Home Middle

ୟୁନିଫର୍ମ ସିଭିଲ କୋଡକୁ ନେଇ ପ୍ରଶ୍ନ ଉଠାଇଲେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୨୮।୬: ଗତ କିଛିଦିନ ହେବ ଦେଶରେ ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ଲଗାତାର ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଥିଲେ କି ଗୋଟିଏ ଘରେ ଦୁଇଟି ନିୟମ ଚାଲି ପାରିବ ନାହିଁ। ଏହାପରେ ଲାଗାତାର ରାଜନୈତିକ…

ସାଉଥ କୋରିଆରେ ରାତାରାତି ୨-୩ ବର୍ଷ କମିଗଲା ଲୋକଙ୍କ ବୟସ

ସିଓଲ,୨୮।୬: ଦକ୍ଷିଣ କୋରିଆରେ ୫.୧ କୋଟି ଲୋକଙ୍କର ବୟସ ୧ ଅବା ୨ ବର୍ଷ କମ ହୋଇଯାଇଛି। ଦକ୍ଷିଣ କୋରିଆର ଲୋକଙ୍କ ବୟସ ହଠାତ କମ ହେବାର କାରଣ ହେଉଛି ଏଠାରେ ବୟସର ଗଣନାକୁ ନେଇ ଜାରି କରାଯାଇଥିବା ନୂଆ ନିୟମ।…

ଗୃହଯୁଦ୍ଧ ଟଳିବା ପରେ ପୁଣି ୟୁକ୍ରେନର ୨ଟି ସହରକୁ ମିସାଇଲ ମାଡ କଲା ଋଷ, ୪ମୃତ

ମସ୍କୋ,୨୮।୬:ଓ୍ବାଗନ ଗୋଷ୍ଠୀ ସହ ଋଷ ସେନାର ଗୃହଯୁଦ୍ଧ ଥମିବା ପରେ ପୁଣି ୟୁକ୍ରେନକୁ ଟାର୍ଗେଟ କରିଛି ମସ୍କୋ । ମଙ୍ଗଳବାର ସଂଧ୍ୟାରେ ଋଷ ସୈନ୍ୟ ୟୁକ୍ରେନର ଦୁଇଟି ସହର ଉପରେ ଜୋରଦାର ମିସାଇଲ ମାଡ କରିଛନ୍ତି। ଲଗାତାର ମିସାଇଲ ମାଡ଼ରେ ଥରି…

ଅଫିସିଆଲ ଫାଇଲ୍‌ ଲୁଚାଇବା ମାମଲାରେ ଟ୍ରମ୍ପଙ୍କ ଅଡିଓ ଭାଇରାଲ; ଇରାନ ଉପରେ ଆକ୍ରମଣ କରିବା ନେଇ କରୁଥିଲେ ଯୋଜନା

ଓ୍ବାଶିଂଟନ୍‌,୨୮।୬:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ ମିନିଟର ଅଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଫିସିଆଲ ଫାଇଲରେ ଥିବା ତଥ୍ୟକୁ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଜାଣିବାକୁ ମିଳିଛି। ଅଡିଓରେ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନା ବିଷୟରେ…

ମୋଦି କଂଗ୍ରେସ ନାମ ନେଇ ନାହାନ୍ତି, ଏହା ଶିବରାଜ ସରକାରଙ୍କ ପାଇଁ ଉଦ୍ଧିଷ୍ଟ: କମଲନାଥ…

ଭୋପାଳ,୨୮।୬ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ସେ ପ୍ରତ୍ୟେକ ସ୍କାମର ତଥା ଚୋର ଡକାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ଦେଉଛନ୍ତି। କଂଗ୍ରେସର ନାମ ନ ନେଇ ସେ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଥିଲେ।…

ୟୁସିସି ନେଇ ଭାଜପାକୁ ସମର୍ଥନ କଲା ଏଏପି…

ନୂଆଦିଲ୍ଲୀ,୨୮।୬ : ଆମ ଆଦମୀ ପାର୍ଟି (ଏଏପି) ନେତା ବୁଧବାର କହିଛନ୍ତି ତାଙ୍କ ଦଳ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ସମର୍ଥନ କରେ କାରଣ ସମ୍ବିଧାନର ଧାରା ୪୪ ମଧ୍ୟ ଦେଶରେ ୟୁସିସି ରହିବା ଉଚିତ ବୋଲି କହିଛି। ମଙ୍ଗଳବାର…

