Home Middle

ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେବ, କହିଲେ ଆତ୍ମ ସମ୍ମାନ ବିକି ପାରିବି ନାହିଁ

ମୁମ୍ବାଇ,୪।୮: ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେବ। ଶୁକ୍ରବାର ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ନାଗପୁର ବେଞ୍ଚର ଜଷ୍ଟିସ ରୋହିତ କୋର୍ଟରେ ଅନେକ ଆଇନଜୀବୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। କୋର୍ଟ ପରିସରରେ ଉପସ୍ଥିତ…

କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ବଢିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୪।୮: କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ବଢିଲା କାର୍ଯ୍ୟକାଳ। ତାଙ୍କର କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି। ପର୍ସନାଲ ପବ୍ଲିକ ମନ୍ତ୍ରଣାଳୟ ଶୁକ୍ରବାର ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦେଶ ଅନୁଯାୟୀ, ଅଜୟ ଏହି…

ଏବେ ଅପେକ୍ଷା ସଦସ୍ୟତା ପଦକୁ: ଖାର୍ଗେ

ନୂଆଦିଲ୍ଲୀ,୪।୮: ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିବା ପରେ ବିରୋଧୀ ଦଳର ପ୍ରାୟ ସମସ୍ତ ନେତା ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଏହା କେବଳ ରାହୁଲ ଗାନ୍ଧୀଙ୍କର ବିଜୟ…

ମିଶନ ଚନ୍ଦ୍ରାୟାନ: ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରାୟାନ-୩

ନୂଆଦିଲ୍ଲୀ,୪।୮: ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରାୟାନ-୩। ଶନିବାର ଦେଶ ପାଇଁ ସବୁଠାରୁ ବଡ ଦିନ। ଆସନ୍ତାକାଲି ଇସ୍ରୋ ବଡ ସଫଳତା ହାସଲ କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର ଏନେଇ ସୂଚନା ଦେଇଛି। ଇସ୍ରୋ କହିଛି,…

ଡିଇଆରସି ଭାବେ ନିଯୁକ୍ତ ହେଲେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜୟନ୍ତ ନାଥ

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜୟନ୍ତ ନାଥଙ୍କୁ ସୁପ୍ରିମକୋର୍ଟ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ (ଡିଇଆରସି)ର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ପାରିତ ହୋଇଛି।

ଏବେ କ୍ୟାନସର ଭଲ କରିବ ଏହି ଔଷଧ

ନୂଆଦିଲ୍ଲୀ,୪।୮: ଏବେ କ୍ୟାନସର ଭଲ କରିବ ଏହି ଔଷଧ। ଏକ ନଅ ବର୍ଷର ଝିଅର ନାମରେ ପ୍ରସ୍ତୁତ ଏହି ଔଷଧରେ ଦୂରାରୋଗ ବ୍ୟାଧି କ୍ୟାନସରକୁ ଭଲ କରିହେବ। ଔଷଧର ନାମ ହେଉଛି ଏଓଏଚ୧୯୯୬। ଆମେରକିାରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି।…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ରାହୁଲ

ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇ ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡ ବିଧାନ ଉପରେ ରୋକ ଲଗାଇ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସର୍ବୋଚ୍ଚ ଦଣ୍ଡ ପ୍ରଦାନ ପାଇଁ ନିମ୍ନ କୋର୍ଟଙ୍କ ବିଚାରପତି…

କେବଳ ଦେଶ ଗଣତାନ୍ତ୍ରିକ ନୁହେଁ, ଅନୁଷ୍ଠାନଗୁଡିକ ମଧ୍ୟ ସ୍ବାଧୀନ ଭାବେ କାମ କରନ୍ତି: ବିକ୍ରମ ଡୋରେସ୍ବାମୀ

ଲଣ୍ଡନ/ଭାରତ,୪।୮: ଭାରତ ହେଉଛି ବିଶ୍ୱର ଅନ୍ୟତମ ସମନ୍ବିତ ତଥା ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଅନୁଷ୍ଠାନମାନେ ସ୍ବାଧୀନ ହୋଇ କାମ କରନ୍ତି। ଲଣ୍ଡନରେ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତୀୟ ଉଚ୍ଚ ଆୟୁକ୍ତ ବିକ୍ରମ ଡୋରେସ୍ବାମୀ ଏପରି କହିଛନ୍ତି। ଭାରତ ସ୍ବାଧୀନତାର ୭୬…

୨୦୨୪ ଲୋକ ସଭା ନିର୍ବାଚନ ଲଢିପାରିବେ ରାହୁଲ ଗାନ୍ଧୀ, ଫେରିବ ଲୋକ ସଭା ସଦସ୍ୟତା

ନୂଆଦିଲ୍ଲୀ,୪।୮: ମୋଦି ଉପନାମ ବା ସରନେମ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ଅଦାଲତ ଶୁଣାଣି ସମୟରେ କହିଛନ୍ତି ଯେ ତାଙ୍କ ଦୁଇ ବର୍ଷର…

ଘରକୁ ଫେରିଲେ ଜଳୁଥିବା ଜାହାଜରୁ ଉଦ୍ଧାର ହୋଇଥିବା ଭାରତୀୟ ଚାଳକ ଦଳର ୨୦ ଆହତ ସଦସ୍ୟ, ଫେରୁଛି ନାବିକଙ୍କ ମୃତ ଦେହ

ଲଣ୍ଡନ,୪।୮: ନେଦରଲ୍ୟାଣ୍ଡ ଉପକୂଳରୁ ପ୍ରାୟ ୩,୮୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ବ୍ୟାପକ ଅଗ୍ନିକାଣ୍ଡ ପରେ ଉଦ୍ଧାର ହୋଇଥିବା ୨୦ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଘରକୁ ଫେରିଥିବାବେଳେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ନାବିକଙ୍କ…

କୃଷ୍ଣ ସାଗରରେ ଶସ୍ୟ ରପ୍ତାନୀ ଜାରି ରଖିବାକୁ ଜାତିସଂଘର ଉଦ୍ୟମ, ଭାରତ କଲା ସମର୍ଥନ

ଜାତିସଂଘ,୪।୮: ଋଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିରୁ ଓହରିବା ପରେ ଭାରତ ସରକାର ଏକ ଘୋଷଣାନାମା ଜାରି କରି ଭାରତରୁ ଅଣ-ବାସୁମତୀ ଧଳା ଚାଉଳ ରପ୍ତାନୀରେ ନିଷେଧାଦେଶ ଜାରି କରିଛନ୍ତି। ଯାହାକୁ ନେଇ ଆର୍ନ୍ତଜାତୀୟ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ…

କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରହିତା ଦେଶ, ଆଣ୍ଡାମାନ ଏଲଜିଙ୍କ ଉପରେ ଲାଗିଥିଲା ୫ଲକ୍ଷର ଜରିମାନା

ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ସେହି ଆଦେଶ ଉପରେ ମଧ୍ୟବର୍ତ୍ତିକାଳୀନ ରହିତା ଦେଶ ଲଗାଇଛନ୍ତି, ଯେଉଁଥିରେ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜର ଏଲଜିଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା। ଶୁକ୍ରବାର ସୁପ୍ରିମକୋର୍ଟ ଅଗଷ୍ଟ ୧୧କୁ ମାମଲାର ଶୁଣାଣି ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?