ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା
କୋଲକାତା, ୩ା୭ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ଶାସକ ଓ ବିରୋଧୀ ଦଳ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ମୃତ୍ୟୁ ଘଟିବା ସହ ଉଭୟ ଦଳରୁ କେତେଜଣ ଆହତ…
ମଣିପୁରରେ ସାନି ସଂଘର୍ଷ: ୪ ମୃତ
ଇମ୍ଫାଲ, ୩ା୭ : ମଣିପୁରର ବିଷ୍ଣୁପୁର ଜିଲାରେ ଶନିବାର ବିଳମ୍ବିତ ରାତିରେ ସାନି ହିଂସାକାଣ୍ଡ ଘଟି ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ଘଟଣାସ୍ଥଳକୁ ଯାଇଛନ୍ତି। ଅଜଣା ବନ୍ଧୁକଧାରୀଙ୍କ ସହ ଗୁଳି ବିନିମୟ…
ପୁଣି ବିଳମ୍ବ ହେବ ଜନଗଣନା
ନୂଆଦିଲ୍ଲୀ, ୩ା୭: ୨୦୨୧ରେ ହେବାକୁ ଥିବା ଜନଗଣନା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୨୦୨୪-୨୫କୁ ଘୁଞ୍ଚାଯାଇଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ଗତ ମାସରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇଥିବା ପତ୍ରରେ ପ୍ରଶାସନିକ ସୀମା ନିର୍ଦ୍ଧାରଣ ସମୟସୀମା ୨୦୨୪ ଜାନୁୟାରୀକୁ…
ଗୁଳୁଗୁଳି ଜାରି, ଆଜିଠୁ ବର୍ଷା ବଢ଼ିବ
ଭୁବନେଶ୍ୱର,୩ା୭(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶକୁ ଅଗ୍ରସର ହୋଇଛି। ତେବେ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ରହୁଥିବାରୁ ଦିନରେ ଆର୍ଦ୍ରତା ଯଥେଷ୍ଟ ଅଧିକ ରହୁଛି। ତେଣୁ ରାଜ୍ୟର ବିଭିନ୍ନ ଜିଲାରେ ଟାଇଁଟାଇଁ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି।…
ଶ୍ରୀମନ୍ଦିର ସିଂହଦ୍ୱାର କବାଟରେ ଓଲଟା ସିଂହମୂର୍ତ୍ତି
ପୁରୀ,୩ା୭(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାରକୁ ରୁପା ଛାଉଣି କରାଯାଇଛି। ତେବେ ସିଂହଦ୍ୱାର ରୁପା ଛାଉଣି କବାଟରେ ଓଲଟା ସିଂହମୂର୍ତ୍ତି ସ୍ଥାନିତ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିବାବେଳେ ବିବାଦ ସୃଷ୍ଟି ହୋଇଛି। ତୁରନ୍ତ ଏହାକୁ ଠିକ୍…
‘ମୋଦି ଧୋଇଦେଲେ ଦୁର୍ନୀତି ପାପ’
ମୁମ୍ବାଇ, ୩ା୭: ମୋ ଘର ଭାଙ୍ଗିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନ ତଳେ ଏନ୍ସିପି ସମ୍ପର୍କରେ ମନ୍ତବ୍ୟ ଦେଇ ଜଳସେଚନ ଦୁର୍ନୀତିର ଅବତାରଣା କରିଥିଲେ। ସେ କେତେଜଣ ଏନ୍ସିପି ସହଯୋଗୀଙ୍କ ଦୁର୍ନୀତି ପାପକୁ ଧୋଇଦେଇଛନ୍ତି। ସେମାନଙ୍କୁ ଏବେ ମହାରାଷ୍ଟ୍ର ସରକାରରେ…
ତଦନ୍ତ ଭୟ ନା କ୍ଷମତା ଲୋଭ
ମୁମ୍ବାଇ, ୩ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ନେତା ଅଜିତ ପାଓ୍ବାର ରବିବାର ପଞ୍ଚମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି, କିନ୍ତୁ କୌଣସି ଥର ସେ ୫ ବର୍ଷ ପୂରା କରିପାରି ନାହାନ୍ତି। ୨୦୧୯ ନଭେମ୍ବର ୨୩ରେ…
ଷ୍ଟାଲିନ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ: ପଲାନିସ୍ବାମୀ…
ଚେନ୍ନାଇ,୨।୭ : ଏଆଇଏଡିଏମେକେର ମହାସଚିବ ଏଡାପ୍ପଡି କେ ପଲାନିସ୍ବାମୀ କର୍ନାଟକରେ ଶାସକ କଂଗ୍ରେସ ଏବଂ ତାମିଲନାଡୁର ଡିଏମକେକୁ କଡ଼ା ସମାଲୋଚନା କରିଛନ୍ତି। ପଲାନିସ୍ବାମୀ କହିଛନ୍ତି କର୍ନାଟକ ସରକାର କାବେରୀ ନଦୀରେ ମେକେଡାଟୁ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଷ୍ଟାଲିନଙ୍କ…
ନୀତୀଶଙ୍କ ସହିତ ମଧ୍ୟ ହେବ ଏନସିପି ଭଳି ଅବସ୍ଥା: ଭାଜପା…
ନୂଆଦିଲ୍ଲୀ,୨।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠାୱାଲେ ଏକ ବଡ ଦାବି କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ ବୋଲି କହିଛନ୍ତି। ଯେପରି ଏନସିପିର ଅବସ୍ଥା ଗୁରୁତର ହୋଇଛି…
ଖୁବ ଶୀଘ୍ର ମହାରାଷ୍ଟ୍ରରେ ହେବେ ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ: ସଞ୍ଜୟ…
ମୁମ୍ବାଇ,୨।୭ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଏନସିପି ନେତା ଅଜିତ ପାୱାରଙ୍କ ଶପଥ ଗ୍ରହଣ କରିବା ପରେ ଉଦ୍ଧବ ଠାକରେ ଗୋଷ୍ଠୀର ସଞ୍ଜୟ ରାଉତ କହିଛନ୍ତି ଏହି ପ୍ରକ୍ରିୟା ଚାଲିଥିଲା ବୋଲି ଆମେ ପୂର୍ବରୁ ଏହା ଜାଣି ସାରିଥିଲୁ। ଏ ବିଷୟରେ…
କଳେ ବଳେ କୌଶଳେ କ୍ଷମତା ହାସଲ କରିବାକୁ ଚାହୁଁଛି ଭାଜପା: ପ୍ରିୟଙ୍କା ଚତୁର୍ବେଦୀ…
ମୁମ୍ବାଇ,୨।୭ : ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରରେ ଯୋଗଦେବା ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଭାଜିତ ହୋଇଛି। ଏନେଇ ଉଦ୍ଧବ ଠାକରେ ଦଳର ଶିବସେନା ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀ ମନ୍ତବ୍ୟ ଦେଇଛନ୍ତି। ପ୍ରିୟଙ୍କା ଟୁଇଟ କରି…
ଦ୍ୱିତୀୟ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ, ୪୩ ରନରେ ହାରିଲା ଇଂଲଣ୍ଡ…
ଲଣ୍ଡନ,୨।୭ : ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ୪୩ ରନରେ ମ୍ୟାଚ ଜିତିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ୨ ୱିକେଟ ଜିତିଥିଲା। ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ…
Archives


