ବୁଧବାର ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ତେବେ ଯୋଗ ଦିବସକୁ ନେଇ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ଟ୍ବିଟରରେ ଶେୟାର୍ କରିଛି। ଯେଉଁଥିରେ ନେହେରୁ ଶୀର୍ଷାସନ କରୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଟ୍ବିଟ୍…
ଆମେ ଥ୍ରୀ-ଡି ହେଲେ ଭାଜପା ସରକାର ୪-ଡି: କଂଗ୍ରେସ…
ଚଣ୍ଡିଗଡ଼,୨୧।୬ : କଂଗ୍ରେସ ରାଜ୍ୟସଭା ଏମପି ହରିୟାଣା ଦୀପେନ୍ଦ୍ର ସିଂ ହୁଡା ପୁଣିଥରେ ଭାଜପା ସରକାର ଉପରେ ଆକ୍ରମଣ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଥ୍ରୀ-ଡି ବିବୃତ୍ତି ନେଇ ହୁଡା ଜବାବ ନେଇଛନ୍ତି। ହୁଡା ଭାଜପାକୁ ୪-ଡି ସରକାର ବୋଲି…
ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କର, କୁକି ଉଗ୍ରବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଲା କଂଗ୍ରେସ…
ଗୁଆହାଟୀ,୨୧।୬ : ଜାତିଆଣ ହିଂସାର ନିଆଁରେ ଜଳୁଥିବା ମଣିପୁରରେ ସଶସ୍ତ୍ର ବାହିନୀର ଉପସ୍ଥିତି ସତ୍ତ୍ୱେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। କୁକି ଉଗ୍ରବାଦୀଙ୍କ…
ମଣିପୁରରେ ପୁଣି ହିଂସା, ୨୫ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ
ଇମ୍ଫାଲ,୨୧।୬: ମଣିପୁରରେ ପୁଣି ହିଂସା ଦେଖାଯାଇଛି। ମଙ୍ଗଳବାର ଥଙ୍ଗଜିଆଙ୍ଗରେ ରାତି ପ୍ରାୟ୧୧ଟା ୪୫ରେ ଗୁଳିକାଣ୍ଡ ହେବାର ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁସାରେ, ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ରରୁ ୧୫ରୁ ୨୦ରାଉଣ୍ଡ ଗୁଳି ଚଳା ଯାଇଛି। ମଙ୍ଗଳବାର ସେନା ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ)ସଂଗଠନର…
ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ମିଳିଛି। ବୁଧବାର ଦିଲ୍ଲୀ ପୋଲିସର ବାହ୍ୟ ଜିଲା ପିସିଆରକୁ ଏକ ଧମକପୂର୍ଣ୍ଣ ଫୋନ ଆସିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି…
ନାଟୋ ପ୍ଲସରେ ସାମିଲ ହେବ ଭାରତ : ବିଲ ଆଗତ ପାଇଁ ପ୍ରସ୍ତୁତି …
ଓ୍ବାଶିଂଟନ,୨୧।୬ : ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସ ରେ ସାମିଲ କରିବାକୁ ସୁପାରିଶ କରିଛି। କମିଟି କହିଛି ଭାରତ ଅନ୍ତର୍ଭୁକ୍ତ ହେବା ଦ୍ୱାରା ନାଟୋ ପ୍ଲସ ମଜବୁତ ହେବ। ନାଟୋ ପ୍ଲସ ହେଉଛି…
ସାଜିଦ୍ ମିର ଘଟଣାରେ ଚାଇନାକୁ ନିନ୍ଦା କଲା ଭାରତ
ଜାତିସଂଘ,୨୧।୬: ମୁମ୍ବାଇ ତାଜ୍ ହୋଟେଲ୍ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର-ଇ-ତୋଇବା ଆତଙ୍କବାଦୀ ସାଜିଦ୍ ମିରଙ୍କୁ କଳା ତାଲିକା ଭୁକ୍ତ କରିବା ପ୍ରସ୍ତାବକୁ ମଙ୍ଗଳବାର ଚାଇନା ରଦ୍ଦ କରିଛି। ଏନେଇ ପ୍ରତିକ୍ରିୟା କରିଛି ଭାରତ। ଏନେଇ ଜାତିସଂଘରେ ଚାଇନାର ଏହି ପଦକ୍ଷେପକୁ…
ଜିନପିଙ୍ଗଙ୍କୁ ଏକଛତ୍ରବାଦୀ କହିଲେ ବାଇଡେନ…
ଓ୍ବାଶିଂଟନ,୨୧।୬ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ବେଜିଂ ପ୍ରତିପକ୍ଷଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଏକ…
ଘନେଇଲା ଦ୍ୱିତୀୟ କ୍ୟୁବା ସଙ୍କଟ: ଆମେରିକା-ଚାଇନା ମୁହାଁମୁହିଁ…
ବେଜିଂ/ଓ୍ବାଶିଂଟନ,୨୧।୬ : ୧୯୬୨ ମସିହାରେ, ବିଶ୍ୱରେ ଏକ ପ୍ରମୁଖ କ୍ୟୁବା ସଙ୍କଟ ଦେଖାଦେଇଥିଲା। ବର୍ତ୍ତମାନ ଦେଖାଯାଉଛି ପ୍ରାୟ ୬୧ ବର୍ଷ ପରେ ପୁଣି ସମାନ ସଙ୍କଟ ଦେଖାଦେଇଛି । ଅନ୍ତତଃ ପକ୍ଷେ ଆମେରିକାର ଖବରକାଗଜ ୱାଲ ଷ୍ଟ୍ରିଟ ଜର୍ନାଲର ଏକ ରିପୋର୍ଟରୁ…
ଟାଇଟନ୍ ବୁଡାଜାହାଜକୁ ସନ୍ଧାନ କରୁଥିବା ଉଦ୍ଧାରକାରୀଙ୍କ ଦାବି, ପାଣି ଭିତରୁ ଚିହ୍ନଟ ହୋଇଛି ଶଦ୍ଦ
ଓ୍ବାଶିଂଟନ୍,୨୧।୬: ବ୍ରିଟିଶ୍ ଜାହାଜ ଖୋଜିବାକୁ ଯାଇ ଟାଇଟନ୍ ନାମକୁ ବୁଡାଜାହାଜ ମଙ୍ଗଜବାର ନିଖୋଜ ହୋଇଯାଇଥିଲା। ତେବେ ଏହାକୁ ସନ୍ଧାନ କରୁଥିବା ଉଦ୍ଧାରକାରୀମାନେ ଖୋଜାଖୋଜି ସମୟରେ ପାଣି ଭିତରୁ ଶଦ୍ଦ ଶୁଣିବାକୁ ପାଇଛନ୍ତି। ଏନେଇ ବୁଧବାର ଆମେରିକାର ତଟରକ୍ଷୀ ବାହିନୀ ସ୍ପଷ୍ଟ କରିଛନ୍ତି।…
ଏନସିଇଆରଟି ବିବାଦ: ଡାରୱିନଙ୍କ ସିଦ୍ଧାନ୍ତ-ପର୍ଯ୍ୟାୟ ସାରଣୀ ପୁସ୍ତକରୁ ଅପସାରିତ ହୋଇନାହିଁ, ଅଭିଯୋଗକୁ ଖଣ୍ଡନ କଲେ ଶିକ୍ଷା ମନ୍ତ୍ରୀ…
ମୁମ୍ବାଇ,୨୧।୬ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲୋକେ ଦାବି କରିଥିଲେ ଡାରୱିନ ଥିଓରୀ ବିଜ୍ଞାନ ବିଷୟଗୁଡ଼ିକର ସିଲାବସରୁ ଏନସିଇଆରଟି ଦ୍ୱାରା ହଟାଯାଇଛି। ଧର୍ମେନ୍ଦ୍ର ସ୍ପଷ୍ଟ ଭାବରେ କହିଛନ୍ତି ଡାରୱିନ ସିଦ୍ଧାନ୍ତ ଏବଂ ପର୍ଯ୍ୟାୟ…
ରୁଷିଆ ସହିତ ବାଣିଜ୍ୟ ସମ୍ପର୍କ ନ ରଖିବାକୁ ଭାରତକୁ କହିବ ଆମେରିକା…
ଓ୍ବାଶିଂଟନ,୨୧।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏହି ସମୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତର ପ୍ରତିରକ୍ଷା ଉପକରଣର ବିବିଧକରଣ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ମନ୍ତ୍ରଣାଳୟ…
Archives


