ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିହେଉଥିବା ପିଲାଙ୍କ ସମୀକ୍ଷା କରିବାକୁ ସ୍ମୃତି ଇରାନୀଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨।୭ : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ଶିଶୁ କଲ୍ୟାଣ ସମିତି ଗୃହ ପରିଦର୍ଶନ କରି ବୟସ୍କ ପିଲାମାନଙ୍କ ମାମଲାର ସମୀକ୍ଷା କରିବା ପାଇଁ କହିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ବାଳ କଲ୍ୟାଣ ସମିତିରେ ଅନେକ…
ଅକ୍ଷର ରିଭର କ୍ରୁଜ୍ର ଶୁଭାରମ୍ଭ କଲେ ଶାହା…
ଅହମଦାବାଦ,୨।୭ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର କହିଛନ୍ତି ସାବରମତି ‘ରିଭର ଫ୍ରଣ୍ଟ’ ଅହମଦାବାଦରେ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଛି। ଏହି ଅବସରରେ ଶାହା ନଦୀରେ ‘ଅକ୍ଷର ରିଭର କ୍ରୁଜ’କୁ ଡିଜିଟାଲ ଭାବେ ଉଦଘାଟନ କରିଥିଲେ। ଭିଡିଓ…
ଏନଡିଏରେ ଅଜିତ ପାଓ୍ବାର ସାମିଲ, ହେଲେ ଉପମୁଖ୍ୟମନ୍ତ୍ରୀ….
ମୁମ୍ବାଇ,୨।୭ : ମହାରାଷ୍ଟ୍ରର ଶିବସେନା-ଭାଜପାର ଅନ୍ୟତମ ବିରୋଧୀ ଦଳ ଏନସିପି ବିଭାଜିତ ହୋଇଛି। ଏନସିପି ନେତା ଅଜିତ ପାୱାର ରବିବାର ନିଜ ବାସଭବନରେ ଦଳର ନେତାଙ୍କ ଏକ ବୈଠକ ଡାକିଲେ ଏବଂ ପରେ ସିଧାସଳଖ ରାଜ ଭବନରେ ପହଞ୍ଚିଥିଲେ। ଅଜିତ ମହାରାଷ୍ଟ୍ର…
୪ ବର୍ଷ ତଳର ପୁରୁଣା ନାଟକ, ଅଜିତ ପାଓ୍ବାର ଦେଇଥିଲେ ବଡ଼ ଝଟ୍କା, ଏବେ ପୁଣି ଆରମ୍ଭ…
ମୁମ୍ବାଇ,୨।୭ : ମହାରାଷ୍ଟ୍ରରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ ରବିବାର ଦଳର ନେତା ଅଜିତ ପାୱାର ତାଙ୍କ ବାସଭବନରେ ଏନସିପି ନେତାଙ୍କ ଏକ ବୈଠକ ଡାକିଥିଲେ। ଏହି…
ଭାରତ-ମ୍ୟାନମାର-ଥାଇଲାଣ୍ଡ ରାଜପଥ ପ୍ରକଳ୍ପର ୭୦ ପ୍ରତିଶତ କାମ ଶେଷ…
ନୂଆଦିଲ୍ଲୀ,୨।୭ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ରବିବାର କହିଛନ୍ତି ଭାରତ-ମ୍ୟାନମାର-ଥାଇଲାଣ୍ଡ ଦେଇ ଯାଉଥିବା ଉଚ୍ଚାଭିଳାଷୀ ରାଜପଥ ପ୍ରକଳ୍ପର ୭୦ ପ୍ରତିଶତ କାମ ଶେଷ ହୋଇଛି। ଭାରତ-ମ୍ୟାନମାର-ଥାଇଲାଣ୍ଡ ମଧ୍ୟରେ ଥିବା ପ୍ରାୟ ୧୪୦୦ କିଲୋମିଟର ଲମ୍ବା ରାଜପଥର କାମ ଜାରି ରହିଛି।…
କୁମ୍ଭୀରକୁ ବିବାହ କଲେ ମେୟର
ମେକ୍ସିକୋ,୨ା୭: ମେକ୍ସିକୋରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସାନ ପେଡ୍ରୋ ହୁଆମେଲୁଲା ସହରର ମେୟର ଭିକ୍ଟର ହୁଗୋ ସୋସା ଏକ ପାରମ୍ପରିକ ସମାରୋହରେ ଏକ ମାଈ କୁମ୍ଭୀରକୁ ବିବାହ କରିଛନ୍ତି। ପରମ୍ପରା ଅନୁଯାୟୀ, ଏହା କରିବା ଦ୍ୱାରା ଶୁଭଫଳ ମିଳିଥାଏ।…
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: ଦଳଗୁଡ଼ିକୁ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
ଇସଲାମାବାଦ,୨ା୭: ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ରାଜନୈତିକ ଦଳମାନଙ୍କୁ ଅକ୍ଟୋବର ପରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଚିହ୍ନ ବଣ୍ଟନ ପାଇଁ ଆବେଦନ କରିବାକୁ କହିଛନ୍ତି। ଇସିପି କହିଛି, ଜୁଲାଇ ୧୯ ପର୍ଯ୍ୟନ୍ତ ଦଳର ନେତାଙ୍କ ଦସ୍ତଖତ ସହିତ…
ଓ୍ବାଗନର ଗ୍ରୁପ୍ର ୨୧୦୦୦ ସୈନ୍ୟଙ୍କୁ ହତ୍ୟା କରିଛି ୟୁକ୍ରେନ: ଜେଲନ୍ସ୍କି
କିଭ୍,୨ା୭: ଓ୍ବାଗନର ଗ୍ରୁପ୍ର ମୁଖ୍ୟ ଶୀର୍ଷ ନେତୃତ୍ୱ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି, ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶ ବର୍ତ୍ତମାନ…
ସମୁଦ୍ରରେ ବିଷାକ୍ତ ଶୈବାଳ, ମରି ଭାସୁଛନ୍ତି ଶହ ଶହ ଡଲଫିନ୍
କାଲିଫର୍ନିଆ,୨ା୭: ଦକ୍ଷିଣ କାଲିଫର୍ନିଆର ସମୁଦ୍ରକୂଳରେ ଶହ ଶହ ଡଲ୍ଫିନ୍ଙ୍କ ମୃତଦେହ ମିଳିଛି। ସିଏନ୍ଏନ୍ ଅନୁଯାୟୀ, ସାଣ୍ଟା ବାରବରାଠାରୁ ସାନ ଡିଏଗୋ କାଉଣ୍ଟି ପର୍ଯ୍ୟନ୍ତ ସମୁଦ୍ର କୂଳରେ ଅସୁସ୍ଥ ତଥା ମୃତ ସାମୁଦ୍ରିକ ଜୀବଜନ୍ତୁ ସାମ୍ନାକୁ ଆସିଥିବା ଅଧିକାରୀମାନେ ଗତ ସପ୍ତାହରେ ୧୦୦୦ରୁ…
ମେୟରଙ୍କ ଘରେ କାର୍ ପୂରାଇଦେଲେ ବିକ୍ଷୋଭକାରୀ
ପ୍ୟାରିସ୍,୨ା୭: ଫ୍ରାନ୍ସରେ ୫ ଦିନ ପରେ ବି ହିଂସା ଥମିବାର ନାଁ ନେଉନି। ଜଣେ ନାବାଳକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ହିଂସା ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଶହ ଶହ ଲୋକଙ୍କୁ ହତ୍ୟା କରାଯାଇ ସାରିଲାଣି। ଏହା…
ବିଶ୍ୱର ସର୍ବନିମ୍ନ ଶାନ୍ତିପୂର୍ଣ୍ଣ ଦେଶ
କାବୁଲ,୨ା୭: କ୍ରମାଗତ ପଞ୍ଚମ ବର୍ଷ ପାଇଁ ଆଫଗାନିସ୍ତାନ ବିଶ୍ୱର ସର୍ବନିମ୍ନ ଶାନ୍ତିପୂର୍ଣ୍ଣ ଦେଶ ଭାବରେ ପରିଗଣିତ ହୋଇଛି। ଇନ୍ଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ସ ଆଣ୍ଡ୍ ପିସ୍ (ଆଇପି)’ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨’ ରେ ଏହି ସୂଚନା ଦେଇଛି। ଆଫଗାନିସ୍ତାନ ପରେ ୟେମେନ, ସିରିଆ,…
ଆଜି ମହାପ୍ରଭୁଙ୍କୁ ଲାଗି ହେବ ନୀଳାଚଳ ଅବଢ଼ା
ପୁରୀ,୨।୭(ଅଜିତ୍ ମହାନ୍ତି)ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ମହାପ୍ରଭୁଙ୍କ ବିଜେ ପରେ ପୁଣି ଶ୍ରୀମନ୍ଦିର ପୂର୍ଣ୍ଣ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ…
Archives