‘ଆମେରିକାରେ ମୋଦି କରିଛନ୍ତି ୨୫ ହଜାର କୋଟି ଟଙ୍କାର ଡିନର’, ୟୁଏସ ସହ ଡ୍ରୋନ ଡିଲକୁ ନେଇ କହିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ସହ କରିଥିବା ପ୍ରତିରକ୍ଷା ଡିଲକୁ ନେଇ ବୁଧବାର କଂଗ୍ରେସ ବଡ ଧରଣର ଅଭିଯୋଗ କରିଛି। କଂଗ୍ରେସ ପ୍ରବକ୍ତା ପଓ୍ବନ ଖେଡା ଏକ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ଅଭିଯୋଗ କରିଛନ୍ତି କି ପ୍ରଧାନମନ୍ତ୍ରୀ ଆମେରିକାରେ…

ଏଥର ମୋହାଲି, ଥିରୁଭାନନ୍ତପୁରମରେ ହେବ ନାହିଁ ଓ୍ବାର୍ଲଡ କପ ମୁକାବିଲା, ବିରୋଧୀ କହିଲେ ରାଜନୀତି ଦ୍ୱାରା ପ୍ରେରିତ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୬: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି। କାର୍ଯ୍ୟସୂଚୀ ଅନୁଯାୟୀ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଉଦଘାଟନ ଏବଂ ଅନ୍ତିମ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କେବଳ ଅହମ୍ମଦାବାଦରେ…

ବାଇକ ମେକାନିକଙ୍କ ସହିତ କାମ କରୁଥିବା ରାହୁଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୮।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାଇକ ମେକାନିକ ସହିତ ଫଟୋ ଏବେ ସାମ୍ନାକୁ ଆସିଛି। ଏହାର କିଛି ଫଟୋ କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ମଧ୍ୟ ଶେୟାର କରାଯାଇଛି। ନିକଟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ…

ଷ୍ଟିଙ୍ଗ ଅପରେଶନ କେବେ କେଉଁଠି ହୋଇଥିଲା ତାହା ସମସ୍ତଙ୍କୁ ଜଣା: କ୍ୟାବିନେଟ ମନ୍ତ୍ରୀ ସୌରଭ ବାହୁଗୁଣାଙ୍କୁ ହରକ ସିଂ ରାୱତ ମୁହାଁମୁହିଁ…

ଡେରାଡୁନ,୨୮।୬ : ଉତ୍ତରାଖଣ୍ଡରେ ହୋଇଥିବା ଷ୍ଟିଙ୍ଗ ଅପରେଶନ ମାମଲାରେ ଭାଜପା ଓ କଂଗ୍ରେସ ମଧ୍ୟରେ ରାଜନୈତିକ ତିକ୍ତତା ଦେଖାଦେଇଛି। କ୍ୟାବିନେଟ ମନ୍ତ୍ରୀ ସୌରଭ ବାହୁଗୁଣାଙ୍କ ମନ୍ତବ୍ୟ ଜବାବ କଂଗ୍ରେସ ପକ୍ଷରୁ ହରକ ସିଂ ରାୱତ ଦେଇଛନ୍ତି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରକ…

ଆଦିବାସୀ ସଂସ୍କୃତି-ପରମ୍ପରା ସଂରକ୍ଷଣ ପାଇଁ ଅଛି ଆଇନ: ବାଘେଲ ସରକାରଙ୍କୁ ରମଣଙ୍କ ଜବାବ…

ରାୟପୁର,୨୮।୬ : ୟୁସିସି ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ କହିଛନ୍ତି ୟୁନିଫାଏଡ ସିଭିଲ କୋଡ ବିଷୟ ଆଦିବାସୀ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ପ୍ରଚାର ପାଇଁ।…

ଗଡିଲା ମା ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥ

ପୁରୀ,୨୮।୬(ଅଜିତ୍‌ ମହାନ୍ତି): ବଡଭାଇ ବଳଭଦ୍ରଙ୍କ ରଥ ପରେ ଶରଧାବାଲିରେ ଗଡିଲା ଭଉଣୀ ସୁଭଦ୍ରା ଏବଂ ସାନଭାଇ ଜଗନ୍ନାଥଙ୍କର ରଥ। ଆଗେ ଆଗେ ବଡଭାଇ ଯାଉଥିବା ବେଳେ ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ। ଜୟ ଜଗନ୍ନାଥ ଧ୍ୱନୀରେ ବଡଦାଣ୍ଡ ଉଛୁଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri