Home Middle

ଭାରତର ପରିଚୟ ହୋଇଯାଇଛି ଡିଜିଟାଲ ବିନିମୟ, ସହକାରୀ ମହା ସମ୍ମିଳନୀରେ କହିଲେ ମୋଦି

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୧୭ ତମ ଭାରତୀୟ ସହକାରୀ ମହା ସମ୍ମେଳନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦି ଗତ ୯ବର୍ଷରେ ସହକାରିତା କ୍ଷେତ୍ର ସମ୍ପର୍କରେହୋଇଥିବା ପରିବର୍ତ୍ତନ ଓ ପ୍ରୟାସ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…

କୋର୍ଟ ବହୁତ ଭଲ କାମ କରୁଛି ଯାହା ନଜରକୁ ଆସୁନାହିଁ: ସିଜେଆଇ

ନୂଆଦିଲ୍ଲୀ,୧।୭: ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଥିବା ସିଜେଆଇ ହିଓ୍ବାଇ ଚନ୍ଦ୍ରଚୁଡ ଶ୍ରୀନଗରରେ ୧୯ତମ ଆଇନ ସେବା ପ୍ରାଧିକରଣ ବୈଠକରେ ଉଦଘାଟନୀ ଭାଷଣ ଦେଇଛନ୍ତି। ଏହି ସମୟରେ ସେ କୋର୍ଟ ପ୍ରଶାସନର ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଆମର ନିଷ୍ପତ୍ତି ପ୍ରାୟତ…

ସ୍ବିଡେନରେ କୁରାନ ଜଳେଇବା ଘଟଣାରେ ପ୍ରତିକ୍ରିୟା ରଖିଲା ନାଟୋ

ସ୍ଟକ୍‌ହୋଲ୍‌ମ,୧।୭:ସ୍ବିଡେନର ଜଣେ ବ୍ୟକ୍ତି ଏକ ମସଜିଦ ବାହାରେ କୁରାନ ଜାଳି ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଘଟଣାକୁ କେହି କେହି ବିରୋଧ କରୁଥିବାବେଳେ କେହି ଏହାକୁି ବ୍ୟକ୍ତିଙ୍କୁ ସମର୍ଥନ କରୁଥିଲେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ନାଟୋର ମୁଖ୍ୟ ଜେନ୍ସ…

ବାୟୁ ପ୍ରଦୂଷଣ ଯୋଗୁ ୨୭ପ୍ରତିଶତ ସଫେଇ କର୍ମଚାରୀ ଫୁସଫୁସ ରୋଗରେ ପୀଡିତ

ନୂଆଦିଲ୍ଲୀ,୧।୭:ବର୍ତ୍ତମାନ ସାରା ବିଶ୍ୱ ବାୟୁ ପ୍ରଦୂଷଣ ପରି ସଙ୍କଟାପନ୍ନ ସ୍ଥିତି ଦେଇ ଗତି କରୁଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁ ସଫେଇ କର୍ମଚାରୀ, ଅଳିଆ ଉଠାଉଥିବା ବ୍ୟକ୍ତି ଏବଂ ସୁରକ୍ଷାକର୍ମୀ ଅଧିକ ପ୍ରଭାବିତ ହୋଇଥା’ନ୍ତି। ଦେଶରେ ପ୍ରାୟ ୯୭ପ୍ରତିଶତ…

୧୭ ରାଜ୍ୟର ୭ କୋଟି ଆଦିବାସୀ ସିକଲସେଲ-ଏନିମିଆରେ ପୀଡ଼ିତ, ମଧ୍ୟପ୍ରଦେଶରେ ଲଞ୍ଚ ହେବ ମିଶନ

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରୁ ସିକଲସେଲ-ଏନିମିଆ ବିଲୋପ ମିଶନ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଏକ ରୋଗ ଯାହା ଦେଶର ୧୭ଟି ରାଜ୍ୟରେ ୭ କୋଟିରୁ ଅଧିକ ଆଦିବାସୀଙ୍କୁ ଶିକାର କରିଛି। ଏହି ରୋଗ ମୁଖ୍ୟତଃ ଓଡ଼ିଶା, ଛତିଶଗଡ, ଝାଡଖଣ୍ଡ,…

