Home Middle

ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାରିତ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଅଧ୍ୟାଦେଶ ବିଲ ଗୁରୁବାର ଲୋକ ସଭାରେ ପାରିତ ହୋଇଛି। ବର୍ତ୍ତମାନ ଏବେ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ବିଲ ଉପରେ ଚର୍ଚ୍ଚା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ…

ଭାରତ-ପାକ କଥାବାର୍ତ୍ତା ଲାଗି ଆତଙ୍କ, ଶତ୍ରୁତା ମୁକ୍ତ ବାତାବରଣ ଜରୁରୀ

ନୂଆଦିଲ୍ଲୀ,୩।୮: ଭାରତ ଗୁରୁବାର ପଡୋଶୀ ଦେଶ ପାକିସ୍ତାନକୁ କଡ଼ା ଜବାବ ଦେଇ ସ୍ପଷ୍ଟ କରିଛି ଯେ ଯଦି ସେ ଭାରତ ସହ ଆଲୋଚନା କରିବାକୁ ଚାହୁଁଛି ତେବେ ଆତଙ୍କବାଦ ଏବଂ ଶତ୍ରୁତା ମୁକ୍ତ ପରିବେଶ ଏଥିପାଇଁ ଆବଶ୍ୟକ। ବାସ୍ତବରେ ଅର୍ଥନୈତିକ ସଙ୍କଟର…

ଭାରତୀୟଙ୍କ ଭିଜା ଆବେଦନକୁ ସ୍ଥଗିତ ରଖିନାହିଁ ସ୍ବିଜରଲ୍ୟାଣ୍ଡ, ସଫେଇ ଦେଲା ଭାରତର ସ୍ବିସ ଦୂତାବାସ

ନୂଆଦିଲ୍ଲୀ,୩।୮: ଭାରତରେ ସ୍ବିଜରଲ୍ୟାଣ୍ଡର ଦୂତାବାସ ଭାରତୀୟ ଟୁର୍‌ ଗ୍ରୁପ ପାଇଁ ସ୍କେଙ୍ଗେନ ଭିସା ନିଯୁକ୍ତିକୁ ସ୍ଥଗିତ ରଖିନାହିଁ। ଏହି ସୂଚନା ଭାରତରେ ସ୍ବିଜରଲ୍ୟାଣ୍ଡ ଦୂତାବାସର ମୁଖପାତ୍ର କହିଛନ୍ତି। ଏହାପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସ୍ବିଜରଲ୍ୟାଣ୍ଡ ଦୂତାବାସ ଅକ୍ଟୋବର ପର୍ଯ୍ୟନ୍ତ…

ଏମିତି ଥିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ପ୍ରେମ କାହାଣୀ, ଏବେ ସ୍ତ୍ରୀଙ୍କଠାରୁ ହେବେ ଅଲଗା

ଓଟଓ୍ବା,୩ା୮: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ସ୍ତ୍ରୀ ସୋଫି ଟ୍ରୁଡୋ ଅଲଗା ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ସମସ୍ତ ଆଇନଗତ କାର୍ଯ୍ୟ କରିସାରିଛି ଏବଂ ଆମେ ଅଲଗା…

ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ମୁସଲିମ ପକ୍ଷ

ନୂଆଦିଲ୍ଲୀ,୩।୮: ଜ୍ଞାନବାପି ସର୍ଭେ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମୁସଲିମ ପକ୍ଷର ଓକିଲ ନିଜାମ ପାଶା ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏଏସ୍‌ଆଇ ସର୍ଭେ ରୋକିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଆମେ ତୁରନ୍ତ ବିଚାର ପାଇଁ ଏକ ଇମେଲ ପଠାଇଛୁ।…

ଲୋକ ସଭାରେ ଉପସ୍ଥାପନ ହେଲା ଡିଜିଟାଲ ଡାଟା ପ୍ରୋଟେକଶନ ବିଲ୍‌, କଂଗ୍ରେସ କହିଲା ଲୋକଙ୍କ ଅଧିକାରରୁ ଦବାଇ ଦେବାର ପ୍ରୟାସ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ସରକାର ଗୁରୁବାର ଲୋକ ସଭାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକଶନ ବିଲ୍‌, ୨୦୨୩ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାରେ ବିରୋଧୀ ଏମପିଙ୍କ ସ୍ଲୋଗାନ ଦେଇ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ…

