ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍, ୨୫ ପରେ…
ଭୁବନେଶ୍ୱର, ୨୨ା୧୦(ସୌମ୍ୟରଞ୍ଜନ ରାଉତ): ଥାଇଲାଣ୍ଡ ଉପସାଗର ଏବଂ ସଂଲଗ୍ନ ଥାଇଲାଣ୍ଡ ଓ ମ୍ୟାନ୍ମାର ଉପରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ବୁଧବାର ସନ୍ଧ୍ୟାରେ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିଛି। ଏହାର ପ୍ରଭାବରେ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ…
କୋଟିଆରେ ନିର୍ବାଚନ କରିବାକୁ ଆନ୍ଧ୍ରର ଯୋଜନା, ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ରାଜ୍ୟ ସରକାର
କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟ ଜିଲାର ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିର୍ବାଚନ କରାଇବା ଯୋଜନାକୁ ନେଇ ପୁଣି ଥରେ ରାଜ୍ୟରେ ତତ୍ପରତା ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଉଲ୍ଲଂଘନ କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଉଥିବା ଅଭିଯୋଗ…
ସୌରଭ-ରାଙ୍କାଙ୍କୁ ଜାମିନ୍ ପରେ ମୁହଁ ଖୋଲିଲେ ଦୀପକେ, “ମୋ ଭାଇ…”
ନୂଆଦିଲ୍ଲୀ, ୨୧।୧୦: CJP ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ SEM କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କୋର୍ଟ ସେମାନଙ୍କୁ ଜାମିନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁହେଁ ଦିଲ୍ଲୀର ତିହାର ଜେଲରେ ୭ ଦିନ ରହିଥିଲେ ।…
ଭାରତର ଶତ୍ରୁ କିଏ? ବଡ଼ କଥା କହିଦେଲେ ସମ୍ବିତ ପାତ୍ର, ଚାରିଆଡ଼େ ଚର୍ଚ୍ଚା
ନୂଆଦିଲ୍ଲୀ, ୨୧।୧୦: ଦଶହରା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବିରୋଧରେ କାମ କରୁଥିବା ତିନୋଟି ଶକ୍ତିର କଥା କହିବା ପରେ ଏବେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର । ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀରେ ସେ ପ୍ରଶ୍ନ…
SIR ବିରୋଧୀ ପ୍ରତିବାଦରେ ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସ୍ୱାମୀ, ଦିଲ୍ଲୀରେ ଚହଳ
ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ଅର୍ଥନୀତିବିଦ୍ ପରକଳା ପ୍ରଭାକର ଅକ୍ଟୋବର ୨୩ରେ ଆୟୋଜିତ ହେବାକୁ ଥିବା ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେବେ। ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟାକୁ ନେଇ ମୁଖ୍ୟ ନିର୍ବାଚନ…
ଭାରତ-ଆମେରିକା ମଧ୍ୟରେ ହେବ ବଡ଼ ଡିଲ୍: ଟ୍ରମ୍ପ କହିଲେ, ଖୁବ୍ଶୀଘ୍ର…
ନୂଆଦିଲ୍ଲୀ,୨୧।୧୦: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା କହିଛନ୍ତି।…
ଆସିମ ମୁନିରଙ୍କ ଗସ୍ତ ଭିତରେ ଇରାନର ବଡ଼ ଘୋଷଣା, ରଖିଲା ଏମିତି ସର୍ତ୍ତ, ଚାରିଆଡେ ଚର୍ଚ୍ଚା
ନୂଆଦିଲ୍ଲୀ, ୨୧।୧୦: ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନିର ମଙ୍ଗଳବାର ଇରାନରେ ପହଞ୍ଚିଛନ୍ତି। ଆସିମ ମୁନିରଙ୍କ ସହ ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ଏହି ଗସ୍ତରେ ଇରାନ ଯାଇଛନ୍ତି। ଆସିମ ମୁନିରଙ୍କ ଗସ୍ତ ମଧ୍ୟରେ ଇରାନ ସ୍ପଷ୍ଟ…
ଏମାନେ ଦେଶର ଶତ୍ରୁ, ଦଶହରାରେ କାହାକୁ ସିଧା ଟାର୍ଗେଟ କଲେ ମୋଦି
ନୂଆଦିଲ୍ଲୀ, ୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶହରା ସମାରୋହ ଉତ୍ସହରେ ଯୋଗ ଦେଇ ଦେଶ ସାମନାରେ ଥିବା ଆହ୍ୱାନର ଏକାଠି ମୁକାବିଲା ପାଇଁ ବାର୍ତ୍ତା ଦେଇଛନ୍ତି । ରବାଣ ପୋଡ଼ି ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ୱୋଧନରେ ଦେଶର ତିନି ଶତ୍ରୁଙ୍କ…
ଘୂର୍ଣ୍ଣିବଳୟ ସକ୍ରିୟ: ୨୩ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର,୨୦।୧୦: ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଥାଇଲାଣ୍ଡ ଓ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଏହାର ପ୍ରଭାବରେ ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ହେବା ନେଇ…
ଅଭିଜିତ ଦିପକେଙ୍କ ବଡ଼ ଘୋଷଣା: ସମର୍ଥକଙ୍କୁ କଲେ ଏହି ଅପିଲ, କହିଲେ-ଦୀପାବଳି ପର୍ଯ୍ୟନ୍ତ…
ନୂଆଦିଲ୍ଲୀ, ୨୦।୧୦: କୋକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦିପକେ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଦୀପାବଳି ପର୍ଯ୍ୟନ୍ତ କୌଣସି ପ୍ରକାର ଆନ୍ଦୋଳନ କିମ୍ବା ପ୍ରଦର୍ଶନ କରିବ ନାହିଁ। ଏହି ପର୍ବପର୍ବାଣି ସମୟରେ ନିଜ…
ସାଂଘାତିକ ଅଭିଯୋଗ ଆଣିଲେ ମୋହନ ଭାଗବତ: କହିଲେ, ସରକାର ବଦଳିଲେ…
ନାଗପୁର,୨୦।୧୦: କେବଳ ସରକାର ପରିବର୍ତ୍ତନ ବା ‘ରିଜିମ ଚେଞ୍ଜ’ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ। ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଥିବା ଶକ୍ତି ଓ ସେମାନଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ପ୍ରଭାବଶାଳୀ ରହିଥାନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସଏସ)ର ସଂଚାଳକ ମୋହନ ଭାଗବତ ନାଗପୁରରେ…
ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଆଜିଠାରୁ ଲାଗୁ; କେଉଁ ଜିନିଷଗୁଡ଼ିକ ଶସ୍ତା ହେବ? ଏଥିରେ କ’ଣ ଲାଭ ଜାଣନ୍ତୁ
ନୂଆଦିଲ୍ଲୀ,୨୦।୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ୨୦ ଅକ୍ଟୋବର, ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇଛି। ଏହି ଚୁକ୍ତିର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ କମ୍ପାନୀଗୁଡ଼ିକୁ ନୂତନ ବଜାରରେ…