ପାକିସ୍ତାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଆତଙ୍କବାଦୀ ନିହତ

ବେଲୁଚିସ୍ତାନ,୧।୭:ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଏବଂ ଟ୍ୟାଙ୍କ ସିଟିରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ତେବେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଟ୍ୟାଙ୍କ ସିଟିରେ ହୋଇଥିବା ଏନକାଉଣ୍ଟରରେ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୁରକ୍ଷା ବାହିନୀ ସେମାନଙ୍କ…

ମେକ୍ସିକୋରେ ୧୬ପୋଲିସ କର୍ମୀଙ୍କୁ ମୁକ୍ତ କଲେ ଅପହରଣକାରୀ

ମେକ୍ସିକୋ,୧।୭:ଦକ୍ଷିଣ ମେକ୍ସିକୋରେ ଅପହରଣକାରୀମାନେ ତିନି ଦିନ ପୂର୍ବରୁ ୧୬ଜଣ ପୋଲିସ କର୍ମୀଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଶୁକ୍ରବାର ସେମାନଙ୍କୁ ଅପହରଣକାରୀ ମୁକ୍ତ କରିଛନ୍ତି। ଏନେଇ ମେକ୍ସିକୋର ଚିଆପାସ ରାଜ୍ୟର ରାଜ୍ୟପାଳ ରୁଟିଲିଓ ଏସ୍କାଣ୍ଡନ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି…

ବୁଲଦାଣା ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୭: ମହାରାଷ୍ଟ୍ରର ବୁଲଦାଣା ଜିଲାରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ୨୫ଜଣ ପ୍ରାଣ ହରାଇଛନ୍ତି। ପୋଲିସର ସୂଚନାନୁସାରେ ନାଗପୁରରୁ ଔରଙ୍ଗାବାଦ ରାସ୍ତାରେ ବସ ପ୍ରଥମେ ଏକ ଲୁହା ପୋଲକୁ ଧକ୍କା ଦେଇଥିଲା ଏବଂ…

ଟ୍ବିଟରର ନୂଆ ଫିଚର୍ସ:ଲଗ୍‌ ଇନ୍‌ ନ କଲେ ଦେଖି ପାରିବେ ନାହିଁ ଟ୍ବିଟ୍‌

ଓ୍ବାଶିଂଟନ୍‌,୧।୭:ସମ୍ପ୍ରତି ସମୟ ଏବଂ ୟୁଜର୍ସଙ୍କ ଚାହିଦାକୁ ଆଖି ଆଗରେ ରଖି ଟ୍ବିଟରରେ ବିଭିନ୍ନ ବିଭିନ୍ନ ପ୍ରକାର ଫିଚର୍ସକୁ ଯୋଡା ଯାଉଛି ଏବଂ କିଛିକୁ ପରିବର୍ତ୍ତନ ମଧ୍ୟ କରାଯାଉଛି। ଟ୍ବିଟର ଏକ ନୂଆ ଫିଚର୍ସ ଆଣିଛି ଯାହାଦ୍ୱାରା ୟୁଜର୍ସ ଲଗ୍‌ ଇନ ନ…

ପାକିସ୍ତାନରେ ବସ୍‌ ଦୁର୍ଘଟଣା: ୭ମୃତ,୨୦ଆହତ

ଇସଲାମବାଦ,୧।୭:ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ବସ୍‌ ଧକ୍କା ହେବା ଫଳରେ ୭ଜଣଙ୍କର ମତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। ପୋଲିସ ସୂଚନା ଉଯାୟୀ, ଦୁର୍ଘଟଣା ହୋଇଥିବା ଦୁଇଟି ବସ୍‌ ମଧ୍ୟରୁ…

ଆଜି ୟୁସିସି ଉପରେ କଂଗ୍ରେସର ସଂସଦୀୟ କମିଟିର ବୈଠକ: ଅଧ୍ୟକ୍ଷତା କରିବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧।୭: ଭାରତର ଆଇନ ଆୟୋଗର ବିଜ୍ଞପ୍ତି ପରେ ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଷ୍ଟାଣ୍ଡ କ’ଣ ହେବ ସେନେଇ କଳ୍ପନାଜଳ୍ପନା କରାଯାଉଥିଲା। ଏଭଳି…

ଆଲ୍‌କାରାଜ, ସ୍ବିଟେକ ଟପ୍‌ସିଡ୍‌

ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍‌ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ୍‌ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri