Home Middle

Mayank Agarwal Admitted ICU: କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ଆଇସିୟୁରେ ଭର୍ତ୍ତି, ପିଇବା ପାଣିରେ ବିଷାକ୍ତ ପଦାର୍ଥ ଥିବା ଆଶଙ୍କା…

ଅଗରତାଲା,୩୦।୧ : ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ହଠାତ ଅସୁସ୍ଥତା ସମ୍ପର୍କରେ ମଙ୍ଗଳବାର ସୂଚନା ସାମ୍ନାକୁ ଆସିଛି। ସେ ତ୍ରିପୁରାର ରାଜଧାନୀ ଅଗରତାଲାଠାରୁ ସୁରଟ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ…

ଲୋକପ୍ରିୟ ‘ମୋନାଲିସା’ ପେଣ୍ଟିଂ ଉପରେ ସୁପ୍‌ ଫିଙ୍ଗିଦେଲେ ମହିଳା, ଆଉ ତା’ପରେ…

ପ୍ୟାରିସ,୩୦।୧: ଦୁନିଆର ସବୁଠାରୁ ଲୋକପ୍ରିୟ ପେଣ୍ଟିଂ ଲିଓନାର୍ଡ ଦା ଭିନସିଙ୍କ ମୋନାଲିସା ସବୁଠି ପରିଚିତ। ଏହି ପେଣ୍ଟିଂ ପ୍ୟାରିସର ମ୍ୟୁଜିୟମରେ କଡା ସୁରକ୍ଷା ବଳୟରେ ରହିଛି। କିନ୍ତୁ ନିକଟରେ କିଛି ମହିଳା ଏହି ପେଣ୍ଟିଂ ଉପରେ ସୁପ୍‌ ପକାଇ ଦେଇଥିଲେ। ଯାହାକୁ…

ସଡ଼କ ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଜଶଓ୍ବନ୍ତ ସିଂଙ୍କ ବୋହୂଙ୍କର ମୃତ୍ୟୁ…

ଜୟପୁର,୩୦।୧ : ରାଜସ୍ଥାନର ଅଲୱାରରୁ ବଡ ଖବର ଆସୁଛି। କୁହାଯାଉଛି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଶୱନ୍ତ ସିଂଙ୍କ ବୋହୂଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଗାଡି ଡିଭାଇଡରକୁ ଧକ୍କା ଦେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି। ପୂର୍ବତନ ଏମପି…

ଏବେ ହାତ ନୁହେଁ ବ୍ରେନ ନିର୍ଦ୍ଦେଶରେ ଚାଲିବ ଫୋନ ଆଉ କମ୍ପ୍ୟୁଟର: ବ୍ରେନରେ ଚିପ ପ୍ରତିରୋପଣ ହୋଇଛି ସଫଳ, କହିଲେ ଏଲନ ମସ୍କ…

ଓ୍ବାଶିଂଟନ,୩୦।୧ : ସୋସିଆଲ ନେଟୱାର୍କିଂ ସାଇଟ ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କଙ୍କର ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ନେଇ ଘୋଷଣା କରିଛି। ଏଲନ ମସ୍କ ଖୋଲାଖୋଲି ଭାବରେ ଏହି ମାନବ ପରୀକ୍ଷା ସମାପ୍ତ ହୋଇଥିବା ସମ୍ପର୍କରେ…

ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ରଣନୀତି, ସୋନିଆ ଯିବେ ରାଜ୍ୟ ସଭା! ପ୍ରିୟଙ୍କାଙ୍କୁ ନେଇ ବି ହେଉଛି…

ନୂଆଦିଲ୍ଲୀ,୩୦।୧: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନୂ ପୂର୍ବରୁ ଚର୍ଚ୍ଚାରେ କଂଗ୍ରେସର ନୂଆ ରଣନୀତି। ଦଳର ନେତା ସୋନିଆ ଗାନ୍ଧୀ ଅଥବା ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସଭା ଯାଇପାରନ୍ତି। ଏନେଇ ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ସଙ୍କେତ…

କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ଘଟଣା: ବାର୍ଡ ଫ୍ଲୁ ନେଇ ଚେତାବନୀ ଦେଲେ ବୈଜ୍ଞାନିକ…

ଓ୍ବାଶିଂଟନ,୩୦।୧ : ଆଣ୍ଟାର୍କଟିକା ଅଞ୍ଚଳରେ ଅବସ୍ଥିତ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଏକ କିଙ୍ଗ୍‌ ପେଙ୍ଗୁଇନର ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଯୋଗୁ ପେଙ୍ଗୁଇନା ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ଯଦି ଏହା ନିଶ୍ଚିତ ହୁଏ, ତେବେ ଏହା ପ୍ରଥମ…

