ଅସନ୍ତୁଷ୍ଟ କମଲନାଥ ନିଜ ଭବିଷ୍ୟତ ନେଇ ଚିନ୍ତିତ, ଏବେ କରିବେ କ’ଣ…
ଭୋପାଳ,୧୭।୧୨ : ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ମଧ୍ୟ ଦଳର ସଭାପତି କମଲ ନାଥ ଇସ୍ତଫା ଦେଇ ନ ଥିବା ବେଳେ ଦଳ ସେଠାରେ ପରିବର୍ତ୍ତନ ଆଣିଛି। କଂଗ୍ରେସ ନେତା ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସର ସଭାପତି କରାଯାଇଛି। କଂଗ୍ରେସ ଦଳର…
ଏମପି ଫର୍ମୂଲାରେ ଲୋକସଭା ନିର୍ବାଚନ ଲଢ଼ିବ କଂଗ୍ରେସ…
ନୂଆଦିଲ୍ଲୀ,୧୭।୧୨ : ମଧ୍ୟପ୍ରଦେଶ(ଏମପି)ରେ ବିଧାନସଭା ନିର୍ବାଚନରେ ଆପଣେଇଥିବା ରାଜନୈତିକ ଫର୍ମୂଲାରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ଳଢ଼ିବାକୁ ଯୋଜନା କରିଛି। ଏନେଇ ପ୍ରମୁଖ ରଣନୀତି ପ୍ରସ୍ତୁତ କରାଯାଉଛି। କେବଳ ଜାତି ସମୀକରଣ ଦୃଷ୍ଟିରୁ ନୁହେଁ ବରଂ ବୟସ ଦୃଷ୍ଟିରୁ ଯୁବବର୍ଗମାନଙ୍କୁ ସୁଯୋଗ…
ଏମ୍ଆର୍ଆଇ ପାଇଁ ଯାଞ୍ଚ ହେବ ପ୍ରେସ୍କ୍ରିପ୍ଶନ
ଭୁବନେଶ୍ୱର,୧୭ା୧୨: ଏଣିକି ବିନା ପ୍ରେସ୍କ୍ରିପ୍ଶନରେ ଏମ୍ଆର୍ଆଇ କିମ୍ବା ସିଟି ସ୍କାନ୍ ହୋଇପାରିବ ନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସ୍ଓପି ଜାରି ହୋଇଛି। ଡାକ୍ତରମାନେ ଯାଞ୍ଚ ନ କରି ଏମ୍ଆର୍ଇ କିମ୍ବା ସିଟି ସ୍କାନ୍ ପାଇଁ ଲେଖିପାରିବେ ନାହିଁ। ଏଥିପାଇଁ ରୋଗୀଙ୍କ…
ପାର୍ଲାମେଣ୍ଟରେ ସ୍ମୋକ୍ ବମ୍ ପକାଇବା ଘଟଣା: ପୋଲିସ ହାତରେ ଲାଗିଲା ନୂଆ ସୁରାକ
ନୂଆଦିଲ୍ଲୀ,୧୭ା୧୨: ଦିଲ୍ଲୀ ସମେତ ସମଗ୍ର ଦେଶରେ ବୁଧବାର ହଇଚଇ ସୃଷ୍ଟି ହୋଇଥିଲା। ଯେତେବେଳେ ଦୁଇଜଣ ଲୋକ ପାର୍ଲାମେଣ୍ଟରେ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ। ପ୍ରକୃତରେ ଦୁଇଜଣ ଲୋକ ଦର୍ଶକ ଗ୍ୟାଲେରିରୁ ପାର୍ଲାମେଣ୍ଟ ହଲ୍କୁ ଡେଇଁ ହଳଦିଆ ରଙ୍ଗର କିଛି ସ୍ପ୍ରେ…
୫୫ ଲକ୍ଷ ମୋବାଇଲ ଫୋନ ସଂଯୋଗ -୧.୩୨ ଲକ୍ଷ ହ୍ୟାଣ୍ଡସେଟ ବ୍ଲକ…
ନୂଆଦିଲ୍ଲୀ,୧୭।୧୨ : ଅନଲାଇନ ଠକେଇ ଦେଶରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନକଲି ସିମର ନେଟୱାର୍କ ଭାରତରେ ବ୍ୟାପକ ପରିମାଣରେ ଚାଲିଛି। ଲୋକମାନେ ନକଲି ଡକ୍ୟୁମେଣ୍ଟ ସହିତ ସିମ କାର୍ଡ ପାଉଛନ୍ତି, ତାପରେ ଏହି ସିମ କାର୍ଡ ବ୍ୟବହାର କରି…
ୟୁରୋପରେ ବେଆଇନ ପ୍ରବାସୀଙ୍କ ଉପରେ ପ୍ରତିବନ୍ଧକ ନେଇ ସୁନକଙ୍କ ଉଦ୍ବେଗ
ଲଣ୍ଡନ,୧୭ା୧୨: ୟୁରୋପରେ ବେଆଇନ ପ୍ରବେଶ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଉଦ୍ବେଗ ପ୍ରକାଶ କରିଛନ୍ତି। ସୁନକ କହିଛନ୍ତି, କିଛି ଶତ୍ରୁ ଲୋକଙ୍କର ସ୍ଥାନାନ୍ତରକୁ ଅସ୍ତ୍ର ଭାବରେ ବ୍ୟବହାର କରି ସମାଜକୁ ଅସ୍ଥିର କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ବଢୁଥିବା ପ୍ରବାସୀ…
ଉତ୍ତର କୋରିଆକୁ ଧ୍ୱଂସ କରିଦେବ ଆମେରିକା: କିମଙ୍କୁ ବାଇଡେନଙ୍କ ଧମକ…
