ମହାକାଶରୁ ଶୁଣାଯାଉଥିବା ‘ହମମମ’ ଶଦ୍ଦର ରହସ୍ୟ ଉନ୍ମୋଚନ କଲା ଭାରତ
ନୂଆଦିଲ୍ଲୀ,୩୦।୬:ମହାକାଶରୁ ସବୁବେଳେ ‘ହମମମ’ ନାମକ ଧ୍ୱନୀ ଶୁଣାଯାଉଛି। କିନ୍ତୁ ଏହାକୁ ବହୁ ଲୋକ ଖଣ୍ଡନ କରି ଆସୁଥିଲେ। ବ୍ରହ୍ମାଣ୍ଡରୁ କୌଣସି ଧ୍ୱନୀ ଶୁଣାଯାଉନାହିଁ ବୋଲି ଅନେକେ ଯୁକ୍ତି ମଧ୍ୟ ବାଢିଥିଲେ। ତେବେ ଏନେଇ ସବୁ ଦେଶର ବୈଜ୍ଞାନିକ ଗବେଷଣା କରୁଥିଲେ। ବର୍ତ୍ତମାନ…
ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍କୁ ସଂସଦରେ ବିରୋଧ କରିବେ ବିରୋଧୀ
କଲମ୍ବୋ,୩୦।୬:ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍କୁ ବିରୋଧ କରିଛନ୍ତି ବିରୋଧୀ ଦଳ। ଆର୍ଥିକ ସଙ୍କଟରେ ଥିବା ଶ୍ରୀଲଙ୍କାକୁ ବ୍ୟାଙ୍କିଂ ଏବଂ ଆର୍ଥିକ କ୍ଷେତ୍ର ଉପରେ ଏହି ଯୋଜନା ପ୍ରଭାବ ପକାଇବା ବୋଲି ବିରୋଧି ଚିିନ୍ତା ଜାହିର କରିଛନ୍ତି। ଦେଶର ମୁଖ୍ୟ ବିରୋଧୀ ଦଳ…
ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କଲା ଉଦ୍ଧବ ଠାକରେଙ୍କ ଶିବସେନା
ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି) ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)ର ସମର୍ଥନ କରିପାରନ୍ତି। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଔପଚାରିକ ଭାବେ ଯଦିଓ ଉଦ୍ଧବ ଠାକରେଙ୍କ ଦଳର କେହି ନେତା ୟୁନିଫର୍ମ ସିଭିଲ କୋର୍ଡ ଉପରେ…
ଇସ୍ତଫା ଦେବେ ନାହିଁ ମଣିପୁର ମୁଖ୍ୟମନ୍ତ୍ରୀ, ଟୁଇଟ୍ କରି କଲେ ଘୋଷଣା
ଇମ୍ଫାଲ,୩୦।୬: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ ବର୍ତ୍ତମାନ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ସେ ଟୁଇଟ୍ କରି ଏହି ଘୋଷଣା କରିଛନ୍ତି। ଏହାପୂର୍ବରୁ ସେ ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ ବୋଲି…
ପାକିସ୍ତାନରେ ଇଦ୍ ପାଳନ ସମୟରେ ଜେଲ୍ରୁ ପଳାୟନ କଲେ ୧୭କଏଦୀ
ଇସଲାମବାଦ,୩୦।୬:ପାକିସ୍ତାନରେ ଇଦ୍ ପାଳନ ସମୟରେ ୧୭ଜଣ ବନ୍ଦୀ ଜେଲ୍ରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା। ଗୁଳିକାଣ୍ଡରେ ଜଣେ ବନ୍ଦୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବାଲୁଚିସ୍ତାନର ଚାମନ ଜେଲରେ ଇଦ୍ ଅବସରରେ ନମାଜ…
କୋଲଡ୍ରିଙ୍କ୍ସ ପିଇଲେ କ୍ୟାନସର! ଚେତାଇଲା ହୁ
‘ମିଠା ହେ ପର ଚିନି ନହିଁ ହେ’ ଏପରି କଥା ଆପଣ ବିଭିନ୍ନ କୋଲ୍ଡ ଡ୍ରିଙ୍କ୍ସର ବିଭିନ୍ନ ବିଜ୍ଞାପନରେ ଶୁଣିବାକୁ ପାଇଥିବେ। କିନ୍ତୁ ଏକ ରିପୋର୍ଟରୁ ଜଣାପଡିଛି କି, ଏପରି କୋଲ୍ଡ ଡ୍ରିଙ୍କ୍ସ ଏବଂ ଡାଏଟ୍ କୋକ୍ରେ ରହିଛି କ୍ୟାନସର୍ ସୃଷ୍ଟିକାରୀ…
ଏସ୍ସିଓ ବୈଠକରେ ଯୋଗଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୩୦।୬: ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ)ର ବୈଠକ ୪ ଜୁଲାଇ ୨୦୨୩ରେ ଅନୁଷ୍ଠିତ ହେବ। ଭିଡିଓ କନଫରେନ୍ସ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ ଯୋଗଦେବେ ବୋଲି ଜଣାପଡିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଭାରତ ଚଳିତ ବର୍ଷ ଏସ୍ସିଓରେ…
ହିଂସା ନୁହେଁ, କେବଳ ଶାନ୍ତି ହିଁ ସମାଧାନ ହେବ: ରାହୁଲ
ଇମ୍ଫାଲ,୩୦।୬: ମଣିପୁରରେ ଦୁଇ ଦିନିଆ ଗସ୍ତରେ ଥିବା ରାହୁଲ ଗାନ୍ଧୀ ପୀଡିତାଙ୍କୁ ଭେଟିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ହିଂସାରୁ କୌଣସି ପ୍ରକାରର ସମାଧାନ ବାହାରିବ ନାହିଁ, କେବଳ ଶାନ୍ତି ହିଁ ସମାଧାନ। ଗଣମାଧ୍ୟମ ସହ କଥାବାର୍ତ୍ତା…
ଆପରାଧିକ ମାମଲାରେ ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ, ରାଷ୍ଟ୍ରପତି ଦୌଡରୁ ପଡିବେ କି ବାଦ୍!
ଓ୍ବାଶିଂଟନ୍,୩୦।୬:ହ୍ବାଇଟ୍ ହାଉସ୍ର ଅଫିସିଆଲ ଦସ୍ତାବିଜକୁ ନିଜ ଘରେ ଲୁଚାଇବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଅପରାଧୀ ସାଜିଥିବା ଟ୍ରମ୍ପ ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ଦୌଡରେ ସାମିଲ୍ ହୋଇଛନ୍ତି। ତେବେ ନିକଟରେ କରାଯାଇଥିବା…
ଖରାପ ସମୟ ଦେଇ ଗତିକରୁଛି ପାକିସ୍ତାନ, ଆଇଏମ୍ଏଫ୍ରୁ ଋଣ ନେବାକୁ ସମସ୍ତ ସର୍ତ୍ତରେ ରାଜି
ଇସଲାମାବାଦ,୩୦ା୬: ପାକିସ୍ତାନ ଇତିହାସରେ ମୁଦ୍ରାସ୍ଫୀତିର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଯଦି ଏହା ଆଇଏମ୍ଏଫ୍ରୁ ଋଣ ନ ପାଏ ତେବେ ଏହି ଦେଶ ଯେକୌଣସି ସମୟରେ ଡିଫଲ୍ଟ ହୋଇପାରେ। ଲୋକମାନେ ଖାଦ୍ୟ ପାଉନାହାନ୍ତି, ଏଟିଏମ୍ରେ ଟଙ୍କା ନାହିଁ, ଚିକେନ୍ର…
ଭାରତ ସରକାରଙ୍କୁ ପ୍ରଶଂସା କଲା ୟୁଏନ୍, ଭାରତକୁ ଏହି ଲିଷ୍ଟରୁ ଦେଲା ବାଦ୍
ଜାତିସଂଘ,୩୦।୬:ମିଳିତ ଜାତିସଂଘରୁ ଭାରତକୁ ଏକ ଚିନ୍ତାଜନକ ତାଲିକାରୁ ବାଦ୍ ଦିଆଯାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଏନେଇ ସୂଚନା ଦେଇଛନ୍ତି। ‘ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ’ ପ୍ରସଙ୍ଗରେ ଦୀର୍ଘ ୧୩ବଷର୍ର୍ ପରେ ୨୦୨୩ ବାର୍ଷିକ ରିପୋର୍ଟରୁ ଭାରତର ନାମକୁ ବାହାର କରାଯାଇଛି।…
ବାହାନଗା ଟ୍ରେନ ଦୁର୍ଘଟଣା: ୨୯ଜଣଙ୍କ ଡିଏନ୍ଏ ରିପୋର୍ଟ ଚିହ୍ନଟ
ଭୁବନେଶ୍ୱର,୩୦ା୬(ଅଭିଜିତ ଦାସ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଡିଏନ୍ଏ ପରୀକ୍ଷା ପାଇଁ ନମୁନା ଦିଲ୍ଲୀ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୯ଜଣଙ୍କ ଡିଏନ୍ଏ ରିପୋର୍ଟ ଚିହ୍ନଟ ହୋଇଛି। ଏହି ରିପୋର୍ଟ ଭୁବନେଶ୍ୱର…
Archives


