ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୧୮ ମୃତ
ହାଇଦ୍ରାବାଦ,୩୦।୭: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ହେତୁ ପ୍ରାୟ ୧୯ହଜାର ଲୋକଙ୍କୁ ରାଜ୍ୟର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ବନ୍ୟା ପ୍ରଭାବିତଙ୍କୁ ବିସ୍ଥାପିତ କରାଯାଇଛି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ ଏଥର ପ୍ରବଳ ବର୍ଷା…
ଗିରଫଦାରୀକୁ ପୁଟିନଙ୍କ ଭୟ…
ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ୟୁକ୍ରେନ୍ ଯୁଦ୍ଧ ଅପରାଧ, ଶିଶୁମାନଙ୍କୁ ବେଆଇନ ସ୍ଥାନାନ୍ତର ଏବଂ ଲୋକଙ୍କ ବେଆଇନ ସ୍ଥାନାନ୍ତରଣ ଅଭିଯୋଗରେ ପୁଟିନଙ୍କ ବିରୋଧରେ ଏହି ଗିରଫ…
ପୋଲାଣ୍ଡ ସୀମାରେ ଓ୍ବାଗନର ଗ୍ରୁପ୍: ହାଇବ୍ରିଡ ଆକ୍ରମଣ ଆଶଙ୍କା…
ଓ୍ବାର୍ସୋ,୩୦।୭ : ବେଲାରୁଷକୁ ଯାଇଥିବା ରୁଷିଆ ଭଡ଼ାଟିଆ ସୈନ୍ୟ ୱାଗନର୍ ଗ୍ରୁପର ୧୦୦ ସଦସ୍ୟ ପୋଲାଣ୍ଡ ସୀମାକୁ ମୁହାଁ ହୋଇଛନ୍ତି ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମାଥ୍ୟୁସ ମୋରାଓ ଓ୍ବିକି କହିଛନ୍ତି ବେତନାରୀ ଏବଂ କାଲିନଗ୍ରାଡ ମଧ୍ୟରେ ଅବସ୍ଥିତ ପୋଲାଣ୍ଡ…
ପାକିସ୍ତାନକୁ ଚ୍ୟାଲେଞ୍ଜ ଦେବ ଏହି ଯୁଦ୍ଧ ବିମାନ, ଜମ୍ମୁ କଶ୍ମୀର ସୀମାରେ ହେଲା ମୁତୟନ
ନୂଆଦିଲ୍ଲୀ,୩୦।୭: ପାକିସ୍ତାନ ଏବଂ ଏହାର ସୀମାବର୍ତ୍ତୀ କେନ୍ଦ୍ର ଶାସିତ ଉପତ୍ୟକାରେ ଉଡ଼ାଣ ଅଭିଜ୍ଞତା ହାସଲ କରିବାକୁ ଭାରତୀୟ ବାୟୁସେନା ଏକ ପଦକ୍ଷେପ ନେଇଛି। ଭାରତୀୟ ବାୟୁସେନା ଜମ୍ମୁ କଶ୍ମୀରକୁ ଏହାର ସ୍ବଦେଶୀ ଯୁଦ୍ଧ ବିମାନ ତେଜସକୁ ମୁତୟନ କରିଛି। ଉପତ୍ୟକାରେ ଉଡ଼ାଣ…
ଭାରତ ପ୍ରତି ଚାଇନାର ପ୍ରତିକୂଳ ମନୋଭାବ କାହିଁକି ?…
ନୂଆଦିଲ୍ଲୀ/ବେଜିଂ,୩୦।୭ : ସୀମା ପ୍ରସଙ୍ଗ ଉଠାଉଥିବା ଭାରତୀୟ ନେତୃତ୍ୱକୁ ଚାଇନା ନେତୃତ୍ୱର ପ୍ରତିବନ୍ଧକ ଦେବା କାର୍ଯ୍ୟ ଜାରି ରହିଛି। ତେବେ ସୀମା ବିବାଦକୁ ଏକ ସଠିକ ସ୍ଥାନରେ ରଖିବା ଉଚିତ ଏବଂ ଅନ୍ୟ ଦେଶମାନଙ୍କରେ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ବାଭାବିକ କରିବା ଦିଗରେ…
ରୁଷିଆ ଉପରେ ଡ୍ରୋନ ମାଡ଼ କଲା ୟୁକ୍ରେନ
ମସ୍କୋ,୩୦ା୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆର ଆକ୍ରମଣ ପରେ ବର୍ତ୍ତମାନ ୟୁକ୍ରେନ ମଧ୍ୟ ପ୍ରତିଶୋଧ ନେବା ଆରମ୍ଭ କରିଛି। ଶନିବାର ରାତିରେ ୟୁକ୍ରେନ ପୁଣି ଥରେ ରୁଷିଆର ରାଜଧାନୀ…
ମଣିପୁର ଭାଇରାଲ ଭିଡିଓର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବିକଲେ ପୀଡିତାଙ୍କ ମାଆ
ଇମ୍ଫାଲ,୩୦।୭: ମଣିପୁରର ଲୋମଟାଙ୍କୁରା ଘଟଣା ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ସଂସଦରେ ମଧ୍ୟ ଅଚଳାବସ୍ଥା ଜାରି ରହିଛି। ସଂସଦରେ ବିରୋଧୀଙ୍କ ମଣିପୁର ଚର୍ଚ୍ଚାକୁ ନେଇ ପ୍ରବଳ ହଙ୍ଗାମା ହେବାରୁ ଉଭୟ ଗୃହକୁ ପ୍ରତିଥର ମୁଲତବୀ ରଖାଯାଉଛି। ତେବେ ଏ…
ଆମେରିକାରେ ରାଷ୍ଟ୍ରପତି ଦୌଡ଼ରେ ୩ ମୂଳ ଭାରତୀୟ ପ୍ରାର୍ଥୀ…
ଓ୍ବାଶିଂଟନ,୩୦।୭ : ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବେଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଯାଉଛି। ଆମେରିକାରେ ରାଷ୍ଟ୍ରପତି ପଦ ଦୌଡ଼ରେ ତିନି ଜଣ ମୂଳ ଭାରତୀୟ ପ୍ରାର୍ଥୀ ଅଛନ୍ତି।…
୨୦୪୦ ସୁଦ୍ଧା ମ୍ୟାଲେରିଆ ଓ ଏଚ.ଆଇ.ଭି ଅପେକ୍ଷା ହେପାଟାଇଟିସରେ ବଢିବ ମୃତ୍ୟୁସଂଖ୍ୟା : ହୁ
ନୂଆଦିଲ୍ଲୀ,୩୦।୭: ବିଶ୍ୱ ସ୍ବାାସ୍ଥ୍ୟ ସଂଗଠନ (ହୁ) ଭାଇରାଲ ହେପାଟାଇଟିସର ଅନୁସନ୍ଧାନ ଏବଂ ଚିକିତ୍ସା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରଛି। ସଂଗଠନ ଚେତାବନୀ ଦେଇଛି ଯେ, ଯଦି ଏହି ଧାରା ଜାରି ରହେ, ୨୦୪୦ ସୁଦ୍ଧା ମ୍ୟାଲେରିଆ, ଟିବି ଏବଂ ଏଚ.ଆଇ.ଭିରେ ମୃତ୍ୟୁ…
ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦୦ରୁ ଅଧିକ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର…
ଅହମଦାବାଦ,୩୦।୭ : ଅହମଦାବାଦର ଏକ ହସ୍ପିଟାଲରେ ନିଆଁ ଲାଗିଥିବାର ଖବର ଆସିଛି। ନିଆଁ ଲାଗିବା ପରେ ୧୦୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି। ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। ୨୦-୨୫ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଡାକ୍ତରଖାନାର…
ଜି-୨୦ ଶିଖର ସମ୍ମିଳନୀ: ସେପ୍ଟେମ୍ବରରେ ପୁଟିନଙ୍କ ଭାରତ ଗସ୍ତ ଆଶଙ୍କା ମଧ୍ୟରେ…
ମସ୍କୋ,୩୦।୭ : ଭାରତ ଚଳିତ ୨୦୨୩ ବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରୁଛି। ଏହି ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଟିନ ବ୍ରିକ୍ସ…
ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ: ତ୍ରିପୁରା ପୋଲିସ
ଅଗରତାଲା,୩୦।୭: ରାଜ୍ୟରେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବୟାନରେ ପ୍ରତିକ୍ରିୟା ରଖିଛି ତ୍ରିପୁରା ପୋଲିସ। ପୋଲିସ କହିଛି, ବେଆଇନ ଅନୁପ୍ରବେଶ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରିଛୁ। ଆସାମ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟ୍ବିଟର୍ ଆକାଉଣ୍ଟରେ…