ଓ୍ବାଶିଂଟନ,୧୭।୧୨ : ଆଣବିକ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେଇ ଆମେରିକା ଉତ୍ତର କୋରିଆକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର କହିଛିନ୍ତି ଆମେରିକା କିମ୍ବା ଏହାର ସହଯୋଗୀ ଦେଶ ବିରୁଦ୍ଧରେ ଆଣବିକ ଆକ୍ରମଣର ଉଚିତ ଜବାବ ଦିଆଯିବ। କିମ…
ଶିବରାଜଙ୍କୁ ପୁଣି ଝଟକା ଦେବ ଭାଜପା ! ଜ୍ୟୋତିରାଦିତ୍ୟଙ୍କ ପତିଆରା ବୃଦ୍ଧି ପାଇଁ ଦିଲ୍ଲୀ ନିର୍ଦ୍ଦେଶକୁ ଅପେକ୍ଷା…
ଭୋପାଳ,୧୭।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଶିବରାଜ ସିଂ ଚୌହ୍ବାନଙ୍କୁ ଭାଜପା ସବୁଠାରୁ ବଡ ଝଟକା ଦେଇଛି। ଏଥର ଦଳ ଶିବରାଜଙ୍କ ସ୍ଥାନରେ ମୋହନ ଯାଦବଙ୍କୁ ସିଏମ କରିଛି। ଏବେ ରାଜ୍ୟରେ ଚର୍ଚ୍ଚା କରାଯାଉଛି ଶିବରାଜ ମୋହନ…
ହାଡ଼ଥରା ଶୀତ: ଜମ୍ମୁ-କଶ୍ମୀରରେ ଜମାଟ ବାନ୍ଧି ବରଫ ପାଲଟିଲା ନଦୀ-ଝରଣା ପାଣି,ଭିଡିଓ ଭାଇରାଲ…
ଶ୍ରୀନଗର,୧୭।୧୨ : ଦେଶରେ ହାଡ଼ଥରା ଶୀତ ଜାରି ରହିଛି। ମଧ୍ୟ ଭାରତଠାରୁ ଆରମ୍ଭ କରି ଉତ୍ତର ତଥା ଉତ୍ତର-ପୂର୍ବ ଅଞ୍ଚଳରେ ଶୀତ ଲହର ଯୋଗୁ ସାଧାରଣ ଜୀବନଯାତ୍ରା ଠପ୍ ହୋଇ ଯାଇଛି। କଶ୍ମୀରର ପହଲଗାମ ଏବଂ ଗୁଲମାର୍ଗରେ ପ୍ରବଳ ତୁଷାରପାତ ହୋଇଛି।…
ଡୋନାଲ୍ଡ ଟ୍ରମ୍ଫଙ୍କ ବିବାଦୀୟ ବୟାନ, ଆମ ଦେଶର ରକ୍ତରେ ବିଷ ମିଶାଯାଉଛି
ଓ୍ବାଶିଂଟନ,୧୭।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି ଯାହା ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ ବିଷ ସୃଷ୍ଟି କରୁଛି। ନ୍ୟୁ ହାମ୍ପସାୟାରର ଡୁରହମରେ ଏକ ରାଲିରେ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ପ୍ରବାସୀମାନେ ତାଙ୍କ…
ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା, ମ୍ୟାନମାର ସୀମାରେ ଉଗ୍ରବାଦୀଙ୍କ ହେଲେ ଶିକାର
ଇଟାନଗର,୧୭।୧୨: ଅରୁଣାଞ୍ଚଳ ପ୍ରଦେଶରେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିଧାୟକ ୟୁମସେନ ମ୍ୟାତେଙ୍କୁ ତିରପ ଜିଲାର ଲାଜୁ ସର୍କଲରେ ଭାରତ-ମ୍ୟାନମାର ସୀମା ନିକଟରେ ଉଗ୍ରବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ରିପୋର୍ଟ ମୁତାବିକ, ମ୍ୟାତେଙ୍କ ହତ୍ୟା ରାହୋ…
ମାତାପିତାଙ୍କ ବିନା ଅନୁମତିରେ ଇଣ୍ଟରନେଟ ଖୋଲି ପାରିବେନି ଛୋଟ ପିଲା: ଆସିବ ନୂଆ ଡାଟା ସୁରକ୍ଷା ନିୟମ…
ନୂଆଦିଲ୍ଲୀ,୧୭।୧୨ : ପିଲାମାନଙ୍କର ବୟସ ଯାଞ୍ଚ କରିବା ଏବଂ ଇଣ୍ଟରନେଟ ବ୍ୟବହାର କରିବାକୁ ସେମାନଙ୍କ ମାତାପିତାଙ୍କଠାରୁ ଅନୁମତି ପାଇବା ପାଇଁ ଆଧାର ପ୍ରଣାଳୀ ପ୍ରବର୍ତ୍ତିତ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ଆଗାମୀ ଡାଟା ସୁରକ୍ଷା ନିୟମରେ ଏହି ପ୍ରସ୍ତାବ ଦିଆଯାଇଛି। ଏହା…
Archives


