ଭାଜପା କରୁଛି କେବଳ ଅଭିନୟ: ଉଦ୍ଧବ-ସଞ୍ଜୟ…
ମୁମ୍ବାଇ,୧।୭ : ମହାରାଷ୍ଟ୍ରର ବୁଲଢାଣାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୪ ସାଧାରଣ ନାଗରିକ ଜରବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୋଟିଏ ପଟେ ଲୋକମାନେ ଶୋକସନ୍ତପ୍ତ ଥିବାବେଳେ ରାଜନୈତିକ କରିଡରରେ ଏନେଇ ଆଲୋଡ଼ନ ଆରମ୍ଭ…
କେନ୍ଦ୍ର ସରକାରଙ୍କ ନିଦ୍ଦେର୍ଶରେ ଅଣ-ଭାଜପା ଶାସିତ ରାଜ୍ୟରେ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛନ୍ତି ରାଜ୍ୟପାଳ…
ନୂଆଦିଲ୍ଲୀ,୧।୭ : ତାମିଲନାଡୁର ରାଜ୍ୟପାଳ ବନାମ ରାଜ୍ୟ ସରକାର ପ୍ରସଙ୍ଗରେ ରାଜ୍ୟସଭା ଏମପି କପିଲ ସିବଲ କହିଛନ୍ତି ପୂର୍ବରୁ ରାଜ୍ୟପାଳ ପଦର ଅପବ୍ୟବହାର ଏଭଳି କରାଯାଇ ନ ଥିଲା। ବର୍ତ୍ତମାନ, କେନ୍ଦ୍ର ସରକାର ସେମାନଙ୍କର ସଦସ୍ୟମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥାର ଜଗୁଆଳୀ କରି…
ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟଙ୍କୁ ଶୀଘ୍ର ମୁକ୍ତ କର: ବହିର୍ବ୍ୟାପାର ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୧।୭ : ୨୫୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ଚାରିଜଣ ସାଧାରଣ ନାଗରିକଙ୍କୁ ଜେଲରୁ ମୁକ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଭାରତ ପାକିସ୍ତାନକୁ କହିଛି। ୨୦୦୮ ଚୁକ୍ତିନାମା ଅନୁଯାୟୀ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷର ଜାନୁଆରୀ ୧ ଏବଂ ଜୁଲାଇ ୧ ରେ…
ଫ୍ରାନ୍ସ ଜଳୁଥିବାବେଳେ ରାଷ୍ଟ୍ରପତି ମାକ୍ରନଙ୍କ କନର୍ସଟ ଭିଡିଓ ଭାଇରାଲ
ପ୍ୟାରିସ,୧।୭:ପୋଲିସ ଗୁଳିରେ ନାବାଳକର ହତ୍ୟାକୁ ନେଇ ଜଳୁଛି ଫ୍ରାନ୍ସ। ଆଜିକୁ ୪ଦିନ ଧରି ହିଂସା ଜାରି ରହିଛି। ହିଂସା ଏବେ ବେଲଜିୟମ ଯାଏଁ ପହଞ୍ଚିଛି। ଏହି ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବ୍ରିଟିଶ ଗାୟିକ ଏଲଟନ ଜନଙ୍କ କନସର୍ଟକୁ ଉପଭୋଗ…
ୟୁସିସି ପାଇଁ କେଉଁ ପ୍ରସ୍ତାବ ରହିଛି ପ୍ରଥମେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିବା ଆବଶ୍ୟକ: ସିବଲ…
ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ପରେ ରାଜନୀତି ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟସଭା ଏମପି କପିଲ ସିବଲ ଶନିବାର କହିଛନ୍ତି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଦେଶକୁ କହିବା ଉଚିତ ୟୁସିସି ପାଇଁ…
ଜୟଶଙ୍କର ଜଣେ ଦକ୍ଷ ମନ୍ତ୍ରୀ, ସେ ମୋର ବନ୍ଧୁ: ଶଶି ଥରୁର…
ନୂଆଦିଲ୍ଲୀ,୧।୭ : କଂଗ୍ରେସ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଶାନ୍ତ ରହିବାକୁ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି। ଶନିବାର ଏହା ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ’ଲଣ୍ଡନରେ ଖାୟଲିସ୍ତାନୀମାନେ ଭାରତୀୟ ପତାକା ଉତ୍ତୋଳନ କରିବା…
ରାଜ୍ୟପାଳଙ୍କ ବିରୋଧରେ ହାଇକୋର୍ଟରେ ରିଟ୍ ପିଟିଶନ ଦାଏର…
ଚେନ୍ନାଇ,୧।୭ : ତାମିଲନାଡୁରେ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କରିବା ପରଠାରୁ ରାଜ୍ୟପାଳଙ୍କୁ ସରକାରଙ୍କ ପକ୍ଷରୁ ଘେରିବା ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟପାଳଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ରିଟ ପିଟିଶନ ଦାଖଲ କରାଯାଇଛି। ଦେଶିଆ ମକ୍କଲ ସକତି କାଚିର…
ତିସ୍ତାଙ୍କ ଜାମିନ ନାମଞ୍ଜୁର, ତୁନ୍ତ ଆତ୍ମସମର୍ପଣ କରିବରକୁ କୋର୍ଟଙ୍କ ନିର୍ଦ୍ଦେଶ…
ଅହମଦାବାଦ,୧।୭ : ଗୁଜରାଟ ହାଇକୋର୍ଟ ଶନିବାର ଦ୍ସମାଜସେବୀ ତିସ୍ତା ସେତାଲଭାଡଙ୍କ ନିୟମିତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଅଭିଯୋଗରେ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ। ଜଷ୍ଟିସ ନିର୍ଜର ଦେଶାଇଙ୍କ…
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ
ବେଜିଂ,୧ା୭: ଶନିବାର ଅପରାହ୍ନରେ ଦକ୍ଷିଣ-ପୂର୍ବ ଚାଇନାର ଜିଆଙ୍ଗସି ପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି। ରାଜ୍ୟ ବ୍ରଡ୍କାଷ୍ଟର ସିସିଟିଭି ଫୁଟେଜରେ କିୟାନତାଇ ନ୍ୟୁ ମ୍ୟାଟେରିଆଲ କମ୍ପାନୀରେ ନିଆଁ ଲାଗିଥିବା ରାଜ୍ୟ ଗଣମାଧ୍ୟମ ଏ ସମ୍ପର୍କରେ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା…
୨୦ ଜୁଲାଇରେ ଆରମ୍ଭ ହେବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୧।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶନିବାର ଏହି ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନରେ ଫଳପ୍ରଦ ବିତର୍କ ଏବଂ ବିଧାନସଭା କାର୍ଯ୍ୟକୁ ସମର୍ଥନ…
ଗଦର-୨ଫିଲ୍ମ ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅମିଶା, କହିଲେ ଦରମା ଦିଆଯାଇ ନାହିଁ….
ମୁମ୍ବାଇ:୨୨ବର୍ଷ ପୂର୍ବେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଫିଲ୍ମ ଗଦର ପ୍ରଶଂସକଙ୍କ ହୃଦୟରେ ରାଜ୍ କରିଥିଲା। ଏବେ ପୁଣି ଥରେ ଗଦର-୨ ରିଲିଜ୍ ହେବାକୁ ଯାଉଛି।ଫିଲ୍ମକୁ ନେଇ ସନ୍ନି ଦେଓଲ ଏବଂ ଅମିଶା ପଟେଲ ଜୋରଦାର ପ୍ରମୋଶନ କରୁଛନ୍ତି। କିନ୍ତୁ ଏହି…
ନକଲି ଔଷଧ ବିକ୍ରି: ୨୧ରାଜ୍ୟର ୨୦୯ଟି କମ୍ପାନୀ କରିଛନ୍ତି ସରକାରଙ୍କ ନୋଟିସ୍କୁ ଅଣଦେଖା
ନୂଆଦିଲ୍ଲୀ,୧।୭:ନକଲି ଔଷଧ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ସଂଗୃହିତ ତଥ୍ୟ ଅନୁଯାୟୀ ଗତ ଚାରି ବର୍ଷ ମଧ୍ୟରେ ୭୮ ଟି କମ୍ପାନୀକୁ ନକଲି ଔଷଧ ବିଷୟରେ ୨୦ରୁ ଅଧିକ ଥର ନୋଟିସ ଦିଆଯାଇଛି। ଯେତେବେଳେ କେନ୍ଦ୍ରୀୟ ଟିମ୍ ପୁନର୍ବାର…
Archives