କେନ୍ଦ୍ରର ଆଇନ ପ୍ରଣୟନ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି: ଶାହା

ନୂଆଦିଲ୍ଲୀ,୩।୮: ଦିଲ୍ଲୀ ଅଧ୍ୟାଦେଶ ସହିତ ଜଡିତ ବିଲ ଉପରେ ଗୁରୁବାର ଲୋକ ସଭାରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ କହିଛନ୍ତି ଏହି ବିଲ କାହିଁକି ଜରୁରୀ। ଏହାସହ ସେ ଦିଲ୍ଲୀର ଆମ…

୩ ଦିନ ଲିଫ୍ଟରେ ଫସି ରହି ଜୀବନ ଗଲା

କାବୁଲ,୩ା୮: ଉଜବେକିସ୍ତାନର ତାସକେଣ୍ଟରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ୩୧ ବର୍ଷୀୟା ମହିଳା ଆପାର୍ଟମେଣ୍ଟ ବିଲ୍ଡିଂ ଲିଫ୍ଟ ଭିତରେ ଫସି ରହି ପ୍ରାଣ ହରାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଲିଓଣ୍ଟିଭା ଓଲଗାଙ୍କ ଜୁଲାଇ ୨୬ରେ ନିଖୋଜ ଥିବା…

ମୋଦିଙ୍କୁ ଭେଟିଲେ ସିଦ୍ଦାରାମାୟା

ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଗୁରୁବାର ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସିଦ୍ଦାରାମାୟା ପ୍ରଥମଥର ମୋଦିଙ୍କୁ ଭେଟିଛନ୍ତି। ତେବେ ଏହି ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଏବେ…

ଅଷ୍ଟ୍ରେଲୀୟ ସେନା ହେଲିକପ୍ଟର କ୍ରାସ୍‌ ଘଟଣା: ମୃତଦେହ ମିଳିଲା, ବ୍ଲାକ୍‌ ବକ୍ସ ମିଳୁନି

କାନ୍‌ବେରା,୩ା୮: ଗତ ସପ୍ତାହରେ ଆମେରିକା ସହିତ ହୋଇଥିବା ସାମରିକ ଅଭ୍ୟାସ ସମୟରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଷ୍ଟ୍ରେଲୀୟ ସେନା ହେଲିକପ୍ଟର ନିଖୋଜ ଥିଲା। ତେବେ ବୁଧବାର ଏକ ମୃତଦେହ ମିଳିଥିବା ବେଳେ ବ୍ଲକ୍‌ ବକ୍ସ ମିଳିନାହିଁ। ଏନେଇ ଗୁରୁବାର ଜଣେ ଅଧିକାରୀ…

ମଣିପୁର ହିଂସା: ଅନ୍ତିମ ସଂସ୍କାର ଉପରେ ରୋକ୍‌ ଲଗାଇଲା ଆଇଟିଏଲଏଫ

ଇମ୍ଫାଲ,୩।୮: ମଣିପୁର ହିଂସାରେ ମୃତକଙ୍କ ମୃତଦେହକୁ ଗୁରୁବାର ସମାଧି ଦିଆଯାଇଥା’ନ୍ତା। କିନ୍ତୁ ଏହା ଉପରେ ରୋକ ଲଗାଇଛି ଇଣ୍ଡିଜିନିଅସ ଟ୍ରାଇବାଲ ଲିର୍ଡସ ଫୋରମ୍‌(ଆଇଟିଏଲଏଫ)। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଆଇଟିଏଲଏଫ୍‌ ଏନେଇ ନିଷେଧାଦେଶ ଜାରି କରିଛି। ଗୁରୁବାର ଚୁରାଚାନ୍ଦପୁର…

ବେଙ୍ଗାଲୁରକୁ ଡରାଉଛି ଡେଙ୍ଗୁ

ବେଙ୍ଗାଲୁର,୩।୮:୧୮ପ୍ରତିଶତ ମାମଲା କର୍ନାଟକରେ ଗତ ବର୍ଷ ତୁଳନାରେ ଡେଙ୍ଗୁରେ ୧୮ପ୍ରତିଶତ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ ସବୁଠୁ ଅଧିକ ଡେଙ୍ଗୁ ମାମଲା ବେଙ୍ଗାଲୁରରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୧୯ ପର୍ଯ୍ୟନ୍ତ ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?