ନକଲି ନୋଟ ଆତଙ୍କ: ନୂଆ କରେନ୍ସି ନୋଟ ଜାରି କରିବ ପାକିସ୍ତାନ…

ଇସଲାମାବାଦ,୩୦।୧ : ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ଏବଂ ସରକାରୀ ନୀତି ଯୋଗୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ନୂଆ କରେନ୍ସି ନୋଟ ଜାରି କରିବ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ପାକିସ୍ତାନ ଘୋଷଣା କରିଛି ଶୀଘ୍ର ନୂଆ…

ଏଲଏସି ପାର ହେଲେ ଭାରତୀୟ ମେଷପାଳକ: ଚାଇନା ସୈନିକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଲା, ଭିଡ଼ିଓ ଭାଇରାଲ…

ଲଦାଖ,୩୦।୧ : ଭାରତୀୟ ମେଷପାଳକମାନଙ୍କ ଏଲଏସି ପାର ହେବା ମାମଲା ସାମ୍ନାକୁ ଆସିବା ପରେ ଏହା ସମଗ୍ର ଦେଶରେ ଆଲୋଚନା ହେଉଛି। ପ୍ରକୃତରେ ଏହି ମେଷପାଳକମାନେ ବୁଲିବା ସମୟରେ ଏଲଏସି ଅତିକ୍ରମ କରିଥିଲେ। ଏନେଇ ଚାଇନାର ସୈନିକମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ଗାୟବ ହୋଇଯିବ ଚନ୍ଦ୍ର! ଚାଞ୍ଚଲ୍ୟକର ରିପୋର୍ଟ ଦେଲା ନାସା

ଓ୍ବାଶିଂଟନ୍‌,୩୦।୧: ଗାୟବ ହୋଇଯିବି ଜହ୍ନମାମୁଁ। କମୁଛି ଚନ୍ଦ୍ରର ଆକାର । ଚନ୍ଦ୍ରପୃଷ୍ଠ ଏବେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛନ୍ତି ‘ନାସା’ । ଚନ୍ଦ୍ରପୃଷ୍ଠ ଦିନକୁ ଦିନ ଛୋଟ ହେଉଯାଉଛିି ବୋଲି…

Income Tax HRA Rule: ସ୍ତ୍ରୀଙ୍କୁ ଘରଭଡ଼ା ଦେଇ ନେଇ ହେବ ଏଚଆରଏ ରିହାତି, ଏସବୁ ହେଉଛି ସର୍ତ୍ତ…

ନୂଆଦିଲ୍ଲୀ,୩୦।୧ : ଆୟକର ଉପରେ ଟିକସ ବୋଝ ହ୍ରାସ କରିବାକୁ ସରକାର ପୁରୁଣା ଟିକସ ବ୍ୟବସ୍ଥାରେ ଟ୍ୟାକ୍ସ ସ୍ଲାବରେ ରିହାତି ସହିତ ଅନେକ ପ୍ରକାରର ରିହାତି ପ୍ରଦାନ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ଏଚଆରଏର ଅର୍ଥାତ ହାଉସ ରେଣ୍ଟ ଆଲାଉନ୍ସ। ଏଚଆରଏର…

ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ: ରାହୁଲ

ପାଟନା,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିହାରରେ କରାଯାଇଥିବା ଜାତିଗତ ସର୍ଭେ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ଏହି ସର୍ଭେ ପାଇଁ ଆମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କହିଥିଲୁ, କିନ୍ତୁ ଭାଜପା ଏଥିରେ ରାଜି…

ଭାଜପାରେ ହେବ ଏହି ସେକୁଲାର ପାର୍ଟିର ବିଲୟ: ଦଳୀୟ ଅଧ୍ୟକ୍ଷ ଦେଲେ ଏଭଳି ମନ୍ତବ୍ୟ…

କୋଟ୍ଟାୟମ,୩୦।୧ : ଏକ ଧର୍ମନିରପେକ୍ଷ’ପାର୍ଟି ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି(ଭାଜପା) ସହିତ ମିଶିପାରେ। ବାସ୍ତବରେ, କେରଳର ପୂର୍ବତନ ବିଧାୟକ ପି ସି ଜର୍ଜ ମଙ୍ଗଳବାର ସୂଚାଇ ଦେଇଛନ୍ତି ତାଙ୍କ ନେତୃତ୍ୱରେ କେରଳ ଜନପକ୍ଷମ (ସେକୁଲାର) ପାର୍ଟି ଭାଜପା ସହ ମିଶିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri