ପିଟିଆଇ ନେତା ଗିରଫ
ଇସଲାମାବାଦ,୨୧ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ)ର ସମସ୍ୟା ପିଛା ଛାଡୁନି। ଇମ୍ରାନ ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ପିଟିଆଇ ନେତା ଗୁଲାମ ସରଓ୍ବର ଖାନ୍ଙ୍କୁ ପୋଲିସ ଗିରଫ କରିଛି। ଗୁଲାମ ମେ’ ୯ରେ ହୋଇଥିବା ଦଙ୍ଗାରେ…
ବାଇଡେନଙ୍କ ମନ୍ତବ୍ୟକୁ ନେଇ ଜିନ୍ପିଙ୍ଗ୍ ଖପ୍ପା
ବେଜିଂ,୨୧ା୬: ଚାଇନା ରାଷ୍ଟ୍ରପତି ଶି’ ଜିନ୍ପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଭିଯୋଗ ଉପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇଉଠିଛି। ବୁଧବାର ବାଇଡେନଙ୍କ ମନ୍ତବ୍ୟ ଉପରେ ବେଜିଂ ପ୍ରତିକ୍ରିୟା ଦେଇଛି। ବେଜିଂ ବାଇଡେନଙ୍କ ପ୍ରତିକ୍ରିୟାକୁ ଏକ ଖୋଲା…
ଉତ୍ତର ଭାରତରେ ଖୋଲିଲା ପ୍ରଥମ ଚର୍ମ ବ୍ୟାଙ୍କ, ଦେଶରେ ଏଭଳି ୧୬ ବ୍ୟାଙ୍କ…
ନୂଆଦିଲ୍ଲୀ,୨୧।୬ : ଉତ୍ତର ଭାରତରେ ପ୍ରଥମ ଥର ପାଇଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚର୍ମ ବ୍ୟାଙ୍କ(ସ୍କିନ ବ୍ୟାଙ୍କ) ଉଦଘାଟନ କରାଯାଇଛି। ଚର୍ମ ବ୍ୟାଙ୍କରେ ଦାନ କରାଯାଇଥିବା ଚର୍ମ ନିଆଁରେ ପୋଡି ଯାଇଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହେବ। ସଫଦରଜଙ୍ଗ…
ଅଖଣ୍ଡ ଭାରତ ଭିତ୍ତି ଚିତ୍ର ପାଲିଟିଲା ନେପାଳର ମୁଖ୍ୟ ପ୍ରସଙ୍ଗ…
କାଠମାଣ୍ଡୁ,୨୧।୬ : ନେପାଳ ସରକାର ଦେଶରେ ଭାରତ ବିରୋଧୀ ବାହିନୀର ତୀବ୍ର ଅଭିଯାନର ଚାପରେ ଅଛନ୍ତି। ସରକାର ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଭାରତ ସହ ‘ଅଖଣ୍ଡ ଭାରତ’ ଭିତ୍ତି ଚିତ୍ର ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ନେପାଳର ବୈଦେଶିକ ମନ୍ତ୍ରଣାଳୟ ଭାରତର…
ସରକାରୀ ନିର୍ଦ୍ଦେଶ ପରେ ସାମାଜିକ ନୀତିରେ ପରିବର୍ତ୍ତନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର, ଏହାକୁ ମନମୁଖୀ କୁହାଯାଇପାରିବ ନାହିଁ: ହାଇକୋର୍ଟ…
ମୁମ୍ବାଇ,୨୧।୬ : ମୁମ୍ବାଇ ହାଇକୋର୍ଟ କହିଛନ୍ତି ସାମାଜିକ ନୀତିରେ ପରିବର୍ତ୍ତନ, ସରକାରୀ ପରିବର୍ତ୍ତନ ପରେ ନୀତି ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଅଂଶ। ଏହାକୁ ମନମୁଖୀ ବୋଲି କୁହାଯାଇପାରିବ ନାହିଁ । ବାସ୍ତବରେ, ଯେତେବେଳେ ସରକାରୀ ପରିବର୍ତ୍ତନ…
ବିଏସପି କାର୍ଯ୍ୟାଳୟରୁ ହଟାଗଲା ଆମ୍ବେଡକର-କାଂଶୀରାମ-ମାୟାବତୀଙ୍କ ପ୍ରତିମୂର୍ତ୍ତି…
ଲକ୍ଷ୍ନୌ,୨୧।୬ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବିଏସପି ମୁଖ୍ୟାଳୟରେ ସ୍ଥାପିତ ୩ ଟି ବଡ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ପାର୍ଟି କାର୍ଯ୍ୟାଳୟର ବଡ ପ୍ଲାଟଫର୍ମରେ ଡକ୍ଟର ବିଆର ଆମ୍ବେଡକର, କାଂଶୀରାମ ଏବଂ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀଙ୍କ ପ୍ରତିମୂର୍ତ୍ତି ଥିଲା।…
ଯୋଗକୁ ନେଇ କଂଗ୍ରେସରେ ଫାଟ, ଥରୁର ମୋଦିଙ୍କୁ କଲେ ପ୍ରଶଂସା…
ନୂଆଦିଲ୍ଲୀ,୨୧।୬ : ଯୋଗକୁ ନେଇ କଂଗ୍ରେସରେ ଫାଟ ଦେଖାଦେଇଛି। ଦଳ ଏବଂ ବରିଷ୍ଠ ନେତା ଶଶି ଥରୁର ପରସ୍ପର ବିରୋଧାତ୍ମକ ମନ୍ତବ୍ୟ ଦେଇଛନ୍ତି। ଯୋଗକୁ ଲୋକପ୍ରିୟ କରିବାରେ କଂଗ୍ରେସ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଅବଦାନକୁ ବୁଧବାର ମନେ ପକାଇଥିବାବେଳେ…
ଯୋଗ କରୁଥିବା ସମୟରେ ତଳେ ପଡିଗଲେ କେନ୍ଦ୍ରମନ୍ତ୍ରୀ: ଏମ୍ସରେ ହେବେ ଭର୍ତ୍ତିି…
ପାଟନା,୨୧।୬ : ଅନ୍ତର୍ଜାତୀୟ ଯୋଗ ଦିବସରେ ବିହାରର ବୈଶାଳିରେ ଏକ ସାମୁହିକ କାର୍ଯ୍ୟକ୍ରମରେ ଯୋଗ କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପରାସ ହଠାତ ଅସୁସ୍ଥ ଅନୁଭବ କରଥିଲେ। ସେ ତଳେ ପଡି ଯାଇଥିଲେ। ତାଙ୍କ ପାଖରେ ଉପସ୍ଥିତ ଥିବା ଦଳୀୟକର୍ମୀ…
ପାକିସ୍ତାନ ଶିକ୍ଷାନୁଷ୍ଠାନରେ ହୋଲି ନିଷେଧ…
ଇସଲାମାବାଦ,୨୧।୬ : ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ବରକୁ ଦମନ କରିବା ପ୍ରକ୍ରିୟା ଜାରି ରହିଛି। ଅହମ୍ମଦିଆ ମୁସଲମାନ ତଥା ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟକୁ ବାରମ୍ବାର ହଇରାଣ କରାଯାଉଥିବା ଖବର ଆସୁଛି। ଏହି ସମୟରେ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗର ଏକ ନିର୍ଦ୍ଦେଶ…
ଗଛକୁ ମିଳିବ ପେନ୍ସନ୍
ଚଣ୍ଡିଗଡ଼,୨୧ା୬: ସରକାର ବରିଷ୍ଠ ନାଗରିକଙ୍କୁ ପେନ୍ସନ୍ ଦେଉଛନ୍ତି। ଏବେ ପୁରୁଣା ଗଛଗୁଡ଼ିକୁ ମଧ୍ୟ ପେନ୍ସନ୍ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ହରିୟାଣା ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ନୂତନ ଯୋଜନା ଅନୁଯାୟୀ, ରୋହତକରରେ…
ଯୋଗ କରି ଗିନିଜ ରେକର୍ଡ
ଗାନ୍ଧୀନଗର,୨୧।୬: ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପାଳନ ହେଉଛି। ଯୋଗ ଦିବସ। ବୁଧବାର ସବୁଠି ଯୋଗ ଦିବସ ପାଳନ କରାଯାଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଦିବସ ଅପସରରେ ଗୁଜୁରାଟର ସୁରଟରେ ୧.୨୫ଲକ୍ଷ ଲୋକ ଏକାଠି ଯୋଗ କରି ଗିନିଜ…
ଲଦାଖରେ ୧୫ ହଜାର ଫୁଟ ଉପରେ ଭାରତୀୟ ସେନାର ଯୋଗାଭ୍ୟାସ…
ଲେହ,୨୧।୬ : ଲଦାଖରେ ୧୫ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଯବାନମାନେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ସେନାର ଅଲ୍ଟିମେଟ ଫୋର୍ସର ୟୁନିଟ ବିଶ୍ୱର ସର୍ବୋଚ୍ଚ ସ୍ଥାନ ହାନଲେ ଅବଜରଭେଟୋରୀରେ ଲଦାଖର ଦୁର୍ଗମ ଅଞ୍ଚଳରେ ଯୋଗ ପରିଚାଳନା କରିଥିଲା।…
Archives


