Home Middle

ଇଣ୍ଡିଆର ଏବେ ବ୍ରେନ ଡେଡ ହୋଇସାରିଛି: କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧ : ସଂସଦରେ ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ଦଳର ନେତାଙ୍କ ସହ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭାଜପା ବିରୋଧୀ ଇଣ୍ଡିଆ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ…

Budget Session: ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ପ୍ରଶ୍ନ ଏଡାଉଛନ୍ତି ସରକାର, ଅଭିଯୋଗ ଆଣିଲେ ଟିଏମସି ନେତା…

ନୂଆଦିଲ୍ଲୀ,୩୦।୧ : ସଂସଦରେ ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ଦଳର ନେତାଙ୍କ ସହ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ଦଳ ଆମନ୍ତ୍ରିତ ହୋଇଥିଲେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ…

ବିରୋଧୀ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ: ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଘୋଷଣା

ନୂଆଦିଲ୍ଲୀ,୩୦।୧: ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବଜେଟ ଅଧିବେଶନ ସମ୍ପର୍କରେ ହୋଇଥିବା ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଘୋଷଣା କରିଛନ୍ତି ଯେ ସମସ୍ତ ଏମ୍‌ପିଙ୍କ ନିଲମ୍ବନ…

ଇମ୍ରାନଙ୍କୁ ୧୦ ବର୍ଷ ଜେଲ୍‌

ଇସଲାମାବାଦ୍‌,୩୦।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇମ୍ରାନ…

ରାଞ୍ଚିରେ ଥିବା ନିଜ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ସୋରେନ, ବିଧାୟକଙ୍କ ସହ କଲେ ବୈଠକ

ରାଞ୍ଚି,୩୦।୧: ଲ୍ୟାଣ୍ଡ ସ୍କାମ ମାମଲାରେ ଗତ ଦୁଇ ଦିନ ଧରି ଦିଲ୍ଲୀରେ ତାଙ୍କ ବାସଭବନ ସମେତ ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଟିମ ଖୋଜୁଥିଲା, କିନ୍ତୁ ତାଙ୍କ ଅବସ୍ଥାନ ବିଷୟରେ କିଛି ଜଣା ପଡି ନଥିଲା। ବର୍ତ୍ତମାନ, ମଙ୍ଗଳବାର ଅପରାହ୍ନରେ…

ଶିକ୍ଷାବିତ୍‌ ସତ୍‌ନାମ ସିଂ ସାନ୍ଧୁ ରାଜ୍ୟ ସଭା ପାଇଁ ମନୋନୀତ

ନୂଆଦିଲ୍ଲୀ,୩୦।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ସଭାର ସଦସ୍ୟ ଭାବରେ ସତ୍‌ନାମ ସିଂ ସାନ୍ଧୁଙ୍କୁ ମନୋନୀତ କରିଛନ୍ତି। ଜଣେ କୃଷକଙ୍କ ପୁଅ ସତ୍‌ନାମ ହେଉଛନ୍ତି ଭାରତର ଅଗ୍ରଣୀ ଶିକ୍ଷାବିତ୍‌। ସେ ଆଜି ରାଜ୍ୟ ସଭା ସଦସ୍ୟତା ପାଇଁ ମନୋନୀତ ହୋଇଛନ୍ତି। ସାନ୍ଧୁ…

ଆରଏସଏସ ନେତା ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ପିଏଫ୍‌ଆଇର ୧୫ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ

ଥିରୁଭାନନ୍ତପୁରମ୍‌,୩୦।୧: ଆରଏସଏସ ନେତା ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ ୧୫ ଜଣ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ସମସ୍ତ ଅଭିଯୁକ୍ତ ଓକିଲ ତଥା ଆରଏସଏସ ନେତାଙ୍କ ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ…

କୁଆଡେ ଗଲେ ମୁଖ୍ୟମନ୍ତ୍ରୀ ସୋରେନ, ବିଏମଡବ୍ଲୁ କାର୍‌ ସହ ୩୬ ଲକ୍ଷ ଟଙ୍କା ଜବତ

ରାଞ୍ଚି,୩୦।୧: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଇଡି ତାଙ୍କୁ ଖୋଜୁଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ସୋରେନ ଇଡିଙ୍କୁ ଏକ ଚିଠି ଲେଖି ରାଜନୈତିକ ଏଜେଣ୍ଡା ଅନୁଯାୟୀ…

ଭୂକମ୍ପରେ ଥରିଲା ଲଦାଖ

ଲଦାଖ,୩୦।୧:ଜମ୍ମୁକଶ୍ମୀରର ଲଦାଖରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଖବର ମିଳିନାହିଁ ବୋଲି ନ୍ୟାଶନାଲ ସେଣ୍ଟର ଅଫ ସେସମୋଲୋଜି (ଏନସିଏସ) ଅନୁଯାୟୀ, ଲେହରେ ୫ କିଲୋମିଟର…

ଅଶ୍ୱିନୀଙ୍କ କ’ଣ ହେବ

ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ୨୯ ଜାନୁଆରୀରେ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୩ ରାଜ୍ୟ ସଭା ସଦସ୍ୟ ବିଜେଡିର ଅମର ପଟ୍ଟନାୟକ ଓ…

ଭିଜିଲାନ୍ସ ଜାଲରେ ଜେଇ: ଏପର୍ଯ୍ୟନ୍ତ ମିଳିଲାଣି ୩୦ ଏଟିଏମ୍‌ ସହ ପୁଳାପୁଳା ଟଙ୍କା

ମାଲକାନଗିରି,୩୦।୧(ଦୁର୍ଯ୍ୟେଧନ ପାତ୍ର):ମାଲକାନଗିରି ଜିଲା କାଡା ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘର ଓ ଅଫିସରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ…

ଯେ କୌଣସି ମୁହୂର୍ତ୍ତରେ ସାମ୍ନାକୁ ଆସିପାରନ୍ତି ମୁଖ୍ୟମନ୍ତ୍ରୀ ସୋରେନ, କଳ୍ପନାଙ୍କୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ରାଞ୍ଚି,୩୦।୧: ପଚରାଉଚରା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଖୋଜୁଛି, କିନ୍ତୁ ସେ ଏପର୍ଯ୍ୟନ୍ତ ନିଖୋଜ ଥିବା କୁହାଯାଉଛି। ଇତିମଧ୍ୟରେ, ରାଞ୍ଚିରେ ଶାସକ ମିଳିତ ମଞ୍ଚର ବିଧାୟକମାନଙ୍କୁ ଶୀଘ୍ର ରାଞ୍ଚିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଉଛି ଯେ ମଙ୍ଗଳବାର ଅପରାହ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri