ବିଶ୍ୱ କପ ପାଇଁ କ୍ୱାଲିଫାଏ କଲା ଶ୍ରୀଲଙ୍କା…
ହାରାରେ,୨।୭ : ଏଥର ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଜିମ୍ବାୱେରେ କ୍ୱାଲିଫାୟର ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବର୍ତ୍ତମାନ…
ଟୋଙ୍ଗାରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯…
ନୁକୁଆଲୋଫା,୨।୭ : ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗରେ ଅବସ୍ଥିତ ଦ୍ୱୀପ ଦେଶ ଟୋଙ୍ଗାରେ ରବିବାର ରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ କରିଛି ଟୋଙ୍ଗା, ନିୟୁଫୁ ଠାରୁ ୧୩୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୬.୯ ମ୍ୟାଗ୍ନିଚ୍ୟୁଡର…
ବ୍ରିଟେନରେ ବୃଦ୍ଧି ପାଉଛି ଜାତିଭେଦ: ସୁନକ…
ଲଣ୍ଡନ,୨।୭ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି ତାଙ୍କ ଦେଶରେ ଜାତିଭେଦ ବୃଦ୍ଧି ପାଉଛି ଏବଂ ସେ ମଧ୍ୟ ପିଲାଦିନରୁ ଏହାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, ଏଶେଜ ସିରିଜ ଅଧୀନରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ…
ମୋଦି ବୋଧ ହୁଏ ମହାରାଷ୍ଟ୍ର ଭଳି ଘଟଣାର ଲୋକତନ୍ତ୍ର ଜନନୀ ସମ୍ପର୍କରେ ଆମେରିକାରେ କହିଥିଲେ: ସିବଲଙ୍କ କଟାକ୍ଷ…
ନୂଆଦିଲ୍ଲୀ,୨।୭ : ରାଜ୍ୟସଭା ସଦସ୍ୟ କପିଲ ସିବଲ ରବିବାର ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ସିବଲ କହିଛନ୍ତି, ବୋଧହୁଏ ମହାରାଷ୍ଟ୍ର ଭଳି ଘଟଣାର ଲୋକତନ୍ତ୍ର ଜନନୀ ସମ୍ପର୍କରେ ମୋଦି…
ଅରୁଣାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବ ଏଏପି…
ଇଟାନଗର,୨।୭ : ଆମ ଆଦମୀ ପାର୍ଟି (ଏଏପି) ଆଉ ଏକ ବଡ଼ ଘୋଷଣା କରିଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବାର କିଛି ଦିନ ପରେ ଏଏପିକୁ ଏକ ଜାତୀୟ ଦଳର ମାନ୍ୟତା ଦିଆଯାଇଥିଲା। ଏଏପି ବର୍ତ୍ତମାନ ଅରୁଣାଚଳ…
ମଣିପୁର ହିଂସାରେ ଚାଇନା ହାତ ନେଇ ସଞ୍ଜୟ ରାଉତଙ୍କ ପ୍ରଶ୍ନ,ସରକାର କାହିଁକି ନୀରବ ?…
ମୁମ୍ବାଇ,୨।୭ : ଗତ ଦୁଇ ମାସ ଧରି ମଣିପୁରର ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଚାଲିଛି। ମଣିପୁର ହିଂସାର ସମାଧାନ ଖୋଜିବା ପରିବର୍ତ୍ତେ ଶାସକ ବିରୋଧୀ ଦଳଙ୍କ ମଧ୍ୟରେ ଏବେ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସର ରାହୁଲ ଗାନ୍ଧୀ…
ଆଣ୍ଡାମାନ-ନିକୋବର ଜେଲକୁ ସ୍ଥାନାନ୍ତର ହେବେ ବଡ଼ ଗ୍ୟାଙ୍ଗଷ୍ଟର…
ନୂଆଦିଲ୍ଲୀ,୨।୭ : ଉତ୍ତର ଭାରତର ଜେଲରେ ଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବର ଜେଲରେ ଥିବା ବଡ ଗ୍ୟାଙ୍ଗଷ୍ଟରଙ୍କୁ ଆଣ୍ଡାମାନ-ନିକୋବର ଜେଲକୁ ସ୍ଥାନାନ୍ତର…
ମଝି ଆକାଶରେ ଦୁଇ ବାୟୁସେନା ଯୁଦ୍ଧ ବିମାନ ମୁହାଁମୁହିଁ…
ବୋଗୋଟା,୨।୭ : କଲମ୍ବିଆର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ଆପିଆ ଏୟାର ବେସରେ କଲମ୍ବିଆ ବାୟୁସେନାର ଦୁଇ ଯୁଦ୍ଧବିମାନ ମଝିଆକାଶରେ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ରେଡିଓ…
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ଓ୍ବେ ଅଣ୍ଡରବ୍ରିଜ୍ରେ ବିସ୍ଫୋରଣ, ୨ ଅଭିଯୁକ୍ତ ଗିରଫ…
ଭୋପାଳ,୨।୭ : ଉଚ୍ଚାଭିଳାଷୀ ପ୍ରକଳ୍ପ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଡିଟୋନେଟର ଦ୍ୱାରା ଅଣ୍ଡରବ୍ରିଜ ବ୍ଲାଷ୍ଟିଂ ମାମଲା ସାମ୍ନାକୁ ଆସିଛି। ଏହି ଅଣ୍ଡରବ୍ରିଜ ମାଣ୍ଡସାଉର ଜିଲାର ଶାମଗଡ ଅଞ୍ଚଳରେ ନିର୍ମିତ ହୋଇଥିଲା। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ରସୁକା ଅନ୍ତର୍ଗତ…
ପାକିସ୍ତାନରେ ବଢୁଛି ଆତଙ୍କବାଦୀ ଆକ୍ରମଣ: ଚେକପୋଷ୍ଟରେ ଆକ୍ରମଣ, ୪ ସୁରକ୍ଷାକର୍ମୀ ନିହତ…
ଇସଲାମାବାଦ,୨।୭ : ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ସୁରକ୍ଷା ଯାଞ୍ଚ ପଏଣ୍ଟରେ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଚାରିଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଧିକାରୀ କହିଛନ୍ତି ବାଲୁଚିସ୍ତାନର ଶେରାନି ଜିଲାର ଏକ ଚେକପୋଷ୍ଟରେ ଏହି…
ବେଶି ଦିନ ଚାଲିବନି ରାଜ୍ୟରେ ସର୍କସ: ସଞ୍ଜୟ ରାଉତ…
ମୁମ୍ବାଇ,୨।୭ : ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ସ୍ଥିତି ମଧ୍ୟରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ରାଉତ କହିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାର ତାଙ୍କ ଦଳର ବିଭାଜନକୁ ନେଇ ଅସନ୍ତୋଷ…
ମଣିପୁର ହିଂସାଠାରୁ ଦୂରେଇ ରୁହ: ହିମନ୍ତଙ୍କୁ ଚିଦାମ୍ବରମଙ୍କ ପରାମର୍ଶ…
ନୂଆଦିଲ୍ଲୀ,୨।୭ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ମଣିପୁରର ସ୍ଥିତି ୭ ରୁ ୧୦ ଦିନ ମଧ୍ୟରେ ସୁଧୁରିବ ବୋଲି ଶର୍ମା କହୁଛନ୍ତି, କିନ୍ତୁ ଯଦି…
Archives


