ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରିବା ଏକ ଅପରାଧ: ସ୍ବାମୀଙ୍କୁ ୧୦ ହଜାର ଡଲାର ଜରିମାନା ଲାଗୁ କଲେ କୋର୍ଟ…
ବେଙ୍ଗାଲୁରୁ,୨୭।୧୨ : ସ୍ତ୍ରୀଙ୍କ ଉପରେ ସନ୍ଦେହ କରିବା ଏକ ଅପରାଧ। ଏହା ମଧ୍ୟ ଏକ ଦାମ୍ପତ୍ୟ କ୍ରୁରତା ବୋଲି କର୍ନାଟକ ହାଇକୋର୍ଟ କହିଛନ୍ତି। ଏହା ସହିତ ସ୍ତ୍ରୀଙ୍କ ଚରିତ୍ର ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିବା ସ୍ବାମୀଙ୍କ ଉପରେ କୋର୍ଟ ୧୦…
ପିଏଫ ଆକାଉଣ୍ଟରୁ କରୋନା ଆଡଭାନ୍ସ ସୁବିଧା ଏବେ ବନ୍ଦ: ଇପିଏଫଓ ନେଲା ନିଷ୍ପତ୍ତି…
ନୂଆଦିଲ୍ଲୀ,୨୭।୧୨ : ଇପିଏଫଓର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇପିଏଫଓ ଏବେ କରୋନା ଆଡଭାନ୍ସ ସୁବିଧା ବନ୍ଦ କରି ଦେଇଛି। କରୋନା ମହାମାରୀ ସମୟରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଏହାର ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ପିଏପ ଆକାଉଣ୍ଟରୁ…
ନିଆଁ ସହ ଖେଳୁଛି ତାଲିବାନ: ହାସଲ କରିବାକୁ ଚାହୁଁଛି ଆଣବିକ ବୋମା !…
କାବୁଲ,୨୭।୧୨ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆତଙ୍କବାଦୀମାନେ ବର୍ତ୍ତମାନ ଛୋଟ ଆଣବିକ ବୋମା ହାସଲ କରିବାକୁ ଚାହୁଁଥିବା ପ୍ରଶ୍ନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ବାସ୍ତବରେ ଆଫଗାନିସ୍ତାନର ଜଣାଶୁଣା ଖବରଦାତା ସାମି ୟୁସୁଫଜାଇ ଏକ ଟୁଇଟରେ…
‘ଭାରତ ନ୍ୟାୟ ଯାତ୍ରା’ କରିବେ ରାହୁଲ ଗାନ୍ଧୀ, ଜାନୁୟାରୀ ୧୪ରୁ ମଣିପୁରରୁ ହେବ ଆରମ୍ଭ
ନୂଆଦିଲ୍ଲୀ,୨୭।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ କରିବେ। ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂଆ ଯାତ୍ରା କରିବାକୁ ଯାଉଛନ୍ତି। ଲୋକଙ୍କୁ ସାମାଜିକ…
ଘନ କୁହୁଡ଼ି ଯୋଗୁ ଦେଖା ଗଲାନି ରାସ୍ତା: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ବେରେ ୩ ବସ-୨ କାର-୧ ଟ୍ରକ ଧକ୍କା…
ଲକ୍ଷ୍ନୌ,୨୭।୧୨: ଘନ କୁହୁଡ଼ି ଯୋଗୁ ଲକ୍ଷ୍ନୌରେ ବଡ଼ ସମସ୍ୟା ଦେଖା ଦେଇଛି। ଘନ କୁହୁଡ଼ି ଯୋଗୁ ବିଭିନ୍ନ ଜିଲାରୁ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ବୁଧବାର ସକାଳେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ୨୪୦ରେ ଦୁର୍ଘଟଣା ଘଟିଛି। ୬ଟି ଗାଡି ପରସ୍ପର ସହ…
ସ୍ତ୍ରୀଙ୍କ ଶ୍ୟାମଳ ତ୍ୱଚାକୁ ନେଇ ମନ୍ତବ୍ୟ ଦେଲେ ସ୍ବାମୀଙ୍କୁ ଅପରାଧୀ କୁହାଯିବ: ହାଇକୋର୍ଟ…
ରାୟପୁର,୨୬।୧୨ : ଛତିଶଗଡ ହାଇକୋର୍ଟ କହିଛନ୍ତି ଯେ ଶ୍ୟାମଳ ତ୍ୱଚାର ମହିଳାମାନଙ୍କୁ ଅନେକ ସମୟରେ ବିଭିନ୍ନ ସମୟରେ କଟାକ୍ଷ କରାଯାଇଥାଏ। ଏପରି କରିବାରେ ସମାଜର ଭୂମିକା ରହିଛି। ଏଭଳି ମନୋଭାବକୁ ପରିବର୍ତ୍ତନକରାଯିବା ଜରୁରୀ। ଏହା ଜରଙ୍କର ବ୍ୟକ୍ତିଗତ ଅଧିକାର ତଥା ମୌଳିକ…
ସ୍ବାମୀଙ୍କ ପାଇଁ ବ୍ରତ ଉପବାସ ଲାଗି ସ୍ତ୍ରୀଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ…
ନୂଆଦିଲ୍ଲୀ,୨୬।୧୨ : ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯେ କରଓ୍ବା ଚୌଥ ପାଳନ ନ କରିବା ଜଣେ ବ୍ୟକ୍ତିଙ୍କର ନିର ଇଛା ଉପରେ ନିର୍ଭର କରେ। ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା…
ଭାରତରେ ଇସ୍ରାଏଲ ଦୂତାବାସରେ ବିସ୍ପୋରଣରେ କାହାର ହାତ? ଇରାନର ନୁହେଁ ତ !…
ନୂଆଦିଲ୍ଲୀ,୨୬।୧୨ : ଭାରତର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଥିବା ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାନୁସାରେ, ଏହି ବିସ୍ଫୋରଣ ଇସ୍ରାଏଲ ଦୂତାବାସ ପଛରେ ଥିବା ଏକ ଖାଲି ପ୍ଲଟରେ ଘଟିଛି। ବର୍ତ୍ତମାନ ଏହି ବିସ୍ଫୋରଣ ପଛରେ କିଏ…
ଫେସବୁକ-ଇନଷ୍ଟାଗ୍ରାମ-ଏକ୍ସକୁ ସରକାରଙ୍କ ଚେତାବନୀ, ସୁଧୁରି ଯାଅ ନ ହେଲେ ଭୋଗିବ ଦଣ୍ଡ…
ନୂଆଦିଲ୍ଲୀ,୨୬।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମ୍ପ୍ରତି ଡିପଫେକ ଭିଡିଓ ଚିନ୍ତାର କାରଣ ପାଲଟିଛି। ଯେଉଁଥିରେ ଅନ୍ୟର ଚେହେରା ଅନ୍ୟର ଶରୀର ଉପରେ ଲଗା ହୋଇପାରୁଛି। ଏଭଳି ଭିଡିଓରୁ ସତ୍ୟକୁ ଚିହ୍ନିବା ଏବଂ କଷ୍ଟସାଧ୍ୟ ହୋଇପଡ଼ିଛି। ସରକାର ଏହା ଉପରେ ଅସନ୍ତୋଷ…
ମନା କଲେ ଫସିବେ, ଗଲେ ବି ଫସିବେ, ନିମନ୍ତ୍ରଣ ଦେଇ ହରଡଘଣାରେ ପକାଇଲା ଭାଜପା, ଦ୍ୱନ୍ଦରେ କଂଗ୍ରେସ…
ଅଯୋଧ୍ୟା,୨୬।୧୨ : ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖ ଐତିହାସିକ ହେବାକୁ ଯାଉଛି। ସମଗ୍ର ଦେଶ ଏହା ଉପରେ ନଜର ରଖିଛି। ଏହି ଦିନ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେଉଛି। ଏଥିପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ…
ନୂଆବର୍ଷର ଭେଟି: ଜାନୁୟାରୀ ୫ରୁ ନୀଳଗିରିରୁ ଗଡିବ ମେମୁ ଟ୍ରେନ
ନୀଳଗିରି,୨୬।୧୨: ନୂଆବର୍ଷରେ ଉପହାର ପାଇବେ ନୀଳଗିରିବାସୀ । ଆଗାମୀ ଜାନୁଆରୀ ମାସ ୫ ତାରିଖରେ ନୀଳଗିରରୁ ଗଡିବ ପାସେଞ୍ଜର ଟ୍ରେନ । ଜାନୁଆରୀ ୫ରୁ ନୀଳଗିରି ଗୋପୀନାଥପୁରରେ ଯାତ୍ରୀବାହୀ ଟ୍ରେନ ଗଡିବାକୁ ଯାଉଛି । ପ୍ରଥମେ ୩ଟି ମେମୁ ଟ୍ରେନ ଗଡ଼ିବା…
ରାହୁଲ-ସୋନିଆ-ୟେଚୁରୀ: ଶ୍ରୀରାମଙ୍କ ପାଖକୁ ଯିବେ କିଏ? ପ୍ରଭୁ ଯାହାଙ୍କୁ ଡାକିବେ ସେ ଆସିବେ କହିଲା ଭାଜପା…
ଅଯୋଧ୍ୟା,୨୬।୧୨ : ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବାରୁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁ୍ଦ୍ଧ ତୀବ୍ର ହେବାରେ ଲାଗିଛି। ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପୁଣି ଏକ ରାଜନୈତିକ…
Archives


