ଏସିଆ କପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା
ନୂଆଦିଲ୍ଲୀ,୧୯।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସୀୟ କ୍ରିକେଟ ପରିଷଦ (ଏସିସି) ଶେଷରେ ଆଗାମୀ ଏସିଆ କପ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏଥର ‘ହାଇବ୍ରିଡ ମଡେଲ’ରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ…
ଆମେରିକାରେ ପ୍ରଦର୍ଶନ ହେବ ଭାରତୀୟ ସଂସ୍କୃତି, ନୀତା ଅମ୍ବାନୀ କରିବେ ସହାୟତା
ଓ୍ବାଶିଂଟନ,୧୯ା୭: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କ ସହାୟତାରେ ଆମେରିକାର ପ୍ରତିଷ୍ଠିତ ମେଟ୍ ସଂଗ୍ରହାଳୟ ଭାରତୀୟ ଇତିହାସ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ ଯାଉଛି। ବୃକ୍ଷ ଏବଂ ସର୍ପେଣ୍ଟ ନାମକ ଏହି ପ୍ରଦର୍ଶନୀ ୨୧ ଜୁଲାଇରୁ ଆରମ୍ଭ…
ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି ପାକିସ୍ତାନ ଭିଜା, ମାତ୍ର ଏତିକି ଦେଶକୁ କରିପାରିବ ଯାତ୍ରା
ଇସଲାମାବାଦ,୧୯ା୭: ବିଶ୍ୱ ନାଗରିକତା ଏବଂ ଆବାସିକ ପରାମର୍ଶଦାତା କମ୍ପାନୀ ହେନ୍ଲି ଆଣ୍ଡ୍ ପାର୍ଟନର୍ସ ପାକିସ୍ତାନକୁ ବିଶ୍ୱର ଚତୁର୍ଥ ଖରାପ ପାସପୋର୍ଟ ସହ ଏକ ଦେଶ ଭାବରେ ସ୍ଥାନିତ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀମାନେ ଚଳିତ ବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଭିଜା ସୁବିଧା…
ବନ୍ଦ ହେବ କରୋନା ଭାଇରସର ଜନ୍ମଦାତା ଉହାନ ଇନଷ୍ଟିଚ୍ୟୁଟ୍!
ଓ୍ବାଶିଂଟନ୍,୧୯।୭: ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ କୋଭିଡ-୧୯ ପାଇଁ ଦାୟୀ କରିବା ସହ ସଂଘୀୟ ପାଣ୍ଠି ଉପରେ ରୋକ୍ ଲଗାଇଛନ୍ତି ବାଇଡେନ ପ୍ରଶାସନ। ବ୍ଲୁମବର୍ଗ ନ୍ୟୁଜ ଅନୁଯାୟୀ, ଲ୍ୟାବ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଡକ୍ୟୁମେଣ୍ଟ ପ୍ରଦାନ କରିବାରେ ବିଫଳ ହେବାରୁ…
କାହା ପାଖକୁ ଯିବ ମାୟାବତୀଙ୍କ ହାତୀ…
ଲକ୍ଷ୍ନୌ,୧୯।୭ : ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜର ଫାଇଦା ସ୍ଥିର କରିବା ଆରମ୍ଭ କରିଛନ୍ତି। ଉଭୟ ପାର୍ଶ୍ୱର ରାଜନୈତିକ ଦଳ ସ୍ଥିର କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦେଶର ରାଜନୀତିରେ…
ବସରେ କରେଣ୍ଟ ଲାଗି ୧୫ ମୃତ…
ଚାମୋଲି,୧୯।୭ : ଉତ୍ତରାଖଣ୍ଡର ଚାମୋଲି ଜିଲାରୁ ହୃଦୟ ବିଦାରକ ଖବର ମିଳିଛି। ଏଠାରେ ଯାତ୍ରୀବାହୀ ବସରେ ବିଦ୍ୟୁତ ସଂଯୋଗ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାର ସୂଚନା ପାଇ ପୋଲିସ ପ୍ରଶାସନ ଟିମ…
କଂଗ୍ରେସ ବିରୋଧରେ କିଛି ନ ଲେଖିବାକୁ ଏଏପି ସୋସିଆଲ ଟିମ୍କୁ କେଜରିଓ୍ବାଲଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୯।୭ : ବେଙ୍ଗାଲୁରୁରେ ୨୬ ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହେବାପରେ ଏଏପି କଂଗ୍ରେସ ପ୍ରତି ନିଜର ଆଭିମୁଖ୍ୟରେ କେତେକ ପରିବର୍ତ୍ତନ ଆଣିଛି। ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଦଳର ସୋସିଆଲ ମିଡିଆ ଟିମ୍କୁ…
ମମତା ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଟିଏମସି ନେତା…
କୋଲକାତା,୧୯।୭ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ଦାବିରୁ କଂଗ୍ରେସ ପଛଘୁଞ୍ଚା ଦେବା ମାତ୍ରେ ଟିଏମସି ଏହାର ଦାବି ରଖିଛି। ଟିଏମସି ଏମପି ଶତାବ୍ଦୀ ରାୟ କହିଛନ୍ତି ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନାହିଁ, ତେବେ ମମତା ବାନାର୍ଜୀ…
ଭାରତ ଏ ବନାମ ପାକିସ୍ତାନ ଏ: ଟସ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…
କଲମ୍ବୋ,୧୯।୭ : ବୁଧବାର ଭାରତୀୟ ଏ ଦଳ ଏମର୍ଜିଙ୍ଗ ଏସିଆ କପରେ ପାକିସ୍ତାନ ଏ ଦଳ ସହ ମୁହାଁମୁହିଁ ହୋଇଛି। ୟଶ ଧୁଲଙ୍କ ଅଧିନାୟକତ୍ୱରେ ଯୁବ ଇଣ୍ଡିଆ ଏ ଦଳ କ୍ରମାଗତ ପାଞ୍ଚଟି ମ୍ୟାଚ ଜିତି ଷଷ୍ଠ ସ୍ଥାନ ହାସଲ କରିବାକୁ…
ବୈବାହିକ ବଳାତ୍କାର ମାମଲା: ବିଚାର କରିବେ ୩ ଜଣିଆ ଖଣ୍ଡପୀଠ …
ନୂଆଦିଲ୍ଲୀ,୧୯।୭ : ବୈବାହିକ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରିବା ସମ୍ବନ୍ଧୀୟ ଆବେଦନଗୁଡ଼ିକର ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଶୁଣାଣି ହେବ। ବୁଧବାର ସର୍ବୋଚ୍ଚ ଅଦାଲତ କହିଛନ୍ତି ସାମ୍ବିଧାନିକ ବେଞ୍ଚ କେତେକ ତାଲିକାଭୁକ୍ତ ଆବେଦନ ଉପରେ ସମ୍ପୂର୍ଣ୍ଣ ଶୁଣାଣି ପରେ ବୈବାହିକ ବଳାତ୍କାରର…
ଚିକିତ୍ସା ଜଗତରେ ବିପ୍ଲବ:ରୋଗର କାରଣ ବାହାର କରିବା ସହ ଚିକିତ୍ସା କରିବ ନାନୋ ରୋବଟ୍, ସର୍ଜରୀ କରିବାର ରହିଛି କ୍ଷମତା
ଲଣ୍ଡନ,୧୯।୭: ଚିକିତ୍ସା ଜଗତରେ ନୂଆ ବିପ୍ଲବ ଦେଖିବାକୁ ମିଳିଛି। ବ୍ରିଟେନ ଏବଂ ଜାପାନର ବୈଜ୍ଞାନିକମାନେ ନାନୋ ରୋବଟ ପ୍ରସ୍ତୁତ କରୁଛନ୍ତି। ଏହି ରୋବଟଗୁଡିକ ମଣିଷ ଶରୀର ଭିତରେ ରଖାଯିବ। ଯାହାଦ୍ୱାରା ସେମାନେ ଶରୀରରେ ହେଉଥିବା ରୋଗକୁ ଖୋଜି ବାହାର କରିବା ସହ…
୨୬ ଦଳ ଏକାଠି ହେବା ପରେ ଭାଜପାର ମନେ ପଡ଼ିଲା ଏନଡିଏ: ସଞ୍ଜୟ ରାଉତ…
ମୁମ୍ବାଇ,୧୯।୭ : ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ବୁଧବାର ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୬ ଟି ବିରୋଧୀ ଦଳ ଏକାଠି ହୋଇ ଭଇଣ୍ଡିଆନ ନ୍ୟାଶନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ(ଇଣ୍ଡିଆ) ଗଠନ କରିବା ପରେ ଏବେ ଶାସକ ଦଳ…
Archives


