ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଗୁଳିକାଣ୍ଡ..
ଓ୍ବାଶିଂଟନ,୩।୭ : ଆମେରିକାରେ ଏବେ ଗୁଳିକାଣ୍ଡ ସାଧାରଣ ଘଟଣା ପାଲଟିଛି। ଜୁଲାଇ ୪ରେ ଆମେରିକାରେ ସ୍ବାଧୀନତା ଦିବସ ପାଳନ କରାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୭…
୩ ଛୁଆଙ୍କୁ ଧରି କୂଅକୁ ଡେଇଁଲେ ମା’, ଦୁଇ ମୃତ, ଦୁଇ ଗୁରୁତର
ବ୍ରହ୍ମପୁର,୩ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଘରୋଇ ଅଶାନ୍ତିକୁ କେନ୍ଦ୍ରକରି ଜଣେ ମହିଳା ଚରମ ପଦକ୍ଷେପ ନେଇଛନ୍ତି। ନିଜେ ତାଙ୍କର ୩ ଛୁଆଙ୍କୁ…
ମୋଦିଙ୍କ ବାସଭବନ ଉପରେ ଡ୍ରୋନ…
ନୂଆଦିଲ୍ଲୀ,୩।୭ : ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ ଉଡ଼ିବାର ଖବର ଆଲୋଡ଼ନ ସୃଷ୍ଟି କରିଛି। ଏସପିଜି ଏହି ବିଷୟରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା, ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି…
ମହାରାଷ୍ଟ୍ରରେ ପୋଷ୍ଟର ଓ୍ବାର: ଏକଜୁଟ ହୁଅନ୍ତୁ ଉଦ୍ଧବ-ରାଜ ଠାକରେ…
ମୁମ୍ବାଇ,୩।୭ : ଏନସିପି ନେତା ଅଜିତ ପାୱାରଙ୍କ ବିଦ୍ରୋହୀ ମନୋଭାବ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏତେ ବଡ ରାଜନୈତିକ ଘଟଣାାକ୍ରମ ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ଥରାଇ ଦେଇଛି। ଏହି ସମୟରେ ମୁମ୍ବାଇରେ ପୋଷ୍ଟର…
ଶିନ୍ଦେ ହଟିବେ ଅଜିତ ହେବେ ମୁଖ୍ୟମନ୍ତ୍ରୀ: ସାମନା…
ମୁମ୍ବାଇ,୩।୭ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏହାର ମୁଖପତ୍ର ସାମାନାରେ ଏକ ବଡ଼ କଥା କହିଛି। ବାସ୍ତବରେ, ସାମନାରେ ଲେଖାଯାଇଥିବା ଏକ ଆର୍ଟିକିଲରେ ଶିବସେନା ଦାବି କରିଛି ଅଜିତ ପାୱାରଙ୍କ ସହ ଭାଜପା ହାତ ମିଳାଇ ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ…
ଆତଙ୍କବାଦୀ ଆକ୍ରମଣ ନିଆଁରେ ଜଳୁଛି ପାକିସ୍ତାନ, ବର୍ଷକରେ ୩୮୯ ଲୋକଙ୍କ ମୃତ୍ୟୁ…
ଇସଲାମାବାଦ,୩।୭ : ଆତଙ୍କବାଦୀ ତଥା ଆତ୍ମଘାତୀ ଆକ୍ରମଣ ଘଟଣା ଚଳିତ ବର୍ଷ ପାକିସ୍ତାନରେ ବୃଦ୍ଧି ପାଇବାରେ ଲାଗିଛି। ଅବସ୍ଥା ଏତେ ଖରାପ ଏପର୍ଯ୍ୟନ୍ତ ଏହି ଆକ୍ରମଣ ଯୋଗୁଁ ଦେଶରେ ୩୮୯ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ପାକିସ୍ତାନ ଇନଷ୍ଟିଚ୍ୟୁଟ ଫର୍ କନ୍ଫ୍ଲାଇଟ…
ଆମେରିକାରୁ ୨୫ ଏଫ-୩୫ ଯୁଦ୍ଧ ବିମାନ କିଣିବ ଇସ୍ରାଏଲ…
