ଡ୍ରପ୍ ଆଉଟ୍ ଏବଂ ଚାକିରି ମିଳୁ ନ ଥିବା କୋର୍ସ ଉପରେ ପ୍ରତିବନ୍ଧକ ଲଗାଇବେ ସୁନକ ସରକାର
ଲଣ୍ଡନ,୧୯।୭: ବ୍ରିଟେନ୍ରେ ଯେଉଁ କୋର୍ସରେ ଡ୍ରପ୍ ଆଉଟ୍ ଅଧିକ ହେଉଛି ସେହି କୋର୍ସରେ ପ୍ରତିବନ୍ଧକ ଲଗାଇବା ନେଇ ସୁନକ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ପିଲାମାନେ ଯେଉଁ କୋର୍ସ କରିବା ଦ୍ୱାରା ଚାକିରି କରି ପାରୁ ନାହାନ୍ତି ତାହାକୁ ମଧ୍ୟ ବ୍ୟାନ୍…
୨୦୨୩ର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସିଙ୍ଗାପୁରର, ୮୦ତମ ସ୍ଥାନରେ ଭାରତ
ଅଷ୍ଟ୍ରେଲିଆ,୧୯।୭: ସିଙ୍ଗାପୁରର ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ପରିଗଣିତ ହୋଇଛି। ଅର୍ଥାତ୍ ଏହି ଦେଶର ନାଗରିକମାନେ ବିନା ଭିଜାରେ ୧୯୨ଟି ଦେଶକୁ ଯାତ୍ରା କରିପାରିବେ। ପାସପୋର୍ଟକୁ ର଼୍ୟାଙ୍କିଗଂ ପ୍ରଦାନ କରୁଥିବା ସଂଗଠନ ହେନଲି ଆଣ୍ଡ ପାର୍ଟନର୍ସ ୨୦୨୩ର ହେନଲି…
କେଜରିଓ୍ବାଲଙ୍କ ହାତରେ ତ୍ରିରଙ୍ଗା: ହମ୍ ହୈ ଟିମ୍ ଇଣ୍ଡିଆ ଓ୍ବାଲେ, ‘ଜିତେଗା ଭାରତ’ ଟ୍ୟାଗଲାଇନ ଚୟନ…
ନୂଆଦିଲ୍ଲୀ,୧୯।୭ : ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ ପରେ ଗ୍ରାଣ୍ଡ ଆଲାଇନ୍ସର ନାମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ମର୍ମରେ ବୁଧବାର ଆମ ଆଦମୀ ପାର୍ଟି ଦ୍ୱାରା ଏକ ପୋଷ୍ଟର ରିଲିଜ ହୋଇଛି ଯେଉଁଥିରେ ଦଳର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ସ୍ମାର୍ଟଫୋନ୍ରେ ଶପିଂ ସାଇଟ୍ ଅଧିକ ସର୍ଚ୍ଚ କରୁଛନ୍ତି ଭାରତୀୟ…
ନୂଆଦିଲ୍ଲୀ,୧୯।୭ : ସ୍ମାର୍ଟଫୋନ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରତିଦିନ ଫୋନ ବ୍ୟବହାର ବହୁବିଧ କ୍ଷେତ୍ରରେ କରାଯାଇଥାଏ। ଯେପରିକି ସାଇଟ୍ ସର୍ଚ୍ଚ, ସୋସିଆଲ ମିଡିଆ ପରିଦର୍ଶନ, ଖେଳ ଖେଳିବା ଏବଂ ଭିଡିଓ ଦେଖିବା ଇତ୍ୟାଦି। ନିକଟରେ ଏକ ଅନୁସନ୍ଧାନ…
ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ସଂସଦରୁ ନିଲମ୍ବନ କଲେ ଥାଇଲାଣ୍ଡର ଉଚ୍ଚ ନ୍ୟାୟଳୟ
ବ୍ୟାଙ୍ଗକକ୍,୧୯।୭: ଥାଇଲାଣ୍ଡର ସାମ୍ବିଧାନିକ କୋର୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୁଭ ଫରୱାର୍ଡ ପାର୍ଟି ନେତା ପିଟା ଲିମଜାରୋଏନ୍ରାଟଙ୍କୁ ସଂସଦର ସଦସ୍ୟ ଭାବେ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରିଛି। କୋର୍ଟ କହିଛନ୍ତି, ସେ ଦେଶର ନିୟମ ଭାଙ୍ଗିଛନ୍ତି। କିନ୍ତୁ ସେ ନିର୍ବାଚନ ପାଇଁ ନାମାଙ୍କନ…
ଇଣ୍ଡିଆ ନାମ ନୀତୀଶଙ୍କୁ ନୁହେଁ ପସନ୍ଦ…
ପାଟନା,୧୯।୭ : ସୂତ୍ରରୁ ପ୍ରକାଶ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଦଳକୁ ଦିଆଯାଇଥିବା ଇଣ୍ଡିଆ ଇଣ୍ଡିଆ (ଇଣ୍ଡିଆନ ନ୍ୟାଶନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ) (ଆଇଏନଡିଆଇଏ) ନାମରେ ଖୁସି ନୁହଁନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ବିରୋଧୀ ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା…
ନୀତୀଶ କୁମାର ହେବେ ‘ଇଣ୍ଡିଆ’ର ସଂଯୋଜକ
ନୂଆଦିଲ୍ଲୀ,୧୯।୭: ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକରେ ନୀତୀଶ କୁମାରଙ୍କୁ ସଂଯୋଜକ ଭାବେ ଘୋଷଣା କରାଯାଇପାରେ। ସୂତ୍ରରୁ ପ୍ରକାଶ ଯେ ନୀତୀଶଙ୍କୁ ସଂଯୋଜକ କରିବା ନେଇ ନିଷ୍ପତ୍ତି ହୋଇଛି। ମୁମ୍ବାଇରେ ଏହାର ଘୋଷଣା କରାଯିବ। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…
ବିଷାକ୍ତ ମିଲ୍କସେକ୍ ପିଇ ଦୁଇ ଶିଶୁ ମୃତ୍ୟୁ
ଇସଲାମବାଦ,୧୯।୭: ପାକିସ୍ତାନ ପଞ୍ଜାବର ସାହିୱାଲରେ ବିଷାକ୍ତ ମିଲ୍କସେକ୍ ପିଇ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ସାହିୱାଲରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଞ୍ଚ ଶିଶୁଙ୍କୁ ମିଲ୍କସେକ୍ ପିଇବା ପାଇଁ ଦେଇଥିଲେ। ଏହାକୁ…
ୟୁରୋପରେ ହିଟ୍ଓ୍ବେଭ୍: ଆଲର୍ଟ କଲା ଡବ୍ଲୁଏମଓ
ରୋମ,୧୯।୭: ଚାଇନାରେ ତାପମାତ୍ରା ବୃଦ୍ଧି ହେତୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲରେ ନିଆଁ ଯୋଗୁ ୟୁରୋପର ଅଧିକାଂଶ ଅଞ୍ଚଳ ଏସିଆ ଏବଂ ଆମେରିକାର କିଛି ଅଂଶରେ ଲୁ ଅନୁଭୂତ ହେଉଛି। ଗ୍ରୀସ ଏବଂ କାନାରି ଦ୍ୱୀପପୁଞ୍ଜରେ ଜଙ୍ଗଲ ନିଆଁକୁ…
ପ୍ରବଳ ତାତି ଉଜାଡ଼ିଲା ପର୍ଯ୍ୟଟନ ଶିଳ୍ପ: ୟୁରୋପରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ପ୍ରତିଶତ କମିଲା…
ଓ୍ବାଶିଂଟନ,୧୯।୭ : ୟୁରୋପରେ ବର୍ତ୍ତମାନ ଅତ୍ୟଧିକ ଉତ୍ତାପ ସମସ୍ୟାର ସାମ୍ନା କରୁଛି। ଇଟାଲୀରେ ଅବସ୍ଥା ବିଶେଷ ଖରାପ, ଯେଉଁଠାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଭୟ କରୁଛି ୨୦୨୧ ମସିହାରେ…
ଗୋଟିଏ ଦିନରେ ସମାପ୍ତ କରିଦେବି ରୁଷିଆ-ୟୁକେନ୍ ଯୁଦ୍ଧ: ଟ୍ରମ୍ପ…
ଓ୍ବାଶିଂଟନ,୧୯।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ତାଙ୍କ ସରକାର ଗଠନ ହୁଏ ତେବେ ସେ ଗୋଟିଏ ଦିନରେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିପାରିବେ। ସେ କହିଛନ୍ତି ରାଷ୍ଟ୍ରପତି ଜୋ…
ସିନ୍ଧ୍ ପ୍ରଦେଶରେ ମନ୍ଦିରର ଅଞ୍ଚଳରେ ୪୦୦ ସୁରକ୍ଷାକର୍ମୀ ମୁତୟନ, ସ୍ଥିତି ଉପରେ କଡ଼ା ନଜର…
ଇସଲାମାବାଦ,୧୯।୭ : ପାକିସ୍ତାନର ସିନ୍ଧ୍ ପ୍ରଦେଶର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ପୋଲିସ୍ ବିଭାଗ ପକ୍ଷରୁ ୪୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ସପ୍ତାହରେ ଏକ ହିନ୍ଦୁ ମନ୍ଦିରକୁ ରକେଟ ଲଞ୍ଚର୍ ରେ ଆକ୍ରମଣ କରାଯିବା ପରେ ଏବଂ ଅନ୍ୟକୁ…
Archives


