Home Middle

ସାହାରା ଗ୍ରୁପ୍‌ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଖାତାକୁ ଆସିଲା ଟଙ୍କା

ନୂଆଦିଲ୍ଲୀ,୪ା୮: ସାହାରା ଗ୍ରୁପ୍‌ର ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର ଆସିଛି। ଦ୍ୱନ୍ଦ୍ୱ ଆଉ ଚିନ୍ତାରେ ପଡ଼ିଥିବା ଆକାଉଣ୍ଟଧାରୀମାନେ ସେମାନଙ୍କ ଟଙ୍କା ଆଜିଠାରୁ ଫେରି ପାଇବା ଆରମ୍ଭ କରିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସେହି ନିବେଶକମାନଙ୍କୁ ଏକ ବଡ଼…

ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୪।୮: ମୋଦି ସରନେମ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଏହାର ରାୟ ଦେବାବେଳେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ପ୍ରଦାନ କରି ବିଚାରପତି କହିଛନ୍ତି, ସେସନ୍ସ କୋର୍ଟରେ…

ବଢିପାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସମସ୍ୟା

ଜେରୁଜେଲମ,୪।୮: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କର ଧାର୍ମିକ-ଜାତୀୟତାବାଦୀ ମିଳିତ ମଞ୍ଚ ଦ୍ୱାରା ନ୍ୟାୟିକ ସଂସ୍କାର ବିରୋଧରେ ପ୍ରଥମ ଆବେଦନ ଶୁଣାଣି ଆରମ୍ଭ ହୋଇଛି। ଏହି ମାମଲା ଘରୋଇ ସଙ୍କଟର ପରିସ୍ଥିତି ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଅର୍ଦ୍ଧ-ସାମ୍ବିଧାନିକ ‘ମୌଳିକ ଆଇନ’ରେ…

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ବିଏସଏଫ ଆକ୍ରମଣରେ ପାକିସ୍ତାନୀ ନାଗରିକ ମୃତ

ନୂଆଦିଲ୍ଲୀ,୪।୮: ବଦଳୁ ନାହିଁ ପାକିସ୍ତାନର ପ୍ରକୃତି। ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକସ୍ତାନୀ ନାଗରିକ ବିଏସଏଫ ଯବାନଙ୍କ ଆକ୍ରମଣରେ ନିହତ ହୋଇଛନ୍ତି। ବିଏସଏଫ ଯବାନ ଭାରତ-ପାକିସ୍ଥାନ ସୀମାରେ ଥିବା ଅନୁପ୍ରବେଶକାରୀଙ୍କ ଉପରେ ୫ରାଉଣ୍ଡ ଗୁଳି ଚଳାଇଥିବା ବେଳେ ସେ…

ବଦଳିଲେ ନୁହ ଏସପି

ଗୁରୁଗ୍ରାମ,୪।୮: ହରିୟାଣାର ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସା ଏବେ ପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ। ଏବେ ପୁଣିଏକ ଧାର୍ମିକ ସ୍ଥଳରେ ନିଆଁ ଲଗାଯାଇଥିବା ଖବର ବି ଆସିଛି। ସୂଚନା ପାଇବା ମାତ୍ରେ ପାଞ୍ଚଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ…

କଳା ଲୋକଙ୍କୁ ଶ୍ୱେତ ପୋଲିସର ନିର୍ଯାତନା

ଓ୍ବାଶିଂଟନ,୪ା୮: ଆମେରିକାର ଜଷ୍ଟିସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ମିସିସିପିର ୬ ଜଣ ଶ୍ୱେତ ପୋଲିସ ଗୁରୁବାର ଦୁଇ ନିରୀହ କଳା ଲୋକଙ୍କୁ ନିର୍ଯାତନା ଦେଇଥିବା ସ୍ବୀକାର କରିଛନ୍ତି। ପୋଲିସ କର୍ମଚାରୀମାନେ ଖେଳନା, ଟ୍ୟାସର ଏବଂ ଖଣ୍ଡା ବ୍ୟବହାର କରି ଏକ…

ରୁଷିଆ ଉପରେ ପୁଣି ୟୁକ୍ରେନର ଆକ୍ରମଣ

ମସ୍କୋ,୪ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ରୁଷିଆର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶୁକ୍ରବାର ସକାଳେ ନୋଭୋରୋସିଏସ୍କର କଳା ସାଗର ବନ୍ଦର ନିକଟରେ ବିସ୍ଫୋରଣ ଏବଂ ଗୁଳି ବିନିମୟ ଶୁଣିଥିବା ଶେୟାର କରିଛନ୍ତି। ଶେୟାରେ…

ଅଗଷ୍ଟ ୯ରେ ଭାଙ୍ଗିବ ପାକିସ୍ତାନ ସଂସଦ

ଇସଲାମାବାଦ,୪ା୮: ଅଗଷ୍ଟ ୯ରେ ପାକିସ୍ତାନର ସଂସଦ ଭାଙ୍ଗିବ। ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ୍‌ ଗୁରୁବାର ଘୋଷଣା କରିଛନ୍ତି। ସଂସଦର ସଦସ୍ୟମାନଙ୍କ ସମ୍ମାନାର୍ଥେ ରାତ୍ରି ଭୋଜନରେ ସଂସଦୀୟ ନେତାମାନଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାତ୍ରି ଭୋଜନ ପରେ ହୋଇଥିବା…

‘ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରିବେନି’

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଏହା ଉପରେ ଆସି ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରଥମ ଟି ୨୦: ଓ୍ବେଷ୍ଟଇଣ୍ଡିଜକୁ ଜିତାଇଲେ ବୋଲର

ତ୍ରିନିଦାଦ,୪/୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚକୁ ୪ ରନ୍‌ରେ ଜିତି ନେଇଛି ଘରୋଇ ଦଳ। ପ୍ରଥମେ ବ୍ୟାଟିଂ କରି େଓଷ୍ଟେଇଣ୍ଡିଜ୍‌ ୨୦ ଓଭରରେ ୬ ଉଇକେଟ ହରାଇ ୧୪୯ ରନ୍‌ ସଂଗ୍ରହ…

କାଚ ପରି ମାଛ, ଭିଡିଓ ଦେଖିଲେ ବି ଆଖିକୁ କରିବେନି ବିଶ୍ୱାସ

ଦୁନିଆରେ ଏତେ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରି ହୁଏନା। ବେଳେବେଳେ ସୋସିଆଲ ମିଡିଆରେ ଏପରି ଚମତ୍କାରୀ ଜୀବଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ସେତେବେଳେ ଲୋକେ ଭାବନ୍ତି ଦୁନିଆରେ ଏପରି ଜୀବ ଅଛନ୍ତି ସତରେ।…

୫ ଦିନ ପରେ ନିଖୋଜ ଯବାନଙ୍କ ସନ୍ଧାନ ମିଳିଲା

ଶ୍ରୀନଗର,୪।୮: ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ସନ୍ଧାନ ମିଳିଛି। ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛନ୍ତି। ଜମ୍ମୁ କଶ୍ମୀର ପୋଲିସର ଟୁଇଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ ଡାକ୍ତରୀ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?