ଓ୍ବାଶିଂଟନ,୩।୭ : ଆମେରିକାରୁ ଏଫ-୩୫ ଯୁଦ୍ଧ ବିମାନର ତୃତୀୟ ସ୍କ୍ବାଡ୍ରନ କ୍ରୟ କରିବାକୁ ଇସ୍ରାଏଲ ଏକ ଚୁକ୍ତି ଅନୁମୋଦନ କରିଛି। ଏହି ବିମାନ କ୍ରୟ ପାଇଁ ଇସ୍ରାଏଲ ୩ ବିଲିୟନ ଡଲାର ଖର୍ଚ୍ଚ କରିବ। ଲକହିଡ ମାର୍ଟିନ ନିର୍ମିତ ବିମାନର ଏହି…
ତୁର୍କୀ ସଂସଦ ରବର ଷ୍ଟାମ୍ପରେ ପରିଣତ,ଗୋଟିଏ ବର୍ଷରେ ୭୧୬ ଡ୍ରାଫ୍ଟ ବିଲ ଆଗତ କରିଥିଲେ ବିରୋଧୀ, ଗୋଟିଏ ବି ହୋଇ ନ ଥିଲା ଆଲୋଚନା !…
ଆଙ୍କରା,୩।୭ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ କ୍ଷମତାକୁ ଆସିବାର ୨୦ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଏହି ସମୟ ମଧ୍ୟରେ ସେ କ୍ଷମତାକୁ ଏତେ ପରିମାଣରେ ନିୟନ୍ତ୍ରଣ କରିଛନ୍ତି, ଯାହାଦ୍ୱାରା ତୁର୍କୀ ସଂସଦ ବର୍ତ୍ତମାନ ଏକ ରବର…
ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ
କଟକ,୩ା୭: ସୋମବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏହି ପରୀକ୍ଷା ସହ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିଛି। ସାରା ରାଜ୍ୟରେ ମୋଟ୍ ୮୦ଟି କେନ୍ଦ୍ରରେ…
ଆତଙ୍କବାଦୀଙ୍କ ସହ ମୁହାଁମୁହିଁ, ୨ ପାକିସ୍ତାନର ସୁରକ୍ଷାକର୍ମୀ ନିହତ…
ଇସଲାମାବାଦ,୩।୭ : ପାକିସ୍ତାନର ବାଲୁଚିସ୍ତାନର ହୋଶାବ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ଦୁଇ ଜଣ ପାକିସ୍ତାନୀ ସେନା ଯବାନଙ୍କ ମୃତ୍ୟୁ ଘଟିଛି ବୋଲି ଆନ୍ତଃସେବା ଜନସମ୍ପର୍କ ବିଭାଗ (ଆଇଏସଆରପି) ସୂତ୍ର ଆଧାରରେ ଏଆରଓ୍ବାଇ ନ୍ୟୁଜ ରିପୋର୍ଟ କରିଛି। ପାକିସ୍ତାନୀ…
ପାପୁଆରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨ …
ଜାକର୍ତ୍ତା,୩।୭ : ଇଣ୍ଡୋନେସିଆର ପାପୁଆ ପ୍ରଦେଶରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ଜାତୀୟ ଜିଓଫିଜିକ ଏଜେନ୍ସି କହିଛି। ତେବେ ଏହା ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୩୩ କିଲୋମିଟର ଗଭୀରରେ ଥିଲା। ତେବେ…
ଜ୍ୟାକ ମା‘ଙ୍କ ହଠାତ୍ ପାକିସ୍ତାନ ଯାତ୍ରା ନେଇ ଚର୍ଚ୍ଚା ଆରମ୍ଭ…
ବେଜିଂ,୩।୭ : ଚାଇନାର ବିଲିୟନେୟାର ତଥା ଆଲିବାବା ଗ୍ରୁପର ସହ-ପ୍ରତିଷ୍ଠାତା ଜ୍ୟାକ ମାଙ୍କର ଅପ୍ରତ୍ୟାଶିତ ପାକିସ୍ତାନ ଗସ୍ତ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଏହି ସୂଚନା ଦେଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଗସ୍ତକୁ ନିଶ୍ଚିତ କରି ଇନଭେଷ୍ଟମେଣ୍ଟ…
Archives


