ଆଫଗାନିସ୍ତାନରେ ପ୍ରବଳ ବନ୍ୟା: ୪୭ ମୃତ, ୫୭ ଆହତ
ଇସଲାମାବାଦ,୨୮ା୭: ପ୍ରବଳ ବନ୍ୟା ଯୋଗୁ ଆଫଗାନିସ୍ତାନରେ ହାହାକାର ସୃଷ୍ଟି ହୋଇଛି। ଗତ ସପ୍ତାହରେ ଦେଶରେ ବନ୍ୟା ଯୋଗୁ ଅତି କମ୍ରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ସେଠାରେ ୪୧ ଜଣ ନିଖୋଜ ଅଛନ୍ତି। ତାଲିବାନ…
ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ୍ ପ୍ଲାଣ୍ଟ
ଭୁବନେଶ୍ୱର,୨୮ା୭(ଅନିଲ ଦାସ): ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ୍ ପ୍ଲାଣ୍ଟ। ଆମେରିକାସ୍ଥିତ ସିଲିକନ୍ ଗ୍ରୁପ୍ ଓଡ଼ିଶାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିପାଇଁ ସିଲିକନ୍ ପାୱାର ଗ୍ରୁପ୍ ୧ ହଜାର କୋଟିର ପୁଞ୍ଜି ନିବେଶ କରିବ। ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି…
ପ୍ରଥମ ଦିନିକିଆରେ ୫ ଉଇକେଟରେ ଜିତିଲା ଭାରତ
ବ୍ରିଜ୍ଟାଉନ୍,୨୭।୭: ବ୍ରଜ୍ଟାଉନ ସ୍ଥିତ କେସିଙ୍ଗଟନ ଓଭାର ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ୫ ଉଇକେଟରେ ବିଜୟୀ ହୋଇଛି। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ…
ଭାରତ ଆଗରେ ୧୧୫ ରନ୍ର ବିଜୟ ଟାର୍ଗେଟ
ବ୍ରିଜ୍ଟାଉନ୍,୨୭।୭: ବ୍ରଜ୍ଟାଉନ ସ୍ଥିତ କେସିଙ୍ଗଟନ ଓଭାର ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ସିରିଜରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ ୱେଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ କରିଥିଲା। ଆରମ୍ଭରୁ…
୩ ବଡ଼ ଅର୍ଥବ୍ୟବସ୍ଥାରେ ସାମିଲ ହେବ ଭାରତ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟଧିକ ଆତ୍ମବିଶ୍ୱାସରେ କହିଛନ୍ତି ଯେ, କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ତାଙ୍କ ସରକାର ରହିବ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତିନୋଟି ବଡ ଅର୍ଥନୀତିରେ ସାମିଲ ହେବ। ଏହା ମୋଦିଙ୍କ ଗ୍ୟାରେଣ୍ଟି…
ମଣିପୁର ଭାଇରାଲ ଭିଡିଓ ମାମଲାରେ ଯାଞ୍ଚ କରିବ ସିବିଆଇ
ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସା ମଧ୍ୟରେ ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଏ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାର ତଦନ୍ତ ସିବିଆଇକୁ ଦେଇଛି। ଏହା ସହିତ…
ବ୍ରାଣ୍ଡସକୁ ଜବାବ ଦେଲେ ମସ୍କ, ଏକ୍ସ ଉପରେ ହଜାରେ ଡଲାର ମାସକୁ ଦିନ ନାହିଁତ ଗୋଲ୍ଡ ଟିକ ଭୁଲି ଯାଅ
ଓ୍ବାଶିଂଟନ,୨୭।୭: ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ। ଏଲନ ମସ୍କଙ୍କ ଲିଡରଶିପ ବାଲା ଟୁଇଟର ସ୍ପଷ୍ଟ କରିଛି ଯେ ଯଦି ବ୍ରାଣ୍ଡ ପ୍ରତି ମାସରେ…
୨୦୨୪ ମିଶନ ପାଇଁ ଭାଜପାର ‘ଏନ ମନ, ଏନ ମକ୍କାଲ’ ଯାତ୍ରା, ରାମେଶ୍ୱରମରୁ ଆରମ୍ଭ କରିବେ ଶାହା
ମଦୁରାଇ,୨୭।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାର ତଥା ନିଜର ଲୋକପ୍ରିୟତା ବଢାଇବାକୁ ନେଇ ‘ଏନ ମନ, ଏନ ମକ୍କାଲ’(ମୋ ଭୂମି, ମୋ ଲୋକ) ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହାର ଆରମ୍ଭ ୨୮…
ମା’ଙ୍କ ସହ ଝଗଡ଼ା କରି ହୋଟେଲ ସୋଫାରେ ନିଆଁ ଲଗାଇଦେଲେ ନାବାଳକ, ଜଳିଗଲା ପୂରା ହୋଟେଲ
ଓ୍ବାଶିଂଟନ,୨୭ା୭: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଜଣେ ୧୬ ବର୍ଷୀୟ ନାବାଳକ ତାଙ୍କ ମା’ ସହିତ ଝଗଡ଼ା କରିବା ପରେ ହୋଟେଲ ସୋଫାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସାରା ହୋଟେଲରେ ନିଆଁ ଲାଗିଯାଇଥିଲା। ତେବେ…
ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁଜରାଟର ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବହୁ ବରିଷ୍ଠ ଭାଜପା ନେତା ତାଙ୍କ…
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ, ୭ ଆହତ
ମସ୍କୋ,୨୭ା୭: ସାଇବେରିଆରେ ଗୁରୁବାର ରୁଷିଆର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ରୁଷିଆର ଜରୁରୀକାଳିନ ଅଧିକାରୀ ସୂଚନା ଦେଇଛନ୍ତି। ରୁଷିଆର ଜରୁରୀକାଳିନ ମନ୍ତ୍ରଣାଳୟର ଅଲଟାଇ ଶାଖା କହିଛି, ଦକ୍ଷିଣ ସାଇବରିଆର…
୩୦୦୦ କାର ନେଇ ଯାଉଥିବା ମାଲବାହୀ ଜାହାଜରେ ଲାଗିଲା ନିଆଁ, ବୁଡିଯିବା ସମ୍ଭାବନା, ଜଣେ ଭାରତୀୟ ମୃତ, ୨୦ ଆହତ
ଲଣ୍ଡନ,୨୭।୭: ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ନେଦରଲ୍ୟାଣ୍ଡସ କୋଷ୍ଟଗାର୍ଡଙ୍କ ପକ୍ଷରୁ ଚେତାବନୀ